ଫୁରସତ

ଗର୍ଲଫ୍ରେଣ୍ଡକୁ ଏମିତି କଲେ ପ୍ରପୋଜ ଟିମ୍‌ ମ୍ୟାନେଜର, ଖେଳାଳି ଦେଖି ଆଶ୍ଚର୍ଯ୍ୟ

ଫୁଟବଲ ବିଷୟରେ କୁହାଯାଏ ଯେ, ଏହି ଖେଳରେ ଅଧିନାୟକଙ୍କଠାରୁ ଅଧିକ ଟିମ୍‌ ମ୍ୟାନେଜରଙ୍କ ଭୂମିକା ରହିଥାଏ। କିନ୍ତୁ ନିକଟରେ ଜଣେ ଫୁଟ୍‌ବଲ୍‌ ମ୍ୟାନେଜର୍‌ ନିଜ ଗର୍ଲଫ୍ରେଣ୍ଡ୍‌ ଫ୍ରେଣ୍ଡଙ୍କୁ ପ୍ରପୋଜ କରିବା ପାଇଁ ନିଜ ଖେଳାଳିଙ୍କୁ ବ୍ୟବହାର କରିଥିବା ଜଣାପଡିଛି। ପାରାଗୁଏରେ ଏମିତି…

ସପ୍ତାହରେ ୩ ଘଣ୍ଟା ଅନ୍‌ଲାଇନ୍‌ ଗେମ୍‌ ଖେଳିପାରିବେ ଛୋଟପିଲା,ସରକାରଙ୍କ ଘୋଷଣା…

ବେଜିଂ,୩୧।୮: ଏଣିକି ଛୋଟ ପିଲା ସପ୍ତାହରେ ୩ ଘଣ୍ଟା ଅନ୍‌ଲାଇନ୍‌ ଗେମ୍‌ ଖେଳି ପାରିବେ। ଏନେଇ ଚାଇନା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ଛୋଟ ପିଲାଙ୍କ ଖେଳ ଉପରେ ଏବେ ପହରା ଲାଗିଛି। ଛୋଟପିଲାଙ୍କ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟକୁ…

ବଡ଼ ବଡ଼ ଆଖିରେ ଚାହିଁ ଏମିତି ଜିଭ ବୁଲାଉଛି ଏଣ୍ଡୁଅ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ରଙ୍ଗୀନ ଏଣ୍ଡୁଅକୁ ଦେଖିବାକୁ ମିଳୁଛି। ଯାହାକୁ ବହୁରୂପି ଏଣ୍ଡୁଅ…

ଘୋଡ଼ାକୁ ଟାଣି ନେଉଛି କୁକୁର, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ଭିଡିଓ ସବୁ ଭାଇରାଲ ହୋଇଥାଏ। ଯାହାକି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ କୁକୁର ଘୋଡ଼ାଟିକୁ ଦଉଡ଼ି ବାନ୍ଧି ଟାଣି ଟାଣି ନେଉଛି। ଏକ…

ବିବାହ ପୂର୍ବରୁ ପ୍ରେମିକ କଲେ ଚାଟିଂ, ଯୁବତୀ ନେଲେ ଏମିତି ପ୍ରତିଶୋଧ

କୁହାଯାଏ, ଏମିତି ବନ୍ଧୁ ହେବା ଦରକାର ଯିଏ କି ହୃଦୟର ସମସ୍ତ କଥା ଶେୟାର କରିପାରୁଥିବ। ତାଙ୍କ ପ୍ରତି ଗଭୀର ବିଶ୍ୱାସ ଥିବା ଦରକାର। ଆଉ ଏହି ଅତୁଟ ବିଶ୍ୱାସ ପ୍ରତି ଯଦି କେହି ବନ୍ଧୁ ବିଶ୍ୱାସଘାତକତା କରେ ତେବେ ହୃଦୟ…

ପ୍ରଭୁ ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ ସ୍ଥଳ ‘ଭାଲକା ତୀର୍ଥ’…

ଅହମଦାବାଦ: ଯେଉଁଠାରେ ପ୍ରଭୁ ଶ୍ରୀକୃଷ୍ଣ ଦେହତ୍ୟାଗ କରିଥିଲେ ପରବର୍ତ୍ତୀ ସମୟରେ ସେଠାରେ ଏକ ମନ୍ଦିର ଗଢ଼ି ଉଠିଥିଲା। ଏହି ଅଞ୍ଚଳକୁ ଭାଲକା ତୀର୍ଥ କୁହାଯାଇଥାଏ। ମହାଭାରତ ଯୁଦ୍ଧର ସମାପ୍ତି ପରେ ଧୃତରାଷ୍ଟ୍ରଙ୍କ ରାଜବଂଶ ସମାପ୍ତ ହେଲା। ତାଙ୍କର ସମସ୍ତ ୧୦୦ ପୁଅ…

ଆଇନର ଚକ୍ରବ୍ୟୁହ, ୧୯ ବର୍ଷ ଧରି ଥାନାରେ ପ୍ରଭୁ ଶ୍ରୀକୃଷ୍ଣ …

କାନପୁର,୩୦।୮: ପୁରାଣରେ ଉଲ୍ଲେଖ କରାଯାଇଛି ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ବନ୍ଦୀଶାଳରେ ଜନ୍ମଗ୍ରହଣ କରିଥିଲେ। ତେବେ କଳିଯୁଗରେ ଆଇନର ଚକ୍ରବ୍ୟୁହରେ ପଡ଼ି ପ୍ରଭୁ ଶ୍ରୀକୃଷ୍ଣ ଗତ ୧୯ ବର୍ଷ ଧରି ଥାନାରେ ରହିଛନ୍ତି। ସ୍ଥାନୀୟ ଦେହାତ ଥାନାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିମାଙ୍କୁ…

୧୦ ସପ୍ତାହ ମଧ୍ୟରେ ଏହି ବ୍ୟକ୍ତି ୫ ଥର ନେଇ ସାରିଲେଣି କରୋନା ଟିକା, କାରଣ ଜାଣିଲେ…

କରୋନା ଭାଇରସ୍‌କୁ ଏଡ଼ାଇବା ପାଇଁ ଲୋକମାନେ ଅନେକ ସତର୍କତା ଅବଲମ୍ବନ କରୁଛନ୍ତି। ସୁଯୋଗ ପାଇବା ମାତ୍ରେ ଲୋକେ ଟିକା ନେଉଛନ୍ତି। ବିଶ୍ୱର ପ୍ରାୟ ସମସ୍ତ ଦେଶର ଲୋକମାନେ କରୋନା ଟିକା ଗ୍ରହଣ କଲେଣି। ଟିକା ଆସିବା ପରଠାରୁ ଲୋକମାନେ କରୋନା ଟିକା…

ଜୀବନ ନେଇ ଏମିତି ଦୌଡ଼ୁଛି ହରିଣ , ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

୪ ଗୋଡ଼ିଆ ତିମି ମାଛର ଜୀବାଶ୍ମ ମିଳିଲା…

କାଇରୋ,୨୯।୮: ଗୋଡ଼ ଥିବା ତିମି ମାଛ କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭବିକ। ତେବେ ଇଜିପ୍ଟର ଫାୟୋମ୍‌ ସ୍ଥିତ ମରୂଭୂମିରୁ ଏଭଳି ତିମି ମାଛର ପ୍ରାୟ ୪ କୋଟି ୩୦ ଲକ୍ଷ ବର୍ଷ ତଳର ଜୀବାଶ୍ମ ମିଳିଛି। ଜୀବାଶ୍ମରୁ…

ପେଟ ଭରି ପିଜା ଖାଇଲେ ମହାକାଶଚାରୀ, ପିଜା ପାର୍ଟି ଭିଡ଼ିଓ ଭାଇରାଲ…

ଓ୍ବାଶିଂଟନ,୨୯।୮: ପୃଥିବୀରେ ପିଜା ଖାଇବା ଅତି ସାଧାରଣ କଥା। ମାତ୍ର ସ୍ପେସ୍‌ ଷ୍ଟେଶନରେ ବିଭିନ୍ନ କଟକଣା ମଧ୍ୟରେ ବସି ପିଜା ଖାଇବା କିଛି କମ୍‌ କଥା ନୁହେଁ। ତେବେ ଏହା ସତରେ ପରିଣତ ହୋଇଛି। ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନରେ ହୋଇଥିବା ଏକ…

୮୬ ବର୍ଷୀୟ ବୃଦ୍ଧ ଦେଖାଇଲେ କମାଲ, ଯବାନ ବି ପଡ଼ିଯିବେ ପଛରେ

ଆମେରିକାର ନ୍ୟୁଜର୍ସିରେ ରହୁଥିବା ଜଣେ ୮୬ ବର୍ଷୀୟ ବୃଦ୍ଧ ଏମିତି କିଛି କରି ଦେଖାଇଛନ୍ତି ଯାହା ଯବାନ ମଧ୍ୟ କରିପାରିବେ ନାହିଁ। ଟୋନି ଡାଣ୍ଡେଓ ନାମକ ଏହି ବୃଦ୍ଧ ଜଣକ ଅଶ୍ୱ ଚାଳନା ଜିତି ରେକର୍ଡ ସୃଷ୍ଟି କରିଛନ୍ତି। ଟୋନି ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?