Posted inଫୁରସତ

ଆପଣ ଭୁଲିଯାଉଛନ୍ତି, ହେଲେ ଫିଟ୍‌ ରହିବାକୁ ବାଘ କରୁଛି ପୁଷ୍‌ଅପ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବାଘ କାଠ ଉପରେ ଛିଡା ହୋଇ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି। ବାଘ ପୁଷ୍‌ଅପ କରୁଥିବା ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ଲେଖିଛନ୍ତି, ‘ଫିଟ ରହିବାକୁ ବାଘ ପୁଷଅପ କରୁଛି’ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ୫ ରାଶିର ବ୍ୟକ୍ତି କରିଥାନ୍ତି ପ୍ରେମ ବିବାହ…

ପ୍ରେମ ନେଇ ସଭିଙ୍କ ମନରେ ଥାଏ ସମ୍ବେଦନଶୀଳତା। ତେବେ କେତେକ ଲୋକ ଆରେଞ୍ଜ୍‌ ମ୍ୟାରେଜ୍‌କୁ ପସନ୍ଦ କରୁଥିବାବେଳେ କିଛି ପ୍ରେମ ବିବାହ କରିବାକୁ ଚାହିଁଥାନ୍ତି। ମନରେ...

ଟିକା ନ ନେବାକୁ ଭୟରେ ନଦୀକୁ ଡେଇଁଲେ ୨୦୦ ଗ୍ରାମବାସୀ…

ଲକ୍ଷ୍ନୌ,୨୪।୫: ଉତ୍ତରପ୍ରଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଗ୍ରାମାଞ୍ଚଳରେ ଟିକା...

କାଞ୍ଚତ୍ ବିଜୟର ସନ୍ତକ ‘ଗଣେଶ ଖୋଲା’

ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି ଢେଙ୍କାନାଳ। ଐତିହ୍ୟ, ସଂସ୍କୃତି, ପରମ୍ପରା, ଜୈବ ବିବିଧତାରେ ସମୃଦ୍ଧ ଏହି ଜିଲା ସବୁବେଳେ ପର୍ଯ୍ୟଟକଙ୍କ ପାଇଁ...

ବିଦ୍ୟୁତ୍‌ତାରରେ ଲାଗିଥିଲା ପକ୍ଷୀ, ଏମିତି ଉଦ୍ଧାର କଲା ହେଲିକପ୍ଟର

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ ମଧ୍ୟରୁ କିଛି ଭିଡିଓ ଚକିତ କରିଦେବା ପରି ହୋଇଥାଏ। ଏବେ ସେମିତି...

ଫେରୁଛି ପୁରୁଣା ଦିନ

ହାତବୁଣା ଲୁଗାର ଚାହିଦାକୁ ଦେଖି ସୁବର୍ଣ୍ଣପୁର ଜିଲାର ବୁଣାକାର ଉନ୍ନତ ଡିଜାଇନର ଲୁଗାବୁଣାରେ ନିପୁଣ। ପୁଣି ଏଠାକାର ବୁଣାକାରଙ୍କ ପ୍ରସ୍ତୁତ ଶାଢିର ଚାହିଦା ଦେଶ ବିଦେଶରେ...

ଚନ୍ଦ୍ରରେ ଘର ତିଆରି କରିବାକୁ ସ୍ବତନ୍ତ୍ର ଇଟା ପ୍ରସ୍ତୁତ କଲେ ଭାରତୀୟ ବୈଜ୍ଞାନିକ !

ବେଙ୍ଗାଲୁରୁ,୧୫।୮: ଚନ୍ଦ୍ରରେ ଘର ତିଆରି କରିବାକୁ ଭାରତୀୟ ବୈଜ୍ଞାନିକମାନେ ଏକ ସ୍ବତନ୍ତ୍ର ଇଟା ପ୍ରସ୍ତୁତ କରିଥିବା କୁହାଯାଉଛି। ବିଶେଷ ଧରଣର କିଛି ପଦାର୍ଥକୁ ନେଇ ଏହା...

କଏଦୀଙ୍କ ପ୍ରେମରେ ପଡ଼ିଲେ ମହିଳା ଜେଲର, ହାତରେ କଲେ ଏମିତି ଟାଟୁ; ଆଉ ତା’ ପରେ…

ପ୍ରେମ କାହା ସହ କେତେବେଳେ କେଉଁ ପରିସ୍ଥିତିରେ ହେବ କହି ହେବ ନାହିଁ। ଠିକ୍‌ ଏମିତି ଘଟିଛି ବ୍ରିଟେନର ଜଣେ ମହିଳା ଜେଲରଙ୍କ କ୍ଷେତ୍ରରେ। ଏହି...

ମଇଁଷିକୁ ଦେଖି ଦୌଡ଼ୁଥିଲେ, ପରେ ପଛକୁ ଫେରି…

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

Advertisement


Archives

Model This Week