ଫୁରସତ

ଧାରୁଆ ଛୁରୀରେ ମହିଳାଙ୍କ ନାକ କାଟିଦେଲେ ଏହି ବ୍ୟକ୍ତି; କାରଣ ଜାଣିଲେ…

କାନପୁର: ରାମାୟଣରେ ରାବଣଙ୍କ ଭଉଣୀ ଶୃପଣଖାଙ୍କ ନାକ ଲକ୍ଷ୍ମଣ କାଟି ଥିବା କଥା ଆପଣ ଶୁଣିଥିବେ। ହେଲେ ଉତ୍ତରପ୍ରଦେଶର କାନପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ କଲ୍ୟାଣପୁର ପୋଲିସ ଷ୍ଟେଶନ୍‌ ଅଞ୍ଚଳରେ ଜଣେ ବ୍ୟକ୍ତି କଥିତ ଭାବେ…

ପ୍ରକୃତି ସଂରକ୍ଷଣ ପାଇଁ ଆଶାର କିରଣ ସାଜିଛି ସ୍ମାର୍ଟ ପାର୍କ

ପ୍ରକୃତି ସମସ୍ତ ପ୍ରାଣୀଙ୍କ ପାଇଁ ପୃଥିବୀପୃଷ୍ଠରେ ବହୁବିଧ ସୁବିଧା ସୁଯୋଗ ଖଞ୍ଜି ଦେଇଛି। ଖାଇବାଠାରୁ ଆରମ୍ଭ କରି ଦେହ ଖରାପ ହେଲେ ଔଷଧର ବ୍ୟବସ୍ଥା ମଧ୍ୟ ରହିଛି। ବିଭିନ୍ନ ଔଷଧୀୟ ବୃକ୍ଷଲତା ପ୍ରାକୃତିକ ଉପାୟରେ ଜୀବଜଗତକୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତେଣୁ…

ବୁଡ଼ନ୍ତା ବସ ଉପରେ ୭ ଘଣ୍ଟା, ପାଖରେ ନଗଦ ୯ ଲକ୍ଷ ରାଜସ୍ବ…

ଚିପଲୁନ୍‌,୨୭।୭: ମହାରାଷ୍ଟ୍ରରେ ବହୁ ଅଞ୍ଚଳରେ ବର୍ଷା ଓ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୧୬୪ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ ଜଣ ନିଖୋଜ ଅଛନ୍ତି। ରତ୍ନାଗିରି, କୋଲହାପୁର, ସାଙ୍ଗଲି ଏବଂ ରାୟଗଡ ଭଳି ଜିଲ୍ଲା ଏବେ ବି ପାଣିରେ ବୁଡି ରହିଛି।…

ପୁଅର ବିଛଣା ଉଠାଉଥିଲେ ମା’, ତଳେ ଯାହା ଦେଖିଲେ ଆଖିକୁ ବିଶ୍ୱାସ କରିପାରିଲେନି

ଯେଉଁଘରେ ପିଲା ଅଛନ୍ତି, ସେଠାରେ ସଫାସୁତରା ରଖିବା ବହୁତ କଷ୍ଟ। ପ୍ରାୟ ପ୍ରତ୍ୟେକ ଘରେ ପିଲାମାନେ ଏମିତି କରିଥାନ୍ତି। ଯାହାକୁ ସଫା କରିବା ପାଇଁ ମା’ମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼େ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାର ଲେକ୍ସିଙ୍ଗ୍‌ଟନ୍‌ରେ।…

ଭାରତ ପ୍ରେମରେ ଜାପାନୀ ଯୁବତୀ, ଭାରତର ଏହି ଖାଦ୍ୟ ତାଙ୍କର ବହୁ ପସନ୍ଦ

ଟୋକିଓ,୨୬ା୭: ଜାପାନର ରାଜଧାନୀ ଟୋକିଓ ଆଜିକାଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ବର୍ତ୍ତମାନ ଏଠାରେ ଅଲିମ୍ପିକ୍ସ ଗେମ୍‌ସ ଚାଲିଛି। ଭାରତର ଖେଳାଳିମାନେ ମଧ୍ୟ ଏଥିରେ ଭାଗ ନେଇଛନ୍ତି। ମାତ୍ର ସବୁଠୁ ଚର୍ଚ୍ଚାରେ ଜଣେ ଜାପାନୀ ଯୁବତୀ। ଏହାର କାରଣ ମଧ୍ୟ ଭାରତ।…

ବାହା ବେଦୀରେ ଲାପ୍‌ଟପ୍‌ରେ ବ୍ୟସ୍ତ ବର, ଏହା ଦେଖି କନ୍ୟା…

କରୋନା ମହାମାରୀ ସମସ୍ତଙ୍କ ଜୀବନ ଶୈଳୀକୁ ଏକପ୍ରକାର ବଦଳାଇ ଦେଇଛି। ଏହି ମହମାରୀ ଯୋଗୁ କିଛି ଅଫିସର କର୍ମଚାରୀମାନେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଅର୍ଥାତ ଘରୁ କାମ କରୁଛନ୍ତି। ଏବେ ସୋସିଆଲ ମିଡିଆରେ ଏମିତି ଏକ ଓ୍ବାର୍କ ଫ୍ରମ୍‌ ହୋମ୍‌ର ଭିଡିଓ…

୧୬୦ ଫୁଟ ଉଚ୍ଚରେ ଭିଡିଓ ଶୁଟିଂ କରୁଥିଲେ ଯୁବତୀ, ହଠାତ୍‌ ଖସିଗଲା ପାଦ; ଆଉ ତା’ ପରେ…

ଲୋକେ ଆଜିକାଲି ସୋସିଆଲ ମିଡିଆ ଜରିଆରେ ନିଜର କ୍ୟାରିୟର କରୁଛନ୍ତି। ସେମାନଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ମଧ୍ୟ ଅଛନ୍ତି। ନିଜ ଜୀବନ କାହାଣୀ, ପ୍ରତିଦିନର ଘଟଣାବଳୀ ବିଷୟରେ ଫଲୋଅର୍ସମାନଙ୍କୁ ଭିଡିଓ ମାଧ୍ୟମରେ କହିଥାନ୍ତି। ବର୍ତ୍ତମାନ ଚାଇନାର ଜଣେ ଯୁବତୀଙ୍କ ଭିଡିଓ ଏବେ…

ହଳଦିଆ ଜିଭ, ପେଟରେ ଦରଜ ପରି ଲକ୍ଷଣ ଦେଖି ଚିନ୍ତାରେ ପଡ଼ିଲେ ଡାକ୍ତର; ପରେ ଜାଣିଲେ…

ଜଣେ ୧୨ ବର୍ଷର ବାଳକଙ୍କ ହଳଦିଆ ଜିଭ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏତଦ୍‌ବ୍ୟତୀତ ବାଳକର ଶରୀରରେ କେତେକ ଗମ୍ଭୀର ଲକ୍ଷଣ ପ୍ରକାଶ ପାଇଥିଲା। ପରେ ପରିବାର ଲୋକେ କାନାଡାର ଟରେଣ୍ଟୋରେ ଥିବା ଏକ ହସ୍ପିଟାଲକୁ ନେଇଥିଲେ। ତାଙ୍କ ଗଳା ଦରଜ…

ମାଲିକ ଗାଳି କଲେ ବୋଲି ଆତ୍ମହତ୍ୟା କରିବାକୁ ଷ୍ଟେଶନ ବାଲକୋନୀରେ ଚଢ଼ିଗଲେ ଯୁବତୀ, ଆଉ ତା’ ପରେ…

ଫରିଦାବାଦ: କାମ କରୁଥିବା କମ୍ପାନୀର ମାଲିକ ରାଗିଲେ ବୋଲି ଆତ୍ମହତ୍ୟା କରିବାକୁ ଷ୍ଟେଶନର ଏକ ବାଲକୋନୀରେ ଚଢ଼ିଗଲେ ଯୁବତୀ। ଏଠାକାର ସେକ୍ଟେର ୨୮ ମେଟ୍ରୋ ଷ୍ଟେଶନରେ ଜଣେ ଯୁବତୀଙ୍କ ଏଭଳି ଏକ ଅଭାବନୀୟ ଦେଖିବାକୁ ମିଳିଛି। ଏହାକୁ ନେଇ ଷ୍ଟେଶନ ତଳେ…

ଏତେ ସବୁ ରଙ୍ଗ ଥାଇ ଜେସିବି ମେଶିନର ରଙ୍ଗ କାହିଁକି ହଳଦିଆ ଜାଣନ୍ତି…

ଜେସିବି କମ୍ପାନୀର ମେଶିନ ଆପଣ ନିଶ୍ଚିତ ଦେଖିଥିବେ। ଏହା କନ୍‌ଷ୍ଟ୍ରକ୍ସନ ବା ନିର୍ମାଣ କାର୍ଯ୍ୟରେ ଲାଗେ। ଏହି କମ୍ପାନୀ ମେଶିନର ଏକ ବିଶେଷତ୍ତ୍ୱ ହେଲା ଏହାର ରଙ୍ଗ କେବଳ ହଳଦିଆ। ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିଛି କି, ଏତେ ସବୁ…

ଓ୍ବାର୍କ ଫ୍ରମ୍‌ ଓ୍ବେଡିଂ, ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୨୫।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବିବାହ ବେଦୀରେ ବର ଲାପଟପ୍‌ ଧରି କାମ କରିବାରେ ବ୍ୟସ୍ତ। ପଣ୍ଡିତ ମନ୍ତ୍ର ପଢୁଥିବାବେଳେ ବରଙ୍କର କନ୍ୟା ଅବା ଅନ୍ୟ ଅତିଥିଙ୍କ ପ୍ରତି ନିଘା ନାହିଁ।…

ପୋଷାକ ବି, ଚେୟାର ବି

ଏହା ଖାଲି ଏକ ପୋଷାକ ନୁହେଁ, ଚାହିଁଲେ ଏହାକୁ ଜଣେ ଚେୟାର୍‌ଭାବେ ମଧ୍ୟ ବ୍ୟବହାର କରିପାରିବେ। ଧଳା କଳା ରଙ୍ଗର ଏହି ପୋଷାକ ସହ ଏକ ସ୍ବତନ୍ତ୍ର ଯୋଡ଼ା ଜୋତା ବି ପିନ୍ଧିବାକୁ ହୁଏ। ଜୋତାକୁ ପିନ୍ଧି ଚାଲିବା ସହ ପୋଷାକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri