ଫୁରସତ

ଉଚ୍ଚ କୋଠାରୁ ଓହ୍ଲାଇବାକୁ ମାଙ୍କଡ଼ କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ମନୁଷ୍ୟର ପ୍ରତିଟି କ୍ରିୟା ‘ଯୋଗ’

ଭୁବନେଶ୍ୱର, ୨୧।୬ (ବ୍ୟୁରୋ): ମନୁଷ୍ୟର ପ୍ରତିଟି କ୍ରିୟା ହେଉଛି ଯୋଗ। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ତରରେ ଶାନ୍ତି ମିଳିଥାଏ। ନୀରୋଗ ରହିବାର ଏହା ହେଉଛି ସବୁଠୁ ବଳିଷ୍ଠ ମାଧ୍ୟମ। ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ।…

ବାପାଙ୍କ ମୃତ୍ୟୁ ପରେ କାହିଁକି ଖେଳ ଛାଡ଼ି ଦେଇଥିଲେ ନମ୍ବର ଓ୍ବାନ୍‌ ଫାଇଟର

ମିକ୍ସଡ୍‌ ମାର୍ସାଲ ଆଟର୍‌ସ(ଏମ୍‌ଏମ୍‌ଏ)ରେ ‘ଦି ଇଗଲ’ ଭାବେ ପରିଚିତ ରୁଷିଆନ ଫାଇଟର ଖବିବ୍‌ ନୁରମାଗୋମେଡୋଭ। ଏହି ୩୨ ବର୍ଷୀୟ ଫାଇଟର ନିଜ କ୍ୟାରିୟରର ଶୀର୍ଷରେ ଥିବାବେଳେ ଗତବର୍ଷ ହଠାତ୍‌ ଅବସର ଘୋଷଣା କରିଥିଲେ। ତେବେ ତାଙ୍କ ଅବସର ପଛର କାରଣ ଥିଲା…

୮୩ ବର୍ଷରେ ଫିଟ୍‌ ଅଛନ୍ତି ଏହି ମହିଳା: ଶାଢି ପିନ୍ଧି କଲେ ଏମିତି କାମ

ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଜଣଙ୍କ ହେଉଛନ୍ତି ୮୩ ବର୍ଷିୟା ଭାରୋତ୍ତୋଳନକାରୀ କିରଣ ବାଇ। କିରଣ ବାଇଙ୍କ ନାତି ସୋସିଆଲ ମିଡିଆରେ ତାଙ୍କ ଜେଜେମା’ଙ୍କ ଭିଡିଓ ଏବଂ ଫଟୋ ଶେୟାର କରିଛନ୍ତି,…

ରାଜ୍ୟରେ ଜନ୍ମନେଲା ସବୁଠୁ ଓଜନିଆ ଶିଶୁ, ଓଜନ ଜାଣିଲେ..

ଗୌହାଟୀ,୨୦ା୬: ଆସାମର କଛର ଜିଲାରେ ଜଣେ ମହିଳା ୫.୨ କିଲୋଗ୍ରାମ ଓଜନର ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଡାକ୍ତରମାନେ ଏହି ନବଜାତକକୁ ରାଜ୍ୟର ସବୁଠୁ ଓଜନିଆ ଶିଶୁ ବୋଲି କହିଛନ୍ତି। ଡାକ୍ତର କହିଛନ୍ତି, ଶିଶୁଟିର ଜନ୍ମ ପରେ ରାଜ୍ୟରେ ଥିବା ସମସ୍ତ…

୮ ବର୍ଷୀୟା ମାଗାଜିନ୍‌ ସମ୍ପାଦିକା

ଅଷ୍ଟ୍ରେଲିଆର ଆଠ ବର୍ଷର କୁନି ଝିଅ ରୋକ୍ସେନ ଡାଉନ୍‌। ଏଇ ବୟସରେ ଯେଉଁଠି ପିଲାମାନେ ହୋମଓ୍ବାର୍କ କରନ୍ତି ଓ ଖେଳାଖେଳିରେ ବ୍ୟସ୍ତ ରୁହନ୍ତି, ସେ କିନ୍ତୁ କରୁଛନ୍ତି ଏକ ଭିନ୍ନ କାମ। ଆଉ ଗଢିଛନ୍ତି ନିଜର ଏକ ଭିନ୍ନ ପରିଚୟ। ଏଇ…

କୋଶଳାଶୁଣୀ ଜଙ୍ଗଲ

ବୃକ୍ଷ ହିଁ ଜୀବନ। ହେଲେ ଦିନକୁ ଦିନ ଜଙ୍ଗଲରୁ ବହୁଳମାତ୍ରାରେ ଗଛ କଟା ହେବା ଯୋଗୁ ଜଙ୍ଗଲ କ୍ଷୟ ହେଉଛି। ଏଥିଯୋଗୁ ପ୍ରକୃତି ତା’ର ଭାରସାମ୍ୟ ହରାଇବାକୁ ବସିଲାଣି। ଏମିତିକି ପରିବେଶ ସନ୍ତୁଳନରେ ବାଧା ବି ଉପୁଜିଲାଣି। ଏମିତି ପରିସ୍ଥିତିରେ କେତେକ…

କୁନି କୁକୁରର ବଡ଼ କମାଲ

କୋଞ୍ଜୋ ଏକ କୁନି କୁକୁର। କଳାରଙ୍ଗର ଏଇ କୁକୁରଟି ଅଧା ପାପିଲନ୍‌, ଚାରିଭାଗରୁ ଏକ ଭାଗ ଜ୍ୟାକ୍‌ ରଶେଲ୍‌ ଟେରିଏର୍‌ ଏବଂ ଅନ୍ୟ ଚାରିଭାଗରୁ ଏକ ଭାଗ ଚିହୁଆହୁଆ ପ୍ରଜାତିର । ଏକ ମିଶ୍ରଣ ପ୍ରଜାତିର ଏହି କୁକୁରଟି ବେଶ୍‌ ଛୋଟ,…

ବର୍ଷାରେ ଭ୍ରମଣ ଚେରାପୁଞ୍ଜି

ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ସ୍ଥାନ ହେଉଛି ଚେରାପୁଞ୍ଜି। ଏହା ସ୍ଥାନୀୟ ଅଞ୍ଚଳରେ ସୋହରା ନାମରେ ମଧ୍ୟ ପରିଚିତ। ଅଧିକ ମାତ୍ରାରେ ବର୍ଷା ହେଉଥିବାର ଭିନ୍ନ ଏକ ରେକର୍ଡ ବି ଏହି ସ୍ଥାନ ନାଁରେ ରହିଛି।…

ନେହେରୁଙ୍କ ଚିଠି ଇନ୍ଦିରାଙ୍କ ପାଇଁ…

ବାପା, ନିଜର ଲହୁ ଲୁହକୁ ଏକ କରି ଗଢ଼ନ୍ତି ସନ୍ତାନର ଭବିଷ୍ୟତ। ତାଙ୍କ ଅନୁଶାସନ, ପଥନିଦର୍ଶନ ପାଇଁ ହିଁ ପିଲାମାନେ ପହଞ୍ଚତ୍ପାରନ୍ତି ଲକ୍ଷ୍ୟସ୍ଥଳରେ। ଭାରତର ଲୌହ ନାରୀ ବା ଆଇରନ୍‌ ଲେଡିଭାବେ ପରିଚିତ ତଥା ଭାରତର ପ୍ରଥମ ଓ ଏକମାତ୍ର ମହିଳା…

ରୋଜଗାର ଟଙ୍କାରେ ଭଉଣୀକୁ ଶାଢ଼ୀ ଦେଇଥିଲି: ଡ. ତୁଳସୀ ଓଝା

କଟକ ଜିଲା ସିଦ୍ଧେଶ୍ୱରପୁରରେ ମୋ ଜନ୍ମ। ସ୍ଥାନୀୟ ଗୋପାଳ ସ୍ମୃତି ବିଦ୍ୟାପୀଠରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଶୈଳବାଳା କଲେଜରେ ନାଁ ଲେଖାଇଥିଲି। ସେଠାରୁ ଅର୍ଥନୀତି ସମ୍ମାନରେ ବି.ଏ. ପାସ୍‌ କରି ରେଭେନ୍ସା କଲେଜରେ ଓଡ଼ିଆରେ ପି.ଜି. କଲି। ତା’ପରେ ଓଡ଼ିଆ…

‘ସେବାରୁ ଆତ୍ମତୃପ୍ତି’

୧୯୯୯ ମସିହା ମହାବାତ୍ୟା ସମୟରେ ସହାୟତାର ହାତ ବଢ଼ାଇଥିଲେ ଦେଶ ବିଦେଶର ବହୁ ସଂସ୍ଥା। ଏଥିରେ ଚେନ୍ନାଇସ୍ଥିତ ଉତ୍କଳ ଆସୋସିଏଶନ ସହ ସତ୍‌ସଙ୍ଗ ସାମିଲ ହୋଇଥିଲା। ଏହି ରିଲିଫ ଟିମ୍‌ର ନେତୃତ୍ୱ ନେଇଥିଲେ ଜଣେ ଯୁବ ଇଞ୍ଜିନିୟର। ଭିନ୍ନ ଭିନ୍ନ ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?