Posted inଫୁରସତ

୪୦ ଟଙ୍କାର ଲଟେରି ଟିକେଟ ଏପରି ବଦଳାଇଦେଲା ଏହି ବ୍ୟକ୍ତିଙ୍କ ଭାଗ୍ୟ

ବେଳେବେଳେ ସାଧାରଣ ଜିନିଷଟିଏ ବି ମଣିଷର ଭାଗ୍ୟ ବଦଳାଇ ଦିଏ। ଏମିତି ଏକ ମାମଲା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି କେରଳରେ ରହୁଥିବା ବେଳେ ୪୦ ଟଙ୍କାର ଗୋଟିଏ ଲଟେରି ଟିକେଟ କରିଥିଲେ। ଏହି ଲଟେରି ଟିକେଟ ଯୋଗୁ ସେ ଆଜି ୮୦ ଲକ୍ଷ ଟଙ୍କାର ପୁରସ୍କାର ଜିତିପାରିଛନ୍ତି।

ପ୍ରତିଭା ମଣ୍ଡଳ ନାମକ ଜଣେ ପ୍ରବାସୀ କେରଳର ଥିରୁଭନନ୍ତପୁରମରେ ଏକ କନ୍‌ଷ୍ଟ୍ରକ୍‌ସନରେ କାମ କରୁଥିଲେ। ପ୍ରତିଭା ସେଠାରେ ଏହି ଲଟେରି ଟିକେଟ କିଣିଥିଲେ। ଏତେ ପରିମାଣର ଟଙ୍କା ସେ କେମିତି ଆଣିବେ ଭାବି ପାରି ନ ଥିଲେ। କାରଣ ତାଙ୍କର ସେଠାରେ କୌଣସି ବ୍ୟାଙ୍କ ଆକାଉଣ୍ଟ ନ ଥିଲ। କି ସାଙ୍ଗରେ ଆଣିବା ପାଇଁ କାଳେ ଚୋରି ହୋଇଯିବ ଭାବି ଭୟ କରୁଥିଲେ। ତେଣୁ ସେ ସିଧା ପୂଜାପୂରା ପୋଲସ ଷ୍ଟେଶନ ଗଲେ ଏବଂ ପୋଲିସକୁ ନିଜର ସୁରକ୍ଷା ମାଗିଥିଲେ। ଏହା ପରେ ପୋଲିସ ପୂଜାପୂରା କାନାଡା ବ୍ୟାଙ୍କର ଜଣେ କର୍ମୀଙ୍କୁ ପୋଲିସ ଷ୍ଟେଶନ ଡାକିଥିଲା ଏବଂ ପ୍ରତିଭାଙ୍କ ଏକ ଆକାଉଣ୍ଟ ଖୋଲିବାକୁ କହିଥିଲା। ଲଟେରି ଟିକେଟକୁ ବ୍ୟାଙ୍କ ଲକରରେ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନରେ ପାଇଲଟ ପ୍ରେମିକ କଲେ ଏମିତି ଘୋଷଣା, ଲାଜେଇ ଗଲେ ପ୍ରେମିକା

ନିଜ ପ୍ରେମିକା ବସିଥିବା ବିମାନ ଚଳାଉଥିଲେ ଜଣେ ପ୍ରେମିକ। ଏହି ପାଇଲଟ ପ୍ରେମିକ ଜଣଙ୍କ ଯାତ୍ରା ମଝିରେ ଏମିତି ଘୋଷଣା କଲେ ଯେ, ଯାତ୍ରୀଙ୍କ ଗହଣରେ...

କୁଇଣ୍ଟାଲ ଓଜନର ଲେହେଙ୍ଗା ପିନ୍ଧି ବିବାହ କଲେ ଯୁବତୀ

ବିବାହକୁ ସ୍ବତନ୍ତ୍ର ତଥ ସ୍ମରଣୀୟ କରିବା ପାଇଁ ବର-କନ୍ୟା କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି। ସେହିପରି ପାକିସ୍ତାନର ଜଣେ ଯୁବତୀ ବିବାହକୁ ସ୍ବତନ୍ତ୍ର କରିବା...

ସ୍ମାର୍ଟଫୋନ୍‌ ହେଉଛି କି ହ୍ୟାଙ୍ଗ୍‌, ତେବେ କରନ୍ତୁ ଏପରି…

ନୂଆଦିଲ୍ଲୀ, ୨୨।୭: ବେଳେବେଳେ ସ୍ମାର୍ଟଫୋନ୍‌ ହ୍ୟାଙ୍ଗ୍‌ ହୋଇଯାଇଥାଏ। ତେବେ ଏଥିପାଇଁ ବ୍ୟସ୍ତ ନ ହୋଇ କେତେକ ଉପାୟ ଅବଲମ୍ବନ କରନ୍ତୁ। ମାତ୍ର ୨ ମିନିଟ୍‌ ମଧ୍ୟରେ...

କରୋନା ଯୁଦ୍ଧରେ ଜିତି ଘରକୁ ଫେରିଥିବା ବଡ଼ ଭଉଣୀକୁ କିଛି ଏଭଳି ଢ଼ଙ୍ଗରେ ସ୍ବାଗତ ଜଣାଇଲେ ସାନ ଭଉଣୀ

ମୁମ୍ବାଇ,୨୦।୭: କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ କେତେକଙ୍କ ମୃତ୍ୟୁ...

ଫ୍ୟାନ ମ୍ୟୁଜିୟମ୍‌

ଖରାଦିନେ କରେଣ୍ଟ ଚାଲିଗଲେ ଆଜି ବି ଖୋଜାପଡେ ବିଞ୍ଚଣା । ତାଳପତ୍ର ହେଉ ବା ପ୍ଲାଷ୍ଟିକ ବିଞ୍ଚଣା, ଖରାଦିନେ ଏହାର ଚାଦିହା କାହିଁରେ କେତେ। ତେବେ...

ସାଥୀଙ୍କଠାରୁ ଦୂରେଇ ରହୁଥିଲେ କରନ୍ତୁ ଏପରି, ବନ୍ଧନ ରହିବ ଅତୁଟ

ସାଥୀଙ୍କଠାରୁ ଦୂରେଇ ରହିବା ବାସ୍ତବରେ କଷ୍ଟଦାୟକ। କିନ୍ତୁ କିଛି ଲୋକ କୁହନ୍ତି, ଦୂରତା ଦୁଇଟି ହୃଦୟକୁ ନିକଟତର କରିଥାଏ। ଆଉ କିଛି ଭାବନ୍ତି, ଯିଏ ଆଖିରୁ...

ଜାଣନ୍ତି ପାଣିରେ ଗୋଲାକାର ଭାବେ କାହିଁକି ପହଁରନ୍ତି ସାମୁଦ୍ରିକ ଜୀବ

କିଛି ସାମୁଦ୍ରିକ ଜୀବ ଅଛନ୍ତି, ଯେଉଁମାନେ ପାଣିରେ ଗୋଲାକାର ଭାବେ ପହଁରିଥାନ୍ତି। ସାଧାରଣତଃ ଏପରି ଗତିବିଧି ବଡ଼ ଜୀବ ଯେମିତିକି ଶାର୍କ, ହ୍ବିଲ୍‌ ଏପରିକି କଇଁଛଙ୍କଠାରେ...

ମଡେଲିଂ କରୁଛି ଭାଲୁ!

ଭାଲୁ କରୁଛି ମଡେଲିଂ। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ସତ। ରୁଷରେ ରହୁଥିବା ଏକ ୨୮ ବର୍ଷୀୟ ଭାଲୁ ମଡେଲିଂ କରୁଛି। ଭେଟଲାନା ଏବଂ ୟୁରି...

Advertisement
Archives

Model This Week