ଫୁରସତ

ମର୍ଯ୍ୟାଦାର ପ୍ରତୀକ ପଗଡ଼ି

ପଗଡ଼ି: କେବେ ସେ ରାଜା ମହାରାଜଙ୍କ ମଥାର ଶାନ୍‌ ଥିଲା ତ କେବେ ସେ ଥିଲା କାହାର ଗୌରବଶାଳୀ ବ୍ୟକ୍ତିତ୍ୱର ପରିଚୟ, ପୁଣି କେବେ ସେ ଚାଷୀ ଭାଇର ଖରାଦିନିଆ ସାଥୀ ହୋଇ ତା’ ମଥା ଉପରେ ବିରାଜୁଥିଲା। ପଦକରେ କହିବାକୁ…

ଦେଶର ପ୍ରଥମ ଏସି ରେଲଓ୍ବେ ଷ୍ଟେଶନ, ଏୟାରପୋର୍ଟ ପରି ମିଳିବ ସମସ୍ତ ସୁବିଧା

ବେଙ୍ଗାଲୁରୁ,୧୪।୩: ଦେଶର ପ୍ରଥମ ସେଣ୍ଟ୍ରାଲ ଏୟାର କଣ୍ଡିସନ (ଏସି) ରେଲଓ୍ବେ ଷ୍ଟେଶନ ବେଙ୍ଗାଲୁରୁରେ ନିର୍ମାଣ କରାଯାଇଛି। ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏହି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କ୍ୟାପଶନ ଲେଖିଛନ୍ତି, ଏହା ଅବିକଳ ଏୟାରପୋର୍ଟ ପରି ଦେଖାଯାଉଛି। ଏହି…

କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଆଇଏଏସ୍‌ ଅଫିସରଙ୍କ ମନ ଜିଣିଲା ଏହି ଭିଡିଓ, ଆପଣ ବି ଦେଖିଲେ…

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତା’ର ଠିକଣା ନାହିଁ। କିଛି ଭିଡିଓ ଦେଖି ଲୋକେ ହସିହସି ଗଡ଼ିଯାନ୍ତି। ଠିକ୍‌ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ଆଇଏଏସ୍‌ ଅଫିସର…

୫୦୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେଲା ଏହି ଜେପିଇଜି ଫାଇଲ୍‌

ଆମେରିକାର ବିପଲ ନାମକ ଜଣେ ଆର୍ଟିଷ୍ଟଙ୍କ ଏକ ଡିଜିଟାଲ ଫାଇଲ୍‌(ଜେପିଇଜି) ୫୦୩ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହି ଫଟୋରେ ବିଭିନ୍ନ ଡିଜିଟାଲ ଫଟୋ ରହିଛି। ବ୍ରିଟେନର ଆକ୍ସନ କମ୍ପାନୀ କ୍ରିଷ୍ଟି ଜରିଆରେ ଏହି ଫଟୋର ନିଲାମ କରାଯାଇଛି। ଏହାର ନାମ…

ପ୍ରପୋଜ କରି ୟୁନିଭର୍ସିଟିରୁ ବିଦା

ପ୍ରେମ ନିବେଦନ କରିବାରୁ ପାକିସ୍ତାନସ୍ଥିତ ଲାହୋର ୟୁନିଭର୍ସିଟିର ଦୁଇ ଛାତ୍ରୀଛାତ୍ରଙ୍କୁ ବିଦା କରିଦିଆଯାଇଛି। ଜଣେ ଛାତ୍ରୀ ଆଣ୍ଠେଇ ପଡ଼ି ତାଙ୍କ ବନ୍ଧୁଙ୍କୁ ପ୍ରପୋଜ କରିଥିଲେ। ଏହା ପରେ ଛାତ୍ର ଜଣକ ସମସ୍ତଙ୍କୁ ସାମ୍‌ନାରେ ଛାତ୍ରୀଙ୍କୁ ଆଲିଙ୍ଗନ କରିଥିଲେ। ଏହା ପରେ ଅନୁଶାସନ…

ଏହି କାରଣ ପାଇଁ ଗର୍ଲଫ୍ରେଣ୍ଡଙ୍କୁ ଛାଡ଼ିଦେଇଥିଲେ ବୟଫ୍ରେଣ୍ଡ, ପରେ ଘଟିଲା ଏମିତି

ସାଧାରଣତଃ କୌଣସି କଥାକୁ ନେଇ ଗର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥାଏ। କିଛି କାରଣ ପାଇଁ ସେମାନଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ବି ହୋଇଥାଏ। ମାତ୍ର ଜଣେ ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡଙ୍କ ଓଜନ ବୃଦ୍ଧି ଯୋଗୁ ତାଙ୍କୁ ଛାଡ଼ିଦେବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଆଜିକାଲି ସୋସିଆଲ…

ବିଶ୍ୱର ସବୁଠୁ ଛୋଟ ହୋଟେଲ, ରାତିକ ପାଇଁ କପଲଙ୍କୁ ଦେବାକୁ ପଡ଼େ…

ଆପଣ ବିଳାସପୂର୍ଣ୍ଣ ହୋଟେଲ ସମ୍ପର୍କରେ ଜାଣିଥିବେ ଦେଖିଥିବେ ମଧ୍ୟ। କିନ୍ତୁ ଦୁନିଆର ସବୁଠୁ ଛୋଟ ହୋଟେଲ ଦେଖିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଏମିତି ହୋଟେଲ ରହିଛି ଦକ୍ଷିଣ ପଶ୍ଚିମ ଏସିଆର ଜାର୍ଡନରେ। ଏହି ହୋଟେଲ ମାଲିକଙ୍କ…

ଏମିତି ରାସ୍ତା, ନିର୍ମାଣ ସମୟରେ ଯାଇଥିଲା ୧୦ ଲକ୍ଷ ଲୋକଙ୍କ ଜୀବନ

ସମଗ୍ର ବିଶ୍ୱରେ ଅନେକ ରାସ୍ତା ରହିଛି। ପ୍ରତ୍ୟେକ ରାସ୍ତା କୌଣସି ନା କୌଣସି କାରଣ ପାଇଁ ସ୍ବତନ୍ତ୍ର। କେଉଁ ରାସ୍ତା ସବୁଠୁ ଲମ୍ବା ପାଇଁ ଜଣାଶୁଣା ତ ଆଉ କେଉଁଟା ଛୋଟ ପାଇଁ। ସାଧାରଣତଃ ରାସ୍ତା ନିର୍ମାଣ ସମୟରେ ଗୋଡ଼ି, ବାଲି,…

ଜେସିଣ୍ଡାଙ୍କ ନାମରେ କୀଟ

ଓ୍ବେଟା ପ୍ରଜାତିର ଏହି ନୂଆ କୀଟର ନାମ ହେଉଛି ହେମିଆଣ୍ଡ୍ରସ୍‌ ଜେସିଣ୍ଡା। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କ ନାମାନୁସାରେ ବିଶାଳ କୀଟର ନାମକରଣ କରାଯାଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଜେସିଣ୍ଡାଙ୍କ ଭଳି ଏହାର ଆକର୍ଷୀୟ ଗୁଣ ଥିବାରୁ ତାଙ୍କ…

କରୋନା ମହାମାରୀକୁ ଦୂରେଇବା ପାଇଁ ମୁମ୍ବାଇ ପୋଲିସର ମଜାଦାର ପୋଷ୍ଟ

ମୁମ୍ବାଇ,୧୨ ।୩: କରୋନା ମହାମାରୀକୁ ନେଇ ବିଭିନ୍ନ ରାଜ୍ୟର ପୋଲିସଙ୍କ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପୋଲିସ ଲୋକଙ୍କୁ ସଚେତନ କରୁଛି । ମୁମ୍ବାଇ ପୋଲିସର ଇନଷ୍ଟାଗ୍ରାମ ଏକାଉଣ୍ଟ ଏଥିପାଇଁ ଖୁବ୍…

ଅକ୍ସଫୋର୍ଡ ୟୁନିଭର୍ସିଟିରେ ପଢ଼ି ବି ବେରୋଜଗାର: ମା’ବାପା ଚଳିବାକୁ ଟଙ୍କା ନ ଦେବାରୁ କୋର୍ଟରେ ପହଞ୍ଚିଲେ ଏହି ବ୍ୟକ୍ତି

ପିଲାଟିଏ ସକ୍ଷମ ନ ହେବା ପର୍ଯ୍ୟନ୍ତ ତାର ଖର୍ଚ୍ଚ ମା’ବାପା ଉଠାଇଥାନ୍ତି। ହେଲେ ଯଦି ଉଚ୍ଚଶିକ୍ଷିତ ହେବା ପରେ କେହି ନିଜ ଗୋଡ଼ରେ ଛିଡ଼ା ହେବା ପରିବର୍ତ୍ତେ ମା’ବାପାଙ୍କୁ ସହାୟତା କରିବାକୁ ଜିଦ୍‌ ଧରି ବସେ, ଏପରିକି ତାଙ୍କ ବିରୋଧରେ ଥାନାରେ…

୪୩ ବର୍ଷରେ ପୃଥିବୀରୁ ନଷ୍ଟ ହୋଇଯିବ ଜଙ୍ଗଲ, ଏହି ବୈଜ୍ଞାନିକ କଲେ ଭବିଷ୍ୟବାଣୀ

ଦୁନିଆର ସବୁଠୁ ବଡ଼ ଜଙ୍ଗଲ ଆମାଜନ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି। ଏକ ଅନୁସନ୍ଧାନରୁ ଜଣାପଡ଼ିଛି, ଆସନ୍ତା ୪୩ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୬୪ ବର୍ଷ ସୁଦ୍ଧା ଏହି ଜଙ୍ଗଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ। ଏହାର ମୁଖ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri