ଫୁରସତ

ପୂର୍ବସୂରୀଙ୍କ ପ୍ରତିଶ୍ରୁତି ରକ୍ଷାରେ ଆମେ କେତେ ସମର୍ଥ?

ଆଜକୁ ଠିକ୍‌ ୭୩ ବର୍ଷ ପୂର୍ବେ ଅର୍ଥାତ୍‌ ୬, ଜୁଲାଇ ୧୯୪୮ ମସିହାରେ ଆମର ସର୍ବ ପୁରାତନ ପ୍ରିୟତମ ଉଚ୍ଚ ଶିକ୍ଷାନୁଷ୍ଠାନ ଭଦ୍ରକ କଲେଜ ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଇଣ୍ଟରମିଡିଏଟ୍‌ ଆଟର୍‌ସ କଲେଜ ଭାବେ...

ଏହି ଅଙ୍ଗୁର ଦାମ୍‌ ୩୫ହଜାର

ମଧ୍ୟପ୍ରଦେଶ ଜବଲପୁରରେ ଏକ ଆମ୍ବ ବଗିଚାର ଦୃଶ୍ୟ ନିକଟରେ ବେଶ୍‌ ଭାଇରାଲ ହୋଇଥିଲା। ଏହି ଆମ୍ବ ବଗିଚାରେ ତାଇଓ ନୋ ତୋମାଙ୍ଗେ ନାମକ ଜାପାନୀ ଆମ୍ବ ଫଳିଥିବା ବେଳେ ଏହାର ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କାରଣ...

ଭଲପାଇବା ଏମାନଙ୍କ ମଧ୍ୟରେ ବି ଥାଏ, ଜଣେ ନ ଉଠିବାରୁ ଆଉଜଣେ କରୁଛି ଏମିତି…

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ୨ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି। ଗୋଟିଏ ପକ୍ଷୀ ରାସ୍ତାରେ...

ବିତର୍କ ବେଳେ ମହିଳା ସଦସ୍ୟଙ୍କୁ ମାଡ଼ ମାରିଲେ ଏମ୍‌ପି

ଟ୍ୟୁନିଶ୍‌,୫।୭: ଟ୍ୟୁନେଶିଆର ସଂସଦରେ ହିଂସାର ଏକ ମାମଲା ସାମ୍ନାକୁ ଆସିଛି। ବିତର୍କ ସମୟରେ ଜଣେ ମହିଳା ସଦସ୍ୟଙ୍କୁ ଅନ୍ୟ ଜଣେ ଏମ୍‌ପି ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...

ଡେଥ୍‌ ମେଶିନ୍‌: ମରିବା ପୂର୍ବରୁ ଦେଖିପାରିବେ ନିଜର ମୃତ୍ୟୁ

୨୦୧୦ ମସିହାରେ ହ୍ରିତିକ୍‌ ରୋଶନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ଫିଲ୍ମ ‘ଗୁଜରିଶ’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ହ୍ରିତିକ୍‌ ଜଣେ ଆର୍ଟିଷ୍ଟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଭୂମିକା ଥିଲା ଯିଏ ଗମ୍ଭୀର ଅସୁସ୍ଥତା ହେତୁ ବଞ୍ଚିବାର ଆଶା...

ଦେଖୁ ଦେଖୁ ଧସିଗଲା ଘର

ପାଟନା,୫।୭: ବିହାରର ବିଭିନ୍ନ ଅଞ୍ଚଳରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ନଦୀଗୁଡ଼ିକ ଫୁଲିଯିବାରୁ ବର୍ତ୍ତମାନ ପ୍ରାୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିହାରର ମୋତିହାରି, ଦରଭଙ୍ଗା, ସୀତାମଢ଼ୀ ସମେତ ୧୦ଟି ଜିଲାର ଛୋଟ ବଡ଼ ନଦୀର ଜଳସ୍ତର ବିପଦ ସଙ୍କେତ...

ବିକ୍ରି ହେବ ଭୂତ ଗାଁ, ଦାମ୍‌ ଜାଣିଲେ…

ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହାର ରହସ୍ୟ ବୁଝିବା ବହୁତ କଷ୍ଟକର। କିଛି କଥା ଏହି ସ୍ଥାନଗୁଡ଼ିକୁ ଏତେ ଭୟଭୀତ କରିଦିଏ ଯେ, ଯାହା କି ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏମିତି ଏକ କାହାଣୀ ଶୁଣିବାକୁ ମିଳିଛି ପ୍ରାଚୀନ...

ଭାକ୍ସିନ ସଚେତନତା ପାଇଁ କଳାକାରଙ୍କ ନିଆରା ପ୍ରୟାସ

ଚେନ୍ନାଇ,୫।୭: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। କରୋନା ଲଢ଼େଇରେ ଡାକ୍ତରମାନେ ଭଗବାନ...

ମୁଁ ବିଷ୍ଣୁଙ୍କ କଳ୍‌କୀ ଅବତାର, ଶୀଘ୍ର ଦିଅ ଗ୍ରାଚ୍ୟୁଟି…

ଅହମଦାବାଦ,୫।୭: ଏବେ ସୋସିଆଲ୍‌ ମିଡ଼ିଆରେ ଜଣେ ସରକାରୀ ବାବୁଙ୍କ ଧମକ ଭରା ଚିଠି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସରକାରୀ ବାବୁ ଜଣକ ଗୁଜରାଟ ଜଳସମ୍ପଦ ବିଭାଗର ବଡୋଦରା କାର୍ଯ୍ୟାଳୟରେ ସର୍ଦ୍ଦାର ସରୋବର ପୁନର୍ବାସ ଏଜେନ୍ସିରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ...

ନ କାଟି ଅନ୍ୟ ସ୍ଥାନକୁ ନେଲେ ବୋହି…

ନୂଆଦିଲ୍ଲୀ,୫।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ କିଛି ଯୁବକ ଏକ ଗଛକୁ ନ କାଟି ଚେର ସହିତ ଅନ୍ୟ ସ୍ଥାନକୁ କାନ୍ଧରେ ବୋହି ନେଇଯାଉଛନ୍ତି। ଏହି ଫଟୋକୁ ଝାଡ଼ଖଣ୍ଡ ଉପଜିଲାପାଳ ସଞ୍ଜୟ ଝା...

ପଥର ହେଉଯାଉଛି ୫ ମାସର ଶିଶୁ: ୨୦ ଲକ୍ଷ ଶିଶୁଙ୍କ ମଧ୍ୟରେ ଜଣଙ୍କୁ ହୁଏ ଏହି ବିରଳ ରୋଗ

ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ପାଞ୍ଚ ମାସର ଶିଶୁ କନ୍ୟା ଜଟିଳ ରୋଗ ସହ ଲଢୁଛନ୍ତି। ସେ ଚଳିତ ବର୍ଷ ଜାନୁଆରୀ ୩୧ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଶରୀର ଧୀରେ ପଥର ହେବାରେ ଲାଗିଛି।...

ସବୁଠୁ ପୁରୁଣା ହାଣ୍ଡବ୍ୟାଗ୍‌

ମହିଳାଙ୍କ ଫ୍ୟାଶନେବଲ ଆସେସରିଜ୍‌ ମଧ୍ୟରେ ହାଣ୍ଡବ୍ୟାଗ୍‌ ଅନ୍ୟତମ। ଅକେଜନ୍‌ ଅନୁସାରେ ହାଣ୍ଡବ୍ୟାଗ୍‌ର ପ୍ରକାର ବି ବଦଳିଥାଏ। ହେଲେ କେବେ ଭାବିଛନ୍ତି କି କେବେଠାରୁ ଏହାର ବ୍ୟବହାର ଆରମ୍ଭ ହୋଇଛି? ଯଦିଓ ଏହାର ଠିକ୍‌ ସମୟ ଜଣା ନାହିଁ, ତେବେ ନିକଟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri