ଫୁରସତ

ପଞ୍ଜାବର ସ୍ଥପତି ଦେବେ ରାଫାଲ ଜେଟ୍‌ର ଅନୁଭୁତି

ଚଣ୍ଡିଗଡ଼,୪ ।୩: ପଞ୍ଜାବର ସ୍ଥପତି ରାମପାଲ ବେହନିୱାଲ ନିଜର ବୁଦ୍ଧି ଖଟାଇ ଏକ ଯାନ ନିର୍ମାଣ କରିଛନ୍ତି । ଯାହା ଦେଖିବାକୁ ଅବିକଳ ଯୁଦ୍ଧ ବିମାନ ରାଫାଲ ଭଳି । ଏହାର ନାମ ଦେଇଛନ୍ତି ‘ପଞ୍ଜାବ ରାଫାଲ’ । ଏହି...

ଓଲଟି ପଡ଼ିଛି ପିଆଜ ଟ୍ରକ, ପାଖରେ ଶୋଇ ଫୋନ୍‌ରେ ଗପୁଛନ୍ତି ଡ୍ରାଇଭର; ଫଟୋ ଶେୟାର କଲେ ଅରୁଣ ବୋଥ୍ରା

ବେଳେବେଳେ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ଅନେକ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସେମିତି ଏକ ଫଟୋ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିବେ।...

ହାତୀ ପିନ୍ଧିଛି ପ୍ୟାଣ୍ଟ-ଶର୍ଟ, ଫଟୋ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…

ସାଧାରଣତଃ ମଣିଷମାନେ ପାଣ୍ଟ-ଶର୍ଟ ପିନ୍ଧୁଥିବା ଆପଣ ଦେଖିଥିବେ। ମାତ୍ର କେବେ ହାତୀ ପ୍ୟାଣ୍ଟ ଶର୍ଟ ପିନ୍ଧି ରାସ୍ତାରେ ଯିବା ଦେଖିଛନ୍ତି କି? ଯଦି ନା ତେବେ ଏହି ଫଟୋ ଦେଖିଲେ ସନ୍ଦେହ ଦୂର ହୋଇଯିବ। ଦେଶର ପ୍ରତିଷ୍ଠିତ ଶିଳ୍ପପତି ଆନନ୍ଦ...

ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରେମିକାଙ୍କ ପାଇଁ ତିଆରି କଲେ ଲଭ୍‌ ଆଇଲାଣ୍ଡ, ହେଲେ ସେ…

ଚାଇନାର ଜଣେ ଯୁବକ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ବା ପ୍ରେମିକାଙ୍କ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏକ ଲଭ୍‌ ଆଇଲାଣ୍ଡ ତିଆରି କରିଥିଲେ। ମାତ୍ର ପ୍ରେମିକା ନ ଆସିବାରୁ ଏବେ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ପାଇଁ ଦର୍ଶନୀୟ ସ୍ଥାନ...

ବନ୍ୟପ୍ରାଣୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ

ବନ୍ୟ ଜୀବଜନ୍ତୁ ତଥା ବୃକ୍ଷଲତା ପରିବେଶ ସନ୍ତୁଳନ ରକ୍ଷାକରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ବନ୍ୟଜୀବଙ୍କୁ ମଣିଷ ଅନବରତ ଧ୍ୱଂସ କରିବା ଦ୍ୱାରା ଜଳବାୟୁରେ ପରିବର୍ତ୍ତନ ହେଉଛି। ଏଣୁ ମାନବ ଜୀବନ ସୁରକ୍ଷିତ ରଖିବାକୁ ହେଲେ ଆମକୁ ବନ୍ୟଜନ୍ତୁ ଓ ବୃକ୍ଷଲତା...

ଜଙ୍ଗଲ-ଜୀବିକାକୁ ବିସ୍ଥାପନ ଅଡୁଆ

ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ। ବନ୍ୟଜନ୍ତୁ ଓ ଉଦ୍ଭିଦଙ୍କ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଦିନଟିଏ। ଜାତିସଂଘ କ୍ୟାଲେଣ୍ଡରରେ ମଧ୍ୟ ବନ୍ୟଜନ୍ତୁଙ୍କ ପାଇଁ ଏହି ବିଶେଷ ଦିନର ବିଶ୍ୱସ୍ତରୀୟ ପାଳନ ପାଇଁ ଘୋଷଣା କରାଯାଇଛି। ତେବେ ଚଳିତ ବର୍ଷର...

୨୧ ବର୍ଷୀୟ ଯୁବକ ନିର୍ମାଣ କଲେ ବିଶ୍ୱର ସବୁଠୁ ଛୋଟ ଭାକ୍ୟୁମ କ୍ଲିନର୍‌

ହାଇଦ୍ରାବାଦ,୩।୩: ଆନ୍ଧ୍ରପ୍ରଦେଶର ୨୧ ବର୍ଷୀୟ ତପାଲା ନାଦମୁନି ଏକ ନିଆରା କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। ଚିତ୍ତୁର ଜିଲାର ଏକ ଛୋଟ ଗାଁର ଏହି ଯୁବକ ବିଶ୍ୱର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର୍‌ ନିର୍ମାଣ କରିଛନ୍ତି ଏବଂ ଏହି କାରଣରୁ...

ମହିଳା ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଆଇଫୋନ୍‌: ପ୍ୟାକେଟ ଖୋଲିବା ପରେ…

ଆଇଫୋନ୍‌ର କ୍ରେଜ୍‌ ସମସ୍ତଙ୍କର ରହିଛି। ଏହି ଫୋନ୍‌ ବହୁତ ମହଙ୍ଗା । ଏହା ସତ୍ତ୍ୱେ ମଧ୍ୟ ସମସ୍ତେ ଏହାକୁ କିଣିବା ପାଇଁ ସ୍ବପ୍ନ ଦେଖିଥାନ୍ତି। ବିଦେଶରେ ଅଧିକାଂଶ ଲୋକ ଆଇଫୋନ୍‌ ବ୍ୟବହାର କରିଥାନ୍ତି। ଏହାକୁ ଷ୍ଟୋରରୁ କିମ୍ବା ଅନ୍‌ଲାଇନ୍‌ ଦ୍ୱାରା...

ମଣିଷ କାହିଁକି କାନ୍ଦେ

ମଣିଷ କାନ୍ଦିବା ପଛରେ ବୈଜ୍ଞାନିକ କାରଣ ରହିଛି। କେବଳ କୌଣସି ଦୁଃଖ, ଅସୁବିଧା କିମ୍ବା ଅପାର ସୁଖରେ ନୁହେଁ, କିଛି ବିଶେଷ ଗ୍ୟାସ୍‌ କିମ୍ବା ପ୍ରବଳ ପବନ ଯୋଗୁ ମଧ୍ୟ ଆଖିରେ ଲୁହ ଆସିଥାଏ। ଏହାସହ ପିଆଜ କାଟିବା ସମୟରେ...

ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌ ପରେ ଲକ୍ଷେ ଟଙ୍କା ଖର୍ଚ୍ଚ କରି ନିଜେ ନିଜକୁ ବିବାହ କଲେ ଏହି ଯୁବତୀ, ଉତ୍ତରରେ କହିଲେ…

ବିବାହକୁ ନେଇ ଯୁବତୀମାନେ ଅନେକ ସ୍ବପ୍ନ ଦେଖିଥାନ୍ତି। ସାରା ଜୀବନ ସାଥୀଙ୍କ ହାତ ଧରି ବିତିଯାଉ ବୋଲି ସେମାନେ ଚାହିଁଥାନ୍ତି। ହେଲେ ଅନେକ ସମୟରେ ବିବାହକୁ ନେଇ ଅଜବ ଘଟଣାମାନ ସମ୍ମୁଖକୁ ଆସେ। ଏଇ ଯେପରି ନିକଟରେ ଆମେରିକାରେ ଘଟିଥିବା...

ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ଙ୍କୁ ପୁରସ୍କାରରେ ମିଳିଲା ‘୫ ଲିଟର ପେଟ୍ରୋଲ’, ଫଟୋ ଭାଇରାଲ ପରେ ଲୋକେ କହିଲେ…

ନୂଆଦିଲ୍ଲୀ,୨।୩: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କିଛି ରାଜ୍ୟରେ ପେଟ୍ରୋଲ ଦାମ ଲିଟର ପ୍ରତି ୧୦୦ ଟଙ୍କା ହୋଇସାରିଛି। ଏହା ସାଧାରଣଜନତା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦରବୃଦ୍ଧିକୁ ନେଇ...

କପେ ଚା’କୁ ୧୦୦୦ ଟଙ୍କା, ପିଇଲେ କହିବେ…

ବଜାରରେ ଉପଲବ୍ଧ ହୋଇଥାଏ ଭଳିକି ଭଳି ଚା’। ଅଦା ଚା’, ଲବଙ୍ଗ ଚା’ ଠାରୁ ଆରମ୍ଭ କରି ମସଲା ଚା’ ପର୍ଯ୍ୟନ୍ତ, ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ପରସି ଦିଅନ୍ତି ଦୋକାନୀ। ଏହାର ଗୋଟିଏ କପ୍‌ର ମୂଲ୍ୟ ବିଭିନ୍ନ ସ୍ଥାନରେ ଭିନ୍ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri