Posted inଫୁରସତ

ଚିକିତ୍ସା ସମୟରେ ଦୁଇ ରୋଗୀଙ୍କ ମଧ୍ୟରେ ହେଲା ପ୍ରେମ; ଆଉ ତା’ପରେ…

ଚଣ୍ଡିଗଡ,୮।୮:କୁହାଯାଏ ପ୍ରେମ ଏମିତି ଶବ୍ଦ, ତାହା କେତେବେଳେ କାହାକୁ ହୋଇଯାଏ ତାହା ଜଣାପଡେ ନାହିଁ। ହିମାଚଳ ପ୍ରଦେଶରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ହିମାଚଳର ଉନା ଜିଲାର ନଙ୍ଗଲ ଖୁର୍ଦର ଶଶି ପାଲ ଏବଂ ବିହାରର ସୋନମଙ୍କ ବିବାହ ବିଷୟରେ ଆଲୋଚନା ସମଗ୍ର ଅଞ୍ଚଳରେ ଚାଲିଛି। ପ୍ରାୟ ୭ ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ଶଶି ପାଲଙ୍କର ମେରୁଦଣ୍ଡରେ ଆଘାତ ଲାଗିଥିଲା ଏବଂ ସେ ଆଜୀବନ ଅକ୍ଷମ ହୋଇ ଯାଇଥିଲେ। ଦୀର୍ଘ ଦିନର ଚିକିତ୍ସା ପରେ ଶଶି ପାଲ ଏବେ ନିଜ ଜୀବନ ଏକ ହ୍ବିଲ୍‌ ଚେୟାରରେ ବସି କାଟୁଛନ୍ତି। ଠିକ୍‌ ବିହାରର ମୁଙ୍ଗେର ଜିଲାର ଛୋଟି ଗୋବିନ୍ଦ ପୁର ଫୁଲକା ନିବାସୀ ସୋନମଙ୍କ ସହ ସମାନ ଘଟଣା ଘଟିଛି। ଯିଏ ତାଙ୍କ ଘରର ଛାତରୁ ଖସିଯିବା କାରଣରୁ ମେରୁଦଣ୍ଡରେ ଆଘାତ ପାଇଥିଲେ ଏବଂ ସେ ଆଜୀବନ ଅକ୍ଷମ ମଧ୍ୟ ହୋଇଥିଲେ। ଚିକିତ୍ସା ସମୟରେ ପିଜିଆଇ ଚଣ୍ଡିଗଡ଼ର ଡାକ୍ତରଖାନାରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ଯଦିଓ ଉଭୟ ଶାରୀରିକ ଅକ୍ଷମ କିନ୍ତୁ ମାନସିକ ସ୍ତରରେ ସେମାନେ ପରସ୍ପରର ନିକଟତର ହୋଇଗଲେ ଏବଂ ଉଭୟ ପରସ୍ପରକୁ ଜୀବନ ସାଥୀ ଭାବରେ ବାଛିଲେ। ଉଭୟଙ୍କ ଯୋଡି ଦେଖି ସମସ୍ତେ କହୁଛନ୍ତି ଯେ ତେରୀ ରବ ନେ ବନା ଦି ଯୋଡି। ଶଶି ଏବଂ ସୋନମ ଅଗଷ୍ଟ ୩ ରେ ଉନା କୋର୍ଟରେ ବିବାହ କରିଥିଲେ।
ଶଶି ମଡେଲିଂକୁ ଭଲ ପାଆନ୍ତି। ସେ ଦିଲ୍ଲୀର ଏକ ଟିଭି ଚ୍ୟାନେଲ ପାଇଁ ମଡେଲିଂ ମଧ୍ୟ କରିଛନ୍ତି ଏବଂ ୨୪ ଅଗଷ୍ଟ ୨୦୨୧ରେ ଶଶିଙ୍କୁ ମଡେଲିଂ ପାଇଁ ଗୋଆ ଯିବାକୁ ପଡିବ। ସୋନମ ସଙ୍ଗୀତକୁ ଭଲ ପାଆନ୍ତି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଗୀତ ଗାଇବାକୁ କୌଣସି ପ୍ଲାଟଫର୍ମ ମିଳିନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?