ଫୁରସତ

ଭିଏଟ୍‌ନାମର ‘ଟାର୍ଜନ’

ଜଙ୍ଗଲୀ ଜନ୍ତୁଙ୍କ ମନର ପରିଭାଷାକୁ ପଢ଼ିପାରୁଥିବା ଏକ କାଳ୍ପନିକ ଚରିତ୍ର ‘ଟାର୍ଜନ’, ଯାହାକୁ ନେଇ ବିଭିନ୍ନ ଭାଷାରେ ନିର୍ମାଣ କରାଯାଇଛି ଏକାଧିକ ସିନେମା। ଏସବୁ ଚଳଚ୍ଚିତ୍ର ଦର୍ଶକଙ୍କ ମନରେ ଛାଡ଼ିଛି ସ୍ବତନ୍ତ୍ର ଛାପ। ହେଲେ ଭିଏଟ୍‌ନାମର ‘ହୋ ଭାନ୍‌ ଲାଙ୍ଗ୍‌’ଙ୍କ ଜୀବନଶୈଳୀ…

ମଣ୍ଡପ ବାହାରେ ‘ବାବୁ-ବାବୁ’ ଚିତ୍କାର କରୁଥିଲେ ପ୍ରେମିକା, ହେଲେ ଭିତରେ ସିନ୍ଦୁର ପିନ୍ଧାଇବାରେ ବ୍ୟସ୍ତ ରହିଲେ ଲିଭ୍‌ଇନ୍‌ ପ୍ରେମିକ…

ହୋଶଙ୍ଗାବାଦ: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଏକ ବିବାହ ଚାଲିଥିବା ବେଳେ ମଣ୍ଡପ ବାହାରେ ଜଣେ ଯୁବତୀଙ୍କ ‘ବାବୁ-ବାବୁ’ ଚିତ୍କାର ଶୁଣି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିତରେ ବିବାହ ଚାଲିଥିଲା। ଏଣୁ ବାହାରେ ଯୁବତୀଙ୍କ ଏଭଳି ଆଚରଣରୁ ଘଟଣା ବିଷୟରେ ଅନୁମାନ କରିବାକୁ…

ଶୋଇଥିଲେ ବୃଦ୍ଧା, ମାଙ୍କଡ଼ ପାଖକୁ ଆସି କଲା ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଏମିତି ଦେଶ, ଯେଉଁଠି ଏକା ସମୟରେ ଖରା ସାଙ୍ଗକୁ ହୁଏ ବର୍ଷା

ଜୁନ୍‌-ଜୁଲାଇରେ ଅନେକ ଥଣ୍ଡା ଦେଶରେ ମଧ୍ୟ ପ୍ରବଳ ଉତ୍ତାପ ହୋଇଥିବା ରେକର୍ଡ ରହିଛି। କାନାଡା କଥା ଯଦି କହିବା ତେବେ ଏଠାରେ ତାପମାତ୍ରା ୫୦ ଡିଗ୍ରୀରେ ପହଞ୍ଚିଛି। କେବଳ ଏତିକି ନୁହେଁ, ଏଠାରେ ଅତ୍ୟଧିକ ତାପମାତ୍ରା ଯୋଗୁ ଅନେକ ଲୋକ ପ୍ରାଣ…

ଖୋଲିଲା ସାଓ୍ବଂଲିଆ ସେଠ୍‌ ମନ୍ଦିରର ଭଣ୍ଡାର: ୧୦ଦିନରେ ଦାନ କରାଯାଇଛି ୩ କୋଟିରୁ ଊର୍ଦ୍ଧ୍ୱ

ଚିତ୍ତରଗଡ଼,୯।୭: ରାଜସ୍ଥାନର ଚିତ୍ତରଗଡ଼ ଜିଲାରେ ଥିବା ମଓ୍ବୋରର ପ୍ରସିଦ୍ଧ କୃଷ୍ଣ ଧାମ ସାଓ୍ବଂଲିଆ ଜି ମନ୍ଦିରର ଭଣ୍ଡାର ଖୋଲାଯାଇଛି। କରୋନା କାଳ ପରେ ଖୋଲାଯାଇଥିବା ଏହି ଭଣ୍ଡାରରୁ ୩କୋଟିରୁ ଅଧିକ ଦାନ ଅର୍ଥ ବାହାରିଛି। ସବୁଠାରୁ ବଡ଼ କଥା ହେଲା ୩ମାସର…

ଷ୍ଟେଜ୍‌ ଉପରେ କନ୍ୟାଙ୍କୁ ବରମାଳା ପିନ୍ଧାଇବା ବେଳେ ପହଞ୍ଚିଲେ ମା’, ଚପଲ କାଢ଼ି ପୁଅଙ୍କୁ ସେକିଲେ; କାରଣ ଜାଣିଲେ ହେବେ…

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବିବାହ ସମୟ ବହୁତ ଖାସ୍‌ ହୋଇଥାଏ। ଏହି ଦିନଟି ପାଇଁ ଅନେକ କିଛି ଭାବିଥାନ୍ତି ସେ। ହେଲେ ମା’ଙ୍କୁ ପସନ୍ଦ ନ ଥିବା ସତ୍ତ୍ୱେ ବିବାହ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ବିବାହ ଦିନ…

ଏକ ମିନିଟ୍‌ରେ ୯୩ ଏୟାରଲାଇନ୍ସ ଚିହ୍ନିପାରୁଛନ୍ତି ୬ବର୍ଷର କୁନି ଝିଅ

ତୁଳସୀ ଦୁଇ ପତ୍ରରୁ ବାସେ। ଅର୍ଥାତ୍‌ ଛୋଟ ବେଳୁ ହିଁ ପିଲାଙ୍କ ଭିତରେ ଥିବା ଅନେକ ଗୁଣ ଓ ପ୍ରତିଭା ବିଷୟରେ ଜଣାପଡ଼ିଥାଏ। ଏହି ଉକ୍ତିଟିକୁ ସାର୍ଥକ କରିଦେଖାଛନ୍ତି ୬ବର୍ଷର ଅର୍ନା ଗୁପ୍ତା ନାମକ ଜଣେ କୁନି ଝିଅ। ମାତ୍ର ଗୋଟିଏ…

ଆଈ ଦୁଃଖରେ ନ ରହିବା ପାଇଁ ନାତୁଣୀ ନେଲେ ଏମିତି ପଦକ୍ଷେପ, କାରଣ ଜାଣିଲେ….

ଚାଇନାର ଜଣେ ଯୁବତୀ ନିଜ ଆଈଙ୍କ ଭାବନାକୁ ନେଇ ଏତେ ସମ୍ବେଦନଶୀଳ ଯେ, ୧୩ ବର୍ଷ ପର୍ଯ୍ୟନ୍ତ ଜଣେ ମହିଳାଙ୍କୁ ମା’ କରି କିଣି ରଖିଥିଲେ। ସେ ଏଥିପାଇଁ ଏପରି କରିଥିଲେ କି ତାଙ୍କ ଆଈମା’ ନ ଜାଣନ୍ତୁ ଯେ ତାଙ୍କ…

ଏମିତି ସହର, ଯେଉଁଠି ଶପିଂମଲ୍‌ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟରେ ବିନା ପୋଷାକରେ ବୁଲନ୍ତି ଲୋକେ

ପୃଥିବୀର ଅନେକ ଦେଶ ନିଜର ସଂସ୍କୃତି ଏବଂ ବୈଶିଷ୍ଟ୍ୟକୁ ନେଇ ବେଶ୍‌ ପରିଚିତ। ଯାହା ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର ହୋଇଥାଏ। ଏପରି କିଛି ସ୍ଥାନ ଅଛି, ଯାହାର ସଂସ୍କୃତି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁଠାରେ କେହି ପୋଷାକ ପିନ୍ଧନ୍ତି ନାହିଁ। ବିଶ୍ୱାସ…

ପ୍ରେମ ପାଇଁ କ୍ୟାରିୟରକୁ ପଛ କରିଥିଲେ ଅମ୍ବାନୀ ପରିବାରର ଏହି ବୋହୂ; ଶ୍ୱଶୁର ଚାହୁଁ ନ ଥିବା ସତ୍ତ୍ୱେ…

ଅମ୍ବାନୀ ପରିବାରର ବୋହୂ ହୋଇଥିବା ସତ୍ତ୍ୱେ ସେତେଟା ଚର୍ଚ୍ଚାରେ ନ ଥାନ୍ତି ଟିନା ଅମ୍ବାନୀ। ହେଲେ ଏକ ସମୟରେ ଟିନା ଫିଲ୍ମଜଗତର ଚର୍ଚ୍ଚିତ ନାମ ମଧ୍ୟରୁ ଗୋଟିଏ ଥିଲେ। ଏହା ପଛରେ କାରଣ ରହିଛି। ସେଇଟି ହେଲା ଅନିଲ ଅମ୍ବାନୀଙ୍କ ସହ…

ମଦ ପିଇ ମାତାଲ୍‌ ହେଲେ ମଇଁଷି, ମାଲିକ ଗିରଫ…

ଅହମଦାବାଦ୍‌,୮।୭: ଗୁହାଳରେ ରଖାଯାଇଥିବା ମଦ ପିଇ ମଇଁଷିମାନେ ମାତାଲ ହୋଇ ସର୍ବସାଧାରଣ ରାସ୍ତାରେ ଭଙ୍ଗାରୁଜା କରିଥିଲେ। ଏଭଳି ଅଭାବନୀୟ ଘଟଣା ଗୁଜରାଟର ଗାନ୍ଧିନଗରରେ ଘଟିଛି। ଖବର ପାଇ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମଇଁଷିଙ୍କୁ ଆୟତ୍ତ କରିଥିଲେ। ଏହା ପରେ ମାଲିକଙ୍କୁ…

ଟ୍ୟାକ୍ସି ଡ୍ରାଇଭରଙ୍କ ଭାଗ୍ୟ ଖୋଲିଲା, ଲଟେରୀରେ ଜିଣିଲେ ୪୦ କୋଟି…

ଦୁବାଇ,୮।୭: ଦୁବାଇରେ ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭରଙ୍କ ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଛି। ସେ ଲଟେରୀ ଜିଣି ୪୦ କୋଟି ଟଙ୍କା ପାଇଛନ୍ତି। କେରଳର ରଞ୍ଜିତ୍‌ ସୋମରାଜନ ୨୦୦୮ଠାରୁ ଦୁବାଇରେ ଟ୍ୟାକ୍ସି ଚଳାଉଛନ୍ତି। ସେ ଆବୁଧାବି ବିଗ୍‌ ଟିକଟ ଡ୍ରରେ ଲଟେରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri