ଫୁରସତ

ଅନ୍ତର୍ଜାତୀୟ ମହିଳା ଦିବସ

ମଣିଷ ଜାତିର ଅନ୍ୟତମ ପ୍ରମୁଖ ଅଙ୍ଗ ମହିଳା। ସେମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବା ଆଜି ସାମାଜିକ ବ୍ୟବସ୍ଥା ପାଇଁ ଚ୍ୟାଲେଞ୍ଜ ବା ଆହ୍ବାନ ସୃଷ୍ଟି କରିଛି। ମହିଳା ସଶକ୍ତୀକରଣ ଦିଗରେ ବିଶ୍ୱବ୍ୟାପୀ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ…

ଏହି ଦେଶରେ ଚୁଇଗମ୍‌ ଖାଇଲେ ମିଳେ ଜେଲଦଣ୍ଡ

ଚୁଇଗମ୍‌ ଖାଇବା କାହାକୁ ବା ପସନ୍ଦ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠାରେ ଚୁଇଗମ୍‌ ଖାଇଲେ ମିଳେ ଜେଲଦଣ୍ଡ। ବିଶ୍ୱର ଅନ୍ୟତମ ସ୍ବଚ୍ଛ ଦେଶ ଭାବେ ଜଣାଯାଉଥିବା ସିଙ୍ଗାପୁରରେ ଚୁଇଗମ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି। କେବଳ ଖାଇବା ଉପରେ…

ଆପଣ ଭୁଲିଯାଉଛନ୍ତି, ହେଲେ ଫିଟ୍‌ ରହିବାକୁ ବାଘ କରୁଛି ପୁଷ୍‌ଅପ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

୪୦ ଟଙ୍କାର ଲଟେରି ଟିକେଟ ଏପରି ବଦଳାଇଦେଲା ଏହି ବ୍ୟକ୍ତିଙ୍କ ଭାଗ୍ୟ

ବେଳେବେଳେ ସାଧାରଣ ଜିନିଷଟିଏ ବି ମଣିଷର ଭାଗ୍ୟ ବଦଳାଇ ଦିଏ। ଏମିତି ଏକ ମାମଲା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି କେରଳରେ ରହୁଥିବା ବେଳେ ୪୦ ଟଙ୍କାର ଗୋଟିଏ ଲଟେରି ଟିକେଟ କରିଥିଲେ। ଏହି ଲଟେରି ଟିକେଟ ଯୋଗୁ ସେ…

ଏହି ଦେଶରେ ରହିଛି ସୁନାର ପାହାଡ଼, ଆଣିବା ପାଇଁ ଲୋକଙ୍କ ଭିଡ଼

ମଧ୍ୟ ଆଫ୍ରିକାର କଙ୍ଗୋରେ ଏକ ନୂଆ ପାହାଡ଼ର ସନ୍ଧାନ ମିଳିଛି। ଯେଉଁଥିରେ ୬୦ରୁ ୯୦ ପ୍ରତିଶତ ଭାଗ ସୁନାରେ ଭରିରହିଛି। ଏକ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଲୋକେ ଏବେ ପାହାଡ଼ ନିକଟରେ ପହଞ୍ଚି ସୁନା ବାହାର କରିବାରେ ଲାଗିଛି। ପାହାଡ଼ରୁ ସୁନା…

ବ୍ଲାକ ଡାଇମଣ୍ଡ ସେଓ: ସ୍ବାଦ ମହୁଠାରୁ ବି ମିଠା

ବଜାରରେ ଲାଲ, ସବୁଜ ଓ ହାଲ୍‌କା ହଳଦିଆ ରଙ୍ଗର ସେଓ ଦେଖିଥିବେ। ଏହାବାଦ୍‌ ପୃଥିବୀର ୨୦ରୁ ଅଧିକ ଦେଶରେ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ କିସମର ସେଓ ଉତ୍ପାଦନ ହୋଇସାରିଲାଣି। ଏହା ମଧ୍ୟରେ ଗୋଟିଏ ହେଉଛି କଳା ତଥା ଗାଢ ବାଇଗଣୀ…

ପଥରରେ ଜୀବନ

ଇଟାଲୀୟ କଳାକାର ରୋବେର୍ଟୋ ରିଜୋଙ୍କୁ ଲାଗେ ସତେ ଯେମିତି ପଥରରେ ପ୍ରାଣ ଅଛି। ପ୍ରତି ପଥରରେ ତାଙ୍କୁ ଜୀବଜନ୍ତୁଙ୍କ ଛବି ଦେଖାଯାଏ। ସେଥିପାଇଁ ସେ ସଂଗ୍ରହ କରନ୍ତି ବିଭିନ୍ନ ଆକାରର ପଥର। ଆଉ ତାକୁ ଦିଅନ୍ତି ବିଭିନ୍ନ ଜୀବଜନ୍ତୁ, ପକ୍ଷୀ ଓ…

ଜନ୍ମ ପ୍ରମାଣପତ୍ରରେ ଗୋଟିଏ ପିଲାର ୩ ପିତା, ଖର୍ଚ୍ଚ ହୋଇଛି ୮୮ ଲକ୍ଷ

ଓ୍ବାଶିଂଟନ,୭।୩: ଆମେରିକାର ତିନିଜଣ ପୁରୁଷ ‘ପ୍ରଥମ ଥର ପାଇଁ ଗୋଟିଏ ପରିବାରର ପିତା’ ହୋଇ ଇତିହାସ ରଚିଛନ୍ତି। ଏଥିପାଇଁ ଏହି ୩ ପୁରୁଷଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ଆଇନ ସହ ଲଢ଼ାଇ କରିବାକୁ ପଡ଼ିଥିଲା। ତିନି ପୁରୁଷ ଦୁଇଜଣ ସରୋଗେଟ୍‌ ମା ଏବଂ…

ଚୁଲି ପାଉଁଶ ଏବେ ଅନ୍‌ଲାଇନ୍‌ରେ ବିକ୍ରି

ନୂଆଦିଲ୍ଲୀ,୭।୩: କାଠ ଚୁଲିର ପାଉଁଶ ପୁଣି ଇ-କମର୍ସ ବଜାରରେ ମିଳୁଛି। ଏହା ଶୁଣିଲେ ଯେ କେହି ହୁଏତ ଆଶ୍ଚର୍ଯ୍ୟ ହୋଇ ପାରନ୍ତି। ମାତ୍ର ଏହା ସତ। ତାମିଲନାଡୁର କିଛି ଇ-କମର୍ସ କମ୍ପାନୀ ସେମାନଙ୍କ ଓ୍ବେବସାଇଟ୍‌ରେ ଚୁଲି ପାଉଁଶ ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି।…

୩୦ ବର୍ଷରେ ୩ ଲକ୍ଷ ଚାରା ଲଗାଇଲେଣି ବସ୍‌ କଣ୍ଡକ୍ଟର, ଛୁଟୁଛି ପ୍ରଶଂସାର ସୁଅ

ଚେନ୍ନାଇ,୭।୩: ସୋସିଆଲ ମିଡିଆରେ ତାମିଲନାଡୁର ଜଣେ ବସ୍‌ କଣ୍ଡକ୍ଟର ଖୁବ୍‌ ଭାଇରାଲ ହେଉଛନ୍ତି। ଏହି କଣ୍ଡକ୍ଟର ଜଣକ ଗତ ୩୦ ବର୍ଷ ଧରି ନିଜେ ଟଙ୍କା ଖର୍ଚ୍ଚ କରି ୩ ଲକ୍ଷ ଚାରା ଲଗାଇଛନ୍ତି। ସୋସିଆଲ ମିଡିଆରେ ଲୋକେ ତାଙ୍କର ଏହି…

ଲେଖିକା-ନାୟିକା -ନିର୍ଦ୍ଦେଶିକା ଭାସ୍ବତୀ ବସୁ

ମୁହୂର୍ତ୍ତରେ ଜିଅନ୍ତି, କବିତା ତାଙ୍କ କଥା କୁହେ। ହେଲେ ସେ କିନ୍ତୁ ଅଭିନୟ ପ୍ରେମରେ। ଜୀବନକୁ ନିଜ ଭାବରେ ମନଭରି ଜିଇବାରେ ବିଶ୍ୱାସ ରଖୁଥିବା ଏହି ଅଭିନେତ୍ରୀ ନିର୍ଦ୍ଦେଶିକା ହେଲେ ଭାସ୍ବତୀ ବସୁ। ଅନେକେ ତାଙ୍କୁ ଜଣେ ଭଲ ଅଭିନେତ୍ରୀ ଭାବେ…

ମା’ ଆଣିଥିଲା ଦାନ୍ତ କାଠି

ମେଡିକାଲର ପାଖ ବେଡ୍‌ । କୁନି ପୁଅଟେ ଶୋଇଥାଏ । କ୍ଷୀଣ ଶରୀର, ହସହସ ମୁହଁ, ପାଖରେ କେହି ନାହଁି । ମଝିରେ ମଝିରେ ଡାକ୍ତର ଆସି ହାଲ୍‌ ପଚାରି କିଛି ଔଷଧ ଦେଇ ଫେରିଯାଉଥାନ୍ତି। ପିଲାଟିକୁ ପଚାରିଲି ବାପରେ କ’ଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri