୯ ମାସରେ ୧୪ ଥର ପ୍ଲାଜମା ଦାନ କରିସାରିଲେଣି ଏହି ବ୍ୟକ୍ତି; ବନ୍ଧୁମାନେ ଡାକୁଛନ୍ତି ‘ପ୍ଲାଜମା ବ୍ୟାଙ୍କ’
ନୂଆଦିଲ୍ଲୀ,୧୫।୫: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମଣ ନିୟନ୍ତ୍ରଣକୁ ଆସିବାର ନାଁ ଧରୁନାହିଁ। ଦୈନିକ ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେଉଥିବା ବେଳେ କିଛି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ସେହିଭଳି କିଛି ଅନ୍ୟଙ୍କ ଜୀବନ...
୭୫୮ କୋଟିରେ ଗଲା ପିକାସୋଙ୍କ ପେଣ୍ଟିଂ
ନ୍ୟୁୟର୍କସ୍ଥିତ କ୍ରିଷ୍ଟିଜ୍ ଅକ୍ସନ ହାଉସ୍ ପକ୍ଷରୁ ଆୟୋଜିତ ନିଲାମିରେ ପ୍ରସିଦ୍ଧ ଚିତ୍ରକର ପାବ୍ଲୋ ପିକାସୋଙ୍କ ପେଣ୍ଟିଂ ‘ଓମ୍ୟାନ୍ ସିଟିଂ ବାଇ ଦି ଓ୍ବିଣ୍ଡୋ’ ୧୦.୩୪ କୋଟି ଡଲାର (ପ୍ରାୟ ୭୫୮ କୋଟି ଟଙ୍କା)ରେ ବିକ୍ରି ହୋଇଛି। ଏହା ୫୫ ନିୟୁତ...
ଆଜି ଅକ୍ଷୟତୃତୀୟା: ଏପରି କଲେ ମିଳିବ ମା’ ଲକ୍ଷ୍ମୀଙ୍କ କୃପା
ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ। ସେଥିମଧ୍ୟରୁ ଅକ୍ଷୟ ତୃତୀୟା ଅନ୍ୟତମ। ଅକ୍ଷୟ ତୃତୀୟା ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା ତିଥିରେ ପାଳନ କରାଯାଇଥାଏ। ପୌରାଣିକ ମତ ଅନୁସାରେ, ଏହା ହିନ୍ଦୁମାନଙ୍କର ଗୋଟିଏ ବଡ଼...
କେଶ କଟା ଷ୍ଟାଇଲ୍ ମନକୁ ନ ଯିବାରୁ ପୋଲିସ ଡାକିଲେ କୁନିବାଳକ
ଚାଇନାର ଜଣେ ଛୋଟ ପିଲା ହେୟାର ଷ୍ଟାଇଲ୍କୁ ନେଇ ଏତେ ରାଗିଗଲା ଯେ, ଶେଷରେ ପୋଲିସ ଡାକିଥିଲା। ଏହି ଘଟଣା ଚାଇନାର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଅଂଶୁନ ନାମକ ଏକ ସହରରେ ଘଟିଛି। ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ବାରିକ ଜଣକ...
କରୋନା ଟିକା ନେଲେ ମିଳିବ ୧୦ ଲକ୍ଷ ଟଙ୍କା
ଓ୍ବାଶିଂଟନ୍,୧୪।୫: କରୋନା ମହାମାରୀ ମଧ୍ୟରେ ସମଗ୍ର ଦେଶର ସରକାର ଲଗାତର ଟିକା ନେବାକୁ ପ୍ରୋତ୍ସାହିତ କରୁଛନ୍ତି। କରୋନା ଟିକା କେବଳ ଲୋକଙ୍କୁ ସୁରକ୍ଷା ଦିଏ ନାହିଁ, ବରଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଆମେରିକାର ଏକ...
ସୋସିଆଲ ମିଡିଆରେ ଏହି ଭୁଲ୍ ଯୋଗୁ ଯୁବକ ହରାଇଲେ ୧୮ ହଜାର କୋଟି ଟଙ୍କା
ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରୁଛନ୍ତି। ଯେତେବେଳେ ଯେଉଁ ଫଟୋ ପସନ୍ଦ ଆସୁଛି ସେହି ଫଟୋ ପୋଷ୍ଟ କରିଦେଉଛନ୍ତି। ମାତ୍ର ବେଳେ ସାମାନ୍ୟ ଭୁଲ୍ ଯୋଗୁ ଅନେକ କ୍ଷତି ମଧ୍ୟ ଘଟୁଛି। ଏମିତି ଏକ...
ଯାହାକୁ ମୃତ ଭାବିଥିଲେ ସେ ବୁଲୁଥିଲେ ରାସ୍ତାରେ, ୧୬ ବର୍ଷ ପରେ ହେଲା ଭଉଣୀ-ଭାଇଙ୍କ ଭେଟ
ଭୋପାଳ,୧୪।୫: କରୋନା ସମୟରେ ଏକ ପରିବାର ମୁହଁରେ ହସ ଫୁଟି ଉଠିଛି। ୧୬ ବର୍ଷ ଧରି ଅଲଗା ହୋଇଯାଇଥିବା ଭଉଣୀ ଭାଇ ପୁଣି ଏକାଠି ହୋଇଛନ୍ତି। ଏହି ଘଟଣା ମଧ୍ୟପ୍ରଦେଶର ବେତୁଲ ଜିଲାରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ମାନସିକ...
ଜାଣନ୍ତି ମହିଳାଙ୍କ ଡ୍ରେସ୍ର ବଟନ୍ କାହିଁକି ବାମ ପଟରେ ଥାଏ
ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିଛି କି କାହିଁକି ମହିଳାଙ୍କ ଡ୍ରେସ୍ର ବଟନ୍ ଡାହାଣ ପଟରେ ନ ଥାଇ ବାମ ପଟରେ ରହିଥାଏ? ଯଦି ଧ୍ୟାନ ଦେଇନାହାନ୍ତି, ତେବେ ନିଶ୍ଚିତ ଧ୍ୟାନ ଦିଅନ୍ତୁ। ମହିଳା ଏବଂ ପୁରୁଷ ଡ୍ରେସ୍ର ବଟନ୍ଗୁଡିକ...
କରୋନା ସଙ୍କଟ ମଧ୍ୟରେ ସାହାଭରସା ଭାସମାନ ଆମ୍ବୁଲାନ୍ସ
ଶ୍ରୀନଗର,୧୩।୫: ଦେଶରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହି ମହାମାରୀ ଅନେକ ପରିବାରଠାରୁ ନିଜ ଆତ୍ମୀୟଙ୍କୁ ଛଡ଼ାଇ ନେଉଥିବା ବେଳେ ଏହି ସମୟରେ ଲୋକଙ୍କ ଅମାନବିକତା ମଧ୍ୟ ପରିଲକ୍ଷିତ ହେଉଛି। କରୋନା କାଳରେ ସଂଘର୍ଷ କରୁଥିବା...
ସୋସିଆଲ ମିଡିଆରେ ଏପରି ପୋଷ୍ଟ କରୁଛନ୍ତି କି? ସାରା ଜୀବନ କରିବେ ପଶ୍ଚାତାପ
ସାଧାରଣତଃ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ମାତ୍ର କିଛି ଲୋକ କେବଳ ଫଟୋ ପୋଷ୍ଟ କରିଥାନ୍ତି। ଖାଲି ସେତିକି ନୁହେଁ, ଫଟୋରେ ଲାଇକ୍, କମେଣ୍ଟ ଅଧିକ ପାଇବା ପାଇଁ ଅଜବ ପ୍ରକାର ଉପାୟ...
ମଣିଷ ଛୁଆ ଆକାରର ବେଙ୍ଗ
ସୋଲୋମନ ଦ୍ୱୀପର ଗ୍ରାମୀଣ ଅଞ୍ଚଳରେ ଏକ ବିଶାଳକାୟ ବେଙ୍ଗ ଦେଖିବାକୁ ମିଳିଛି। ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ବେଙ୍ଗଟି ଏକ ମଣିଷ ଛୁଆ ଆକାରର। ହୋଇଆରା ନିବାସୀ ଜିମି ହ୍ୟୁଗୋଙ୍କ ଦ୍ୱାରା ଉଠାଯାଇଥିବା ଏହି ଫଟୋରେ ଏକ...
ଆକାଶରୁ ମୂଷା ବର୍ଷା: ଭିଡ଼ିଓ ଭାଇରାଲ…
ମେଲବୋର୍ନ,୧୩।୫: ଏବେ ସୋସିଆଲ୍ ମିଡ଼ିଆରେ ଆକାଶରୁ ମୂଷା ବର୍ଷା ହେଉଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟି ଅଷ୍ଟ୍ରେଲିଆର। ଏକ ଖାଦ୍ୟଶସ୍ୟ ଗୋଦାମ ସଫା ସମୟରେ ଏଭଳି ଘଟିଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଗୋଦାମରେ ଥିବା ପମ୍ପ୍ ଭିତରୁ...
Archives


