Posted inଫୁରସତ

ବିଶ୍ୱର ସବୁଠୁ ଛୋଟ ହୋଟେଲ, ରାତିକ ପାଇଁ କପଲଙ୍କୁ ଦେବାକୁ ପଡ଼େ…

ଆପଣ ବିଳାସପୂର୍ଣ୍ଣ ହୋଟେଲ ସମ୍ପର୍କରେ ଜାଣିଥିବେ ଦେଖିଥିବେ ମଧ୍ୟ। କିନ୍ତୁ ଦୁନିଆର ସବୁଠୁ ଛୋଟ ହୋଟେଲ ଦେଖିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଏମିତି ହୋଟେଲ ରହିଛି ଦକ୍ଷିଣ ପଶ୍ଚିମ ଏସିଆର ଜାର୍ଡନରେ। ଏହି ହୋଟେଲ ମାଲିକଙ୍କ ନାମ ମହମ୍ମଦ ଅଲ-ମାଲାହିମ। ସେ ଜାର୍ଡନରେ ରହୁଛନ୍ତି। ଏହି ହୋଟେଲ ବିଶ୍ୱର ସବୁଠୁ ଛୋଟ ହୋଟେଲ। ଏହା ୨୦୧୧ ମସିହାରେ ନିର୍ମାଣ କରାଯାଇଥିଲା। ହୋଟେଲଟି ବଡ଼ ବଡ଼ ପାହାଡ଼ ମଧ୍ୟରେ ରହିଛି। ଏହି କାରଣରୁ ଏଠାକୁ ଆସୁଥିବା ଲୋକେ ପ୍ରକୃତିର ସୌନ୍ଦର୍ଯ୍ୟକୁ ବେଶ୍‌ ଉପଭୋଗ କରିଥାନ୍ତି।

ସବୁଠୁ ବଡ଼ ଅସୁବିଧା ହେଲା ଏହି ହୋଟେଲରେ ଏକା ସାଙ୍ଗରେ କେବଳ ଦୁଇଜଣ ଲୋକ ବସି ଖାଇପାରିବେ। ଏହା କପଲଙ୍କ ପାଇଁ ଭଲ। ମାତ୍ର ଫ୍ୟାମିଲି ପାଇଁ ନୁହେଁ। ଏହି ହୋଟେଲରେ ଗୋଟିଏ ଦିନ ରହିବା ପାଇଁ ପ୍ରାୟ ୫୬ ଡଲାର ଅର୍ଥାତ୍‌ ୪ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ଏଠାରେ ରହିବା ପୂର୍ବରୁ ବୁକିଂ କରିବାକୁ ପଡ଼ିଥାଏ। ଏହି ହୋଟେଲରେ ସ୍ଥାନୀୟ ଖାଦ୍ୟପେୟ ଏବଂ ଜଳଖିଆ ପରସା ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ଯାତ୍ରୀଙ୍କ ସହ ଯାତ୍ରା କରୁଛି କୁକୁର,ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ,ଭିଡିଓ ଶେୟାର ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ...

୧୭ ବର୍ଷରେ ୧୯୦ ସେମି କେଶ…

ସୁରଟ, ୧୬।୧: ସୁରଟର ଜଣେ ୧୭ ବର୍ଷ ବୟସ୍କା ବାଳିକା ନିଜର କେଶ ପାଇଁ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସ୍ଥାନୀୟ ଅରଓ୍ବଲୀ ଜିଲାର ମୋଡ଼ାସ୍‌...

ଏମିତି ଜଣେ ବ୍ୟକ୍ତି, ଯିଏ କି ୩୦ ବର୍ଷ ହେଲା ବଜାରରୁ କିଣିନାହାନ୍ତି ପନିପରିବା

ଲକ୍ଷ୍ନୌ,୧୭ା୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ବ୍ୟକ୍ତି ଯିଏ କି ୩୦ ବର୍ଷ ଧରି ବଜାରରୁ ପନିପରିବା କିଣିନାହାନ୍ତି। କୌତୂହଳର ବିଷୟ ଏହା ପରେ...

୨ କି.ମି. ଲମ୍ବା ଟ୍ରେନ୍‌

ସ୍ବିଜରଲାଣ୍ଡର ଟ୍ରେନ୍‌ ଯାତ୍ରା ବେଶ୍‌ ମନୋରମ। ନିକଟରେ ଏହି ରେଳସେବା ୧୭୫ ବର୍ଷ ପୂରଣ କରିଛି। ଆଉ ଏହି ଅବସରରେ ଏଠାକାର ରେଳ କମ୍ପାନୀ ତିଆରି...

ଶତ୍ରୁ ସହ ମିତ୍ରତା

ଦୁନିଆର ସବୁଠାରୁ ଭୟାନକ ପ୍ରାଣୀମାନଙ୍କ ବିଷୟରେ ଯଦି କହିବା ତେବେ ନିଶ୍ଚିତ ଭାବରେ କୁମ୍ଭୀର ଏହି ତାଲିକାରେ ସ୍ଥାନ ପାଇବ। କିନ୍ତୁ ବେଳେବେଳେ ଏହି ଭୟଙ୍କର...

ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ୬୦ ବର୍ଷର ଶ୍ୱଶୁରଙ୍କୁ ବିବାହ କଲେ ବୋହୂ

ଓ୍ବାଶିଂଟନ,୨୧।୪: ଆମେରିକାର ଜଣେ ମହିଳା ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଶ୍ୱଶୁରଙ୍କୁ ବିବାହ କରିଛନ୍ତି। କେଣ୍ଟୁକି ସହରରେ ରହୁଥିବା ଏରିଆ କ୍ୱିଗ୍ଲି ନାମକ ଏହି ମହିଳାଙ୍କୁ...

୬ବର୍ଷର ବାଳକ: ୨ଘଣ୍ଟାରେ ୩ହଜାର ଥର ଦଣ୍ଡ ବୈଠକ କରି ଜିତିଲେ ବିଳାସମୟ ଘର

ମସ୍କୋ,୧୧।୭: ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ବୁଦ୍ଧି ଓ ମନ ଶାନ୍ତ ରହିଥାଏ। ପ୍ରତିଦିନ ଦଣ୍ଡ ବୈଠକ କରିବା ଦ୍ୱାରା ମାଂସପେଶୀ...

ଅଷ୍ଟ୍ରିଜ୍ ସହ ରେସ୍‌ରେ ଦୌଡିଲେ ଦୁବଇ କ୍ରାଉନ୍ ପ୍ରିନ୍ସ

ଆଜିକାଲି ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଲୋକେ ହସି ହସି ବେଦମ୍ ହେଉଛନ୍ତି । ଏବେ ସେମିତି ଏକ ଭିଡିଓ...

Advertisement
Archives

Model This Week