ଫୁରସତ

ଦ୍ୱାରକାଧୀଶ ମନ୍ଦିର ଧ୍ୱଜା ଉପରେ ବଜ୍ରପାତ…

ଅହମଦାବାଦ,୧୪।୭: ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରକାଧୀଶ ମନ୍ଦିରର ଧ୍ୱଜା ଉପରେ ବଜ୍ରପାତ ହୋଇଛି। ମଙ୍ଗଳବାର ପ୍ରଚଣ୍ଡ ବଜ୍ରପାତ ଯୋଗୁ ଏଭଳି ଘଟିଛି। ଅପରାହ୍ନ ୨ଟା ୩୦ରେ ହୋଇଥିବା ବଜ୍ରପାତରେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ମନ୍ଦିରର ୫୨ ଗଜ ଲମ୍ବ ଧ୍ୱଜାକୁ…

କେତେଟା ଫୋନ୍‌ ବ୍ୟବହାର କରନ୍ତି ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ

ଓ୍ବାଶିଂଟନ,୧୪।୭: ଗୁଗୁଲ ଏବଂ ଆଲଫାବେଟ ସିଇଓ ସୁନ୍ଦର ପିଚାଇ ତାଙ୍କର କିଛି ବୈଷୟିକ ଅଭ୍ୟାସ ବିଷୟରେ ସୂଚନା ଦେଇଛନ୍ତି। ପାସୱାର୍ଡ କେବେ ଏବଂ କେତେ ଶୀଘ୍ର ବଦଳାଯିବ ଏବଂ ସେ କେତେ ମୋବାଇଲ ଫୋନ ବ୍ୟବହାର କରନ୍ତି ସେ ସମସ୍ତ ସୂଚନା…

ଏ ହେଉଛନ୍ତି ବାସ୍ତବ ଜୀବନର କୁମ୍ଭକର୍ଣ୍ଣ ! ବର୍ଷର ୩୬୫ ଦିନରୁ ଶୋଇଥାନ୍ତି ୩୦୦ ଦିନ…

ନାଗୌର: ରାମାୟଣରେ ରାବଣର ସାନଭାଇ କୁମ୍ଭକର୍ଣ୍ଣଙ୍କ ବିଷୟରେ ଉଲ୍ଲେଖ ରହିଛି। ସେ ବର୍ଷରେ ଛଅମାସ ଖାଉଥିବା ବେଳେ ଛଅମାସ ଶୋଇଥାନ୍ତି। ଏବେ ରାଜସ୍ଥାନର ନାଗୌରରେ ଏଭଳି ଜଣେ ବ୍ୟକ୍ତି ଚର୍ଚ୍ଚାରେ ଅଛନ୍ତି, ଯିଏ ବର୍ଷର ୩୬୫ ଦିନରୁ ୩୦୦ ଦିନ ଶୋଉଛନ୍ତି।…

ସ୍ତ୍ରୀ ଜାଣିପାରିବେ ନାହିଁ ବୋଲି ପ୍ରେମିକାଙ୍କ ନାଁରେ ଝିଅଙ୍କ ନାମ ରଖିଦେଲେ ବ୍ୟକ୍ତି; ପରେ ଯାହା ହେଲା ଜାଣିଲେ…

ନୂଆଦିଲ୍ଲୀ: ମାତାପିତାମାନେ ବହୁତ ଭାବିଚିନ୍ତି ନିଜ ସନ୍ତାନର ନାମ ସ୍ଥିର କରିଥାନ୍ତି। କିଛି ଲୋକ ସେମାନଙ୍କ ପିଲାମାନଙ୍କ ନାମ ସମସ୍ତଙ୍କଠାରୁ ଅଲଗା ରଖିବାକୁ ଚାହୁଁଥିବା ବେଳେ କିଛି ସେମାନଙ୍କର ଆଦର୍ଶ ଏବଂ ବିଚାରକୁ ନେଇ ନାମ ବାଛନ୍ତି। ତେବେ ଜଣେ ବ୍ୟକ୍ତି…

ଅଜବ ଟେଷ୍ଟ ମ୍ୟାଚ୍‌, ମାତ୍ର ଦୁଇଟି ଇନିଂସରେ ନିର୍ଣ୍ଣୟ ହୋଇଥିଲା ବିଜେତା

ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୪ କିମ୍ବା ୩ଟି ଇନିଂସରେ ଫଳାଫଳ ନିର୍ଣ୍ଣୟ ହୋଇଥାଏ। କିନ୍ତୁ କ୍ରିକେଟ ଇତିହାସରେ ଏଭଳି ଏକ ଟେଷ୍ଟ ଖେଳାଯାଇଥିଲା, ଯେଉଁଥିରେ ମାତ୍ର ଦୁଇଟି ଇନିଂସରେ ନିର୍ଣ୍ଣୟ ହୋଇଥିଲା ବିଜେତା। ୨୦୦୦ ମସିହାର କଥା। ଦକ୍ଷିଣ ଆଫ୍ରିକା ଓ…

ପାଟନାର ଏହି ୧୭ ବର୍ଷୀୟ ଯୁବକଙ୍କ ପାଟିରୁ ବାହାରିଲା ୮୨ ଦାନ୍ତ: ଡାକ୍ତରମାନେ କହିଲେ…

ପାଟନା: ଜଣେ ସାଧାରଣ ମନୁଷ୍ୟ ଶରୀରରେ ୩୨ ଦାନ୍ତ ଥିବା କଥା ସମସ୍ତେ ଜାଣନ୍ତି। ହେଲେ ଯଦି ଆପଣଙ୍କୁ ୮୨ ଦାନ୍ତ ଥିବା କୁହାଯାଏ ତେବେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ବିହାରର ପାଟଣାରୁ ଏଭଳି ଏକ ବିରଳ ମାମଲା ସାମ୍ନାକୁ…

ପ୍ରେମରେ ଧୋକା ଦେଇଥିଲେ ପ୍ରେମିକ, ରାଗରେ ଏଭଳି କାଣ୍ଡ ଭିଆଇଲେ ପ୍ରେମିକା; ପୋଲିସ ବି ତାଜୁବ…

ନୂଆଦିଲ୍ଲୀ: କିଛି ଲୋକ ପ୍ରେମରେ ପ୍ରତାରଣାକୁ ସହଜ ଭାବେ ଗ୍ରହଣ କରି ପାରନ୍ତି ନାହିଁ। ସେମାତେ ହତାଶ ହୋଇପଡ଼ନ୍ତି। ନଚେତ କିଛି ଅବିଶ୍ୱାସନୀୟ ପଦକ୍ଷେପ ନେଇଯାଇଥାନ୍ତି। କିନ୍ତୁ ଚାଇନାରୁ ପ୍ରେମ ଆଉ ପ୍ରତାରଣାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ…

ଉଡନ୍ତା ବିମାନର କବାଟ ଖୋଲୁଥିଲେ ଯାତ୍ରୀ, ତା’ପରେ…

ଓ୍ବାଶିଂଟନ୍‌,୧୩।୭: ପ୍ରାୟ ସମୟରେ ବିମାନର କ୍ର୍ୟୁ ମେମ୍ବର ଓ ଯାତ୍ରୀଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। କେତେବେଳେ କ୍ର୍ୟୁ ମେମ୍ବରଙ୍କ ଦୁର୍ବ୍ୟବହାର ତ ଆଉ କେତେବେଳେ ଯାତ୍ରୀଙ୍କ ଅଭଦ୍ରାମୀ ଦେଖିବାକୁ ମିଳିଥାଏ। ଆଉ ଏଥିପାଇଁ ବେଳେ ବେଳେ ଅନ୍ୟମାନଙ୍କୁ ସମସ୍ୟାର…

ରାଣୀର ଲମ୍ବ ୨୦ ଇଞ୍ଚ

ଢାକା,୧୩ ।୭: ବାଂଲାଦେଶର ଏକ ଗାଈ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବାକୁ ତା’ ମାଲିକଙ୍କ ଘରେ ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକଙ୍କ ଭିଡ ଲାଗୁଛି । ବାଂଲାଦେଶରେ କରୋନାର ପ୍ରକୋପ କମ୍ ହୋଇ…

ହୀରା ଭିତରେ ୮୦ କୋଟି ବର୍ଷ ତଳର ପୁରୁଣା ହୀରା…

ମସ୍କୋ,୧୩।୭: ପ୍ରକୃତିର ସୃଷ୍ଟି ଅତି ବିଚିତ୍ରମୟ। ଏବେ ରୁଷିଆରେ ମିଳିଥିବା ଏକ ହୀରାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଏହି ହୀରା ଭିତରେ ୮୦ କୋଟି ବର୍ଷ ପୁରୁଣା ଅନ୍ୟ ଏକ ହୀରା ରହିଛି। ଏହା ରୁଷିଆର ପାରମ୍ପରିକ…

ପାଖରେ ଅଛି କି ଏଭଳି ନୋଟ୍‌, ରାତାରାତି ପାଲଟିବେ ଧନୀ…

ନୂଆଦିଲ୍ଲୀ,୧୩।୭: କେତେକ ପୁରୁଣା ନୋଟ୍‌ ଏବଂ ସ୍ବତନ୍ତ୍ର ନମ୍ବର ରହିଥିବା ନୋଟ୍‌ ପାଖରେ ଥିଲେ ଏହା ରାତାରାତି ଧନୀ କରିଦେବ। ଏକ ଟଙ୍କିଆରୁ ଆରମ୍ଭ କରି ୨,୫, ୧୦, ୨୦, ୫୦, ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କା ନୋଟ୍‌ରେ…

ଜଳାଶୟ ପାଖେ ଗୋଡକୁ ଟେକି ପକ୍ଷୀ କରୁଛି ଏପରି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri