ମାଲିକଙ୍କଠୁ ଛୁଟି ନେଇ ନିର୍ବାଚନ ଲଢ଼ିବେ ଏହି କାମବାଲି: ଭାଜପା କରିଛି ପ୍ରାର୍ଥୀ
ପଶ୍ଚିମବଙ୍ଗ, ୨୩।୩: ରାଜନୀତିରେ କିଛି ବି ସମ୍ଭବ ହୋଇପାରେ। ଏ ହେଉଛନ୍ତି ୩୨ ବର୍ଷିୟା କଲିତା ମାଝି। କଲିତା ଅନ୍ୟର ଘରେ ସହାୟିକା ଭାବେ କାମ କରନ୍ତି। ଝାଡୁ, ପୋଛା ଠାରୁ ଆରମ୍ଭ କରି ବାସନ ମାଜିବା, କପାଡ଼ା ସଫା...
ଗୋଟିଏ କରଞ୍ଜିର ମୂଲ୍ୟ ୧୨ ଶହ ଟଙ୍କା: ଖାଇପାରିଲେ…
ରଙ୍ଗର ପର୍ବ ହୋଲିରେ ଅନେକ ପ୍ରକାରର କରଞ୍ଜି ମିଳିଥାଏ। ହେଲେ ଏବେ ଏକ ସ୍ବତନ୍ତ୍ର କରଞ୍ଜି ଦେଖିବାକୁ ମିଳିଛି। ଲକ୍ଷ୍ନୌର ଛପନ ଭୋଗ ନାମକ ଏକ ମିଠା ଦୋକାନରେ ୧୪ ଇଞ୍ଚ ଲମ୍ବର ବାହୁବଳୀ କରଞ୍ଜି ତିଆରି ହେଉଛି। ଏହାର...
୪୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ହାଡ, କଙ୍କାଳରେ ନିର୍ମିତ ଚର୍ଚ୍ଚ, ଫଟୋ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଦୁନିଆରେ ଏମିତି ଏକ ଚର୍ଚ୍ଚ ରହିଛି, ଯାହା ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ହାଡରେ ତିଆରି ହୋଇଛି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହା ‘ଚର୍ଚ୍ଚ ଅଫ୍ ବୋନ୍ସ’ ନାମରେ ପରିଚିତ। ଏହାର ପ୍ରତିଷ୍ଠା ପଛର ରହିଥିବା...
ରେଷ୍ଟୁରାଣ୍ଟରେ ମାସ୍କ ଲଗାଇବାକୁ ମନାକଲେ ମହିଳା ଗ୍ରାହକ, ଓ୍ବେଟର ଛାଡିଦେଲେ ଚାକିରି, ଆଉ ତା ପରେ…
ମହାମାରୀ କରୋନା ପୁଣିଥରେ ସମଗ୍ର ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି। ପୂର୍ବଭଳି ସାମାଜିକ ଦୂରତା ଏବଂ ମାସ୍କର ଆବଶ୍ୟକତା ପଡ଼ୁଛି। ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ କରୋନା ଭୟରେ ସବୁବେଳେ ମାସ୍କ ଲଗାଇବା ସହ ସାମାଜିକ ଦୂରତା...
ପ୍ରିନ୍ସ ହ୍ୟାରିଂଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଏହି ଘୁଷୁରି, ଏତିକି ଲକ୍ଷ ଟଙ୍କାରେ ହେଲା ବିକ୍ରି
ଯଦି ଆପଣଙ୍କୁ କୁହାଯାଏ ଯେ, ଏକ ଘୁଷୁରି ଭଲ ଚିତ୍ର ଆଙ୍କୁଛି। ତେବେ ଏହାକୁ ବିଶ୍ୱାସ କରିବା ଟିକେ କଷ୍ଟକର ହେବ। କିନ୍ତୁ ପିଗ୍କାସୋ ନାମକ ଏକ ଘୁଷୁରି ଦୀର୍ଘ ବର୍ଷ ଧରି ପେଣ୍ଟିଂ କରି ଆସୁଛି। ଖାଲି ଏତିକି...
ଭଗବାନଙ୍କ ମୂର୍ତ୍ତି ନିକଟରେ ବସି ବ୍ୟକ୍ତି କହିଲେ ଘରେ ସ୍ତ୍ରୀ ଝଗଡ଼ା କରୁଛନ୍ତି, ଉପରୁ ଶୁଭିଲା ଏମିତି ବାଣୀ
ହର୍ଷ ଗୋୟେଙ୍କା ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଶେୟାର କରନ୍ତି, ଯାହା ଦେଖିଲେ ଆପଣ ହସିହସି ଗଡ଼ିବେ। ଏବେ ଏକ ଭିଡିଓ ଶେୟାର କରିଛନ୍ତି, ଏଥିରେ ଜଣେ ବ୍ୟକ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ନିକଟରେ ମନ ଦୁଃଖରେ ବସି...
ବିଶ୍ୱ କ୍ରିକେଟରେ ହାତଛଡ଼ା ହୋଇଥିବା ମହଙ୍ଗା କ୍ୟାଚ୍
କ୍ରିକେଟରେ କ୍ୟାଚ୍ ହିଁ ମ୍ୟାଚ୍ ଜିତାଏ। କିନ୍ତୁ ବିଶ୍ୱ କ୍ରିକେଟରେ ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ହାତଛଡ଼ା ହୋଇଛି, ଯାହାକି ପୂରା ଦଳକୁ ମହଙ୍ଗା ପଡ଼ିବାର ବହୁ ଦୃଷ୍ଟାନ୍ତ ରହିଛି। ଏଭଳି ଏକ କ୍ୟାଚ୍ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ।...
କୁକୁର କରୁଛି ମୁଣ୍ଡରେ ବାଲାନ୍ସ: ଛୋଟ କଖାରୁରୁ ଆରମ୍ଭ କରି ଫୁଲକୁଣ୍ଡକୁ ରଖି…
ହାର୍ଲସୋ ନାମକ ଏକ କୁକୁରର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। କାରଣ ଏହି କୁକୁର ପାଖରେ ରହିଛି ମୁଣ୍ଡରେ ବିଭିନ୍ନ ପ୍ରକାର ଜିନିଷକୁ ବାଲାନ୍ସ କରି ରଖିବାର ଅପୂର୍ବ କଳାକୌଶଳ। ତା’ର...
ମିଠା ଫୁଲ: ଦିଶେ ସତସତିକା, ହେଲେ…
ଫୁଲ କାହାକୁ ବା ଭଲ ନ ଲାଗେ? ଫୁଲକୁ ଦେଖିଲେ ମନ ପ୍ରସନ୍ନ ହୋଇଯାଏ। ଏଠାରେ ଥିବା ସୁନ୍ଦର ଫୁଲଗୁଡ଼ିକୁ ଦେଖି ମଧ୍ୟ ଭାବୁଥିବେ ସତରେ କେତେ ସୁନ୍ଦର ହେଇଛି ପ୍ରକୃତିର ଏହି ସୃଷ୍ଟି! କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ...
ଦମ୍ପତ୍ତିଙ୍କୁ ବହୁତ ପସନ୍ଦ ଏହି ଲଭ୍ ଲେକ୍: ଥରେ ବୁଲି ଯାଇ ନିଅନ୍ତୁ…
ମରୁଭୂମି ମଝିରେ ହ୍ରଦ। ସେ ପୁଣି ହାର୍ଟ ବା ହୃଦୟ ଆକାରର। ତେଣୁ କିଛି ରୋମାଣ୍ଟିକ୍ ମୁହୂର୍ତ୍ତ ବିତାଇବାକୁ ଦମ୍ପତିମାନେ ଆକୃଷ୍ଟ ହୋଇ ଚାଲି ଆସନ୍ତି ଏହି ହ୍ରଦକୁ। ସମ୍ପୂର୍ଣ୍ଣଭାବେ ମନୁଷ୍ୟକୃତ ଅଟେ ଉକ୍ତ ହ୍ରଦ। ଦୁଇଟି ହାର୍ଟ ଶେପ୍ର...
ସାଇକେଲ ଉପରେ ଏମିତି ଯୋଗ କଲେ ଯୁବତୀ, ଭିଡିଓ ଭାଇରାଲ
ଶରୀର ପାଇଁ ଯୋଗ କେତେ ଯେ ଉପକାରୀ ତାହା ସମସ୍ତେ ଜାଣନ୍ତି। ସେଥିପାଇଁ ତ ଆଜିକାଲି ପ୍ରାୟ ସମସ୍ତେ ଯୋଗକୁ ନିଜ ଜୀବନର ଏକ ଅଙ୍ଗ କରିସାରିଲେଣି। ଏମିତି କି ବିଭିନ୍ନ ପ୍ରକାରର ଅଜବ ଯୋଗ ବି ହେଉଛି। ନିକଟରେ...
ବୁଲିଯାଆନ୍ତୁ ପ୍ରାଚୀନତମ ଦୁର୍ଗ ମେହରାନଗଡ଼
ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ ଏକ ଲୋକପ୍ରିୟ ଦୁର୍ଗ ହେଉଛି ମେହରାନଗଡ଼। ଏହା ଭାରତର ପ୍ରାଚୀନତମ ଦୁର୍ଗଗୁଡ଼ିକ ମଧ୍ୟରୁ ଅନ୍ୟତମ। ତା’ଛଡ଼ା ଏହା ଭାରତର ସମୃଦ୍ଧିଶାଳୀ ଅତୀତର ଏକ ପ୍ରତୀକ ଭାବେ ମଧ୍ୟ ଦଣ୍ଡାୟମାନ… ମେହରାନଗଡ଼ ରାଜସ୍ଥାନର ଯୋଧପୁର ସହରରେ...
Archives


