ନିଜ ବିବାହରେ ଶୋଇପଡ଼ିଲେ ବର: କନ୍ୟାଙ୍କ ଥିଲା ଏଭଳି ପ୍ରତିକ୍ରିୟା

ଭାରତୀୟ ବିବାହ କାର୍ଯ୍ୟକ୍ରମରେ ଭରପୁର ଡ୍ରାମା ଓ କମେଡି ଭରି ରହିଥାଏ। ପ୍ରାୟ ସମୟରେ ବିବାହର ଅନେକ ଫନି ଭିଡ଼ିଓମାନ ଭାଇରାଲ ହୋଇଥାଏ। ଯାହାକୁ ଦେଖିଲେ ଯେକେହିବି ନିଜର ହସକୁ ଅଟକାଇ ପାରିବେନି। ନିକଟରେ ସୋସିଆଲ ମିଡିଆରେ କିଛି ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବର ନିଜ ବିବାହରେ ହିଁ ଶୋଇପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ବିବାହ ପୂର୍ବରୁ ବରଣମାଳା ପାଇଁ ବର ଓ କନ୍ୟା ମଞ୍ଚ ଉପରକୁ ଯାଇଥିଲେ। ମଞ୍ଚ ଉପରେ ସେମାନଙ୍କର ଫଟୋ ଉଠାଯାଉଥିବା ବେଳେ ବର କିନ୍ତୁ ଶୋଇପଡ଼ିଥିଲେ। ବରଙ୍କୁ ତାଙ୍କ ସମ୍ପର୍କୀୟ ଯେତେ ଉଠାଇବାକୁ ଚେଷ୍ଟା କରିଥିଲେ ହେଲେ ତାଙ୍କ ନିଦ ଭାଙ୍ଗି ନ ଥିଲା।

ବେଳେବେଳେ ବିବାହର ରୀତିନୀତି ଦୀର୍ଘ ସମୟ ଧରି ଚାଲୁଥିବାରୁ ଏଥିଯୋଗୁ ବର ଓ କନ୍ୟା କ୍ଲାନ୍ତ ଅନୁଭବ କରିବା ସହ ତାଙ୍କର ଅବସ୍ଥା ଖରାପ ହୋଇଯାଇଥାଏ। ତେବେ ଏଭଳି କିଛି କାରଣ ପାଇଁ ଉକ୍ତ ବର ଜଣକ ମଧ୍ୟ ମଞ୍ଚ ଉପରେ ଶୋଇପଡ଼ିଥିଲେ। ବିବାହରେ ଏତେ ଶବ୍ଦ ଭିତରେ ବି ତାଙ୍କର ଆଖି ଖୋଲି ନ ଥିଲା। ଏହାକୁ ଦେଖି ତାଙ୍କ ସାଇଟ୍‌ରେ ବସିଥିବା କନ୍ୟା ଜଣକ ଆଶ୍ଚର୍ଯ୍ୟ ହେବା ସହ ଲଜ୍ଜିତ ହୋଇଯାଇଥିଲେ। ବରଙ୍କ ଏଭଳି ଅବସ୍ଥା ଦେଖି ସେଠାରେ ଉପସ୍ଥିତ ଥିବା ଅତିଥି ନିଜ ହସ ଆଉ ସମ୍ଭାଳିପାରି ନ ଥିଲେ। ବିବାହର ଏହି ଭିଡିଓକୁ ନିରଞ୍ଜନ ମହାପାତ୍ର ନାମକ ଜଣେ ବ୍ୟକ୍ତି ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭାଇରାଲ ଭିଡିଓକୁ ଏପର୍ଯ୍ୟନ୍ତ ୨ଲକ୍ଷ ୭୯ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏଥିସହ ଅନେକ ଲୋକ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଖିମପୁର ଖେରି: ଇଣ୍ଟରନେଟ ବନ୍ଦ, ସିଦ୍ଧୁ ଧାରଣାରେ, ୧୮ ଘଣ୍ଟା ପରେ ଦ୍ୱିତୀୟ ନୋଟିସ

ଲକ୍ଷ୍ନୌ,୯ ।୧୦: କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ତଥା ତିକୁନିୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରାଙ୍କୁ ନୋଟିସ ପରେ ବି ଶୁକ୍ରବାର...

ପ୍ରତିଶ୍ରୁତିର ହାତ

ପ୍ରତ୍ୟେକ ମାତାପିତା ନିଜ ସନ୍ତାନର ଭବିଷ୍ୟତ ପାଇଁ ନିଜର ସବୁ ସୁଖସୁବିଧାକୁ ତୁଚ୍ଛ କରିଦିଅନ୍ତି। କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ କେତେକ ସନ୍ତାନ ତାଙ୍କ...

ସରକାରଙ୍କୁ ଖୋଲା ଧମକ ଦେଲେ କୃଷକ ନେତା

ନୂଆଦିଲ୍ଲୀ,୨।୧: କୃଷକ ନେତା ରାକେଶ ଟିକାଏତ୍‌ ପୁଣିଥରେ ସରକାରଙ୍କୁ ଧମକ ଦେଇଛନ୍ତି। ଟିକାଏତ୍‌ କହିଛି ଯେ ଜାନୁୟାରୀ ୨୬ରେ କୃଷକମାନେ ଦେଶର ବିଭିନ୍ନ ସ୍ଥାନରେ ଟ୍ରାକ୍ଟର...

୫ ଏକର ଜମି ମିଳିଲେ ରାମଙ୍କ ନାମରେ ହସ୍ପିଟାଲ ନିର୍ମାଣ କରିବ ଶିହା ଓ୍ବାକଫ୍‌ ବୋର୍ଡ

ନୂଆଦିଲ୍ଲୀ,୨୫।୧୧: ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ରାମ ଜନ୍ମଭୂମି ମାମଲାରେ ୫ ଏକର ଜମି ଅଯୋଧ୍ୟା ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଏହାକୁ...

ଏବେ ସାଧାରଣ ଲୋକେ ବୁଲିପାରିବେ ସିଆଚିନ ଗ୍ଲାସିୟର

ଲେହ,୨୪।୯: ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ହେଉଛି ସିଆଚିନ ଗ୍ଲାସିୟର। ଯେଉଁଠାରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। ସିଆଚିନ୍‌ ବେସ୍‌ କ୍ୟାମ୍ପର ଉଚ୍ଚତା...

ମିଳିବ ପ୍ରାଣୀ-ପାଳନ ଛୁଟି

ଘରେ ଯଦି କେହି ପ୍ରାଣୀ ଅର୍ଥାତ ଗୃହପାଳିତ ପଶୁ ପାଳନ କରୁଛନ୍ତି ତା’ହେଲେ ସେମାନଙ୍କୁ ପ୍ରାଣୀ-ପାଳନ ଛୁଟି ମିଳିବ। ଅବଶ୍ୟ ଏଭଳି ଏକ ଛୁଟି ବିଷୟ...

ଭୁଲସ୍ଥାନରେ ରହିଛି ଏହି ବ୍ୟକ୍ତିଙ୍କ ଅଙ୍ଗପ୍ରତ୍ୟଙ୍ଗ, ଡାକ୍ତର ବି ଚିନ୍ତାରେ

କୁହାଯାଏ, ଭଗବାନ ମଣିଷଙ୍କୁ ଏପରି ଗଢ଼ିଥା’ନ୍ତି କି ଯେଉଁ ଅଙ୍ଗ ଯେଉଁଠି ରହିବା କଥା ରଖିଥା’ନ୍ତି। ଯେମିତିକି ମୁହଁ, ଆଖି, ନାକ, କାନ, ପେଟ ଯଥାସ୍ଥାନରେ...

କରୋନା ଭାଇରସ: ସିଲ୍‌ ହେଲା ସିଆର୍‌ପିଏଫ୍‌ ମୁଖ୍ୟାଳୟ

ନୂଆଦିଲ୍ଲୀ,୩।୫: ରାଜଧାନୀ ଦିଲ୍ଲୀରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ଜଣେ ଅଧିକାରୀଙ୍କ ଘରୋଇ ସଚିବ କରୋନା ସଂକ୍ରମିତ ହେବା ପରେ ଏବେ ସିଆର୍‌ପିଏଫ୍‌ର ମୁଖ୍ୟାଳୟକୁ...

Advertisement
Archives

Model This Week