ଫୁରସତ

୧୨ ବର୍ଷର ଛାତ୍ର ଘରେ ବସି ରୋଜଗାର କଲେ ୨ କୋଟି

କରୋନା ମହାମାରୀ କିଛି ଲୋକଙ୍କ ଜୀବନକୁ ବଦଳାଇ ଦେଇଛି। କାହାର ଚାକିରି ଚାଲିଯାଇଛି ତ ଆଉ କାହାର ବ୍ୟବସାୟ ମାନ୍ଦା ହୋଇଛି। ସ୍କୁଲ, କଲେଜ, ଅଫିସ ଏବଂ ବଜାର ବି ବନ୍ଦ ରହିଥିଲା। ଏବେ ପରିସ୍ଥିତି ଟିକେ ସୁଧାର ଆସିବାରୁ ଧୀରେ…

ବେଦୀରେ ବସି ଗୁଟ୍‌ଖା ଖାଉଥିଲେ ବର, କନ୍ୟା ଦେଲେ ଏକ ଶକ୍ତ ଚାପୁଡ଼ା, ଆଉ ତା’ ପରେ…

ପାନ-ମସଲା, ଗୁଟ୍‌ଖା ହେଉ କି ସିଗାରେଟ୍‌ ସମସ୍ତ ମାଦକ ଦ୍ରବ୍ୟ ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ମାତ୍ର ଅଧିକାଂଶ ଲୋକ ଏହା ଜାଣି ମଧ୍ୟ ମାଦକଦ୍ରବ୍ୟ ଖାଇବାରେ ଅଭ୍ୟାସ ରଖିଥାନ୍ତି। ଏମିତି କିଛି ଲୋକ ଅଛନ୍ତି ବିବାହ, ବ୍ରତ…

କନ୍ୟାବେଶରେ ସଜେଇ ହୋଇ ଶ୍ମଶାନରେ ପହଞ୍ଚିଲେ ଯୁବତୀ, ସତ ଜଣାପଡ଼ିବା ପରେ ସମସ୍ତଙ୍କ ଆଖିରୁ ବୋହିଗଲା ଧାରଧାର ଲୁହ

ଜଣେ ଯୁବତୀ ହାତରେ ଫୁଲତୋଡ଼ା ଆଉ କନ୍ୟାବେଶରେ ସଜେଇ ହୋଇ ଯେତେବେଳେ ଶ୍ମଶାନରେ ପହଞ୍ଚିଲେ ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ମାତ୍ର ଯେତେବେଳେ ସତ କଥା ଜଣାପଡ଼ିଲା ସେତେବେଳେ ସମସ୍ତଙ୍କ ଆଖିରୁ ଧାରଧାର ଲୁହ ବୋହିଗଲା। ପ୍ରକୃତ କଥା…

ଆଗାମୀ ପିଢ଼ି ପାଇଁ ଜୀବନ୍ତ ରହୁ ପୃଥିବୀ

ଆମର ସବୁଜ ପୃଥିବୀ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୃଥିବୀ ସାମ୍ନା କରୁଥିବା ସମସ୍ତ ସଙ୍କଟ ମଧ୍ୟରୁ ଅଧିକାଂଶ ମନୁଷ୍ୟ କୃତ। ଜନସଂଖ୍ୟା ବୃଦ୍ଧି, ଦ୍ରୁତ ଶିଳ୍ପାୟନ, ବିଶ୍ୱ ତାପନ ଆଦି ଜୀବନ୍ତ ପୃଥିବୀ ପାଇଁ ଆହ୍ବାନ ସୃଷ୍ଟି…

ପ୍ରେମିକାଙ୍କ ସହ ପାର୍କକୁ ଯାଇଥିଲେ ଯୁବକ, କାଠଗଣ୍ଡି ଭାବି ବସିଲା ବେଳକୁ …

ସ୍କଟ୍‌ଲ୍ୟାଣ୍ଡର ଗ୍ଲାସ୍‌ଗୋରେ ଜଣେ ଯୁବକ ପାର୍କରେ ଏକ କାଠଗଣ୍ଡି ପଡ଼ିଥିବା ଭାବି ତା’ ନିକଟକୁ ଯିବା ପରେ ଏହା ଅଜଗର ବୋଲି ଜାଣି ଭୟରେ ଦୌଡ଼ିଲେ। ଯାହାକୁ ସେ କାଠ ଗଣ୍ଡି ଭାବିଥିଲେ ତାହା ୧୪ ଫୁଟ ଲମ୍ବର ଏକ ଅଜଗର…

ମାରି ଖାଇବାକୁ ଛକିଥିଲା; ସାପ-କୁକୁଡା ମଧ୍ୟରେ ହେଲା ଜୋରଦାର ଲଢ଼େଇ; ଶେଷରେ…

ମନୁଷ୍ୟମାନଙ୍କ ମଧ୍ୟରେ ଅନେକ ଲୋକକଥା ପ୍ରଚଳିତ ରହିଛି। ସେଥିରୁ କିଛି ପଶୁମାନଙ୍କ ଉପରେ ରହିଛି। ମୁଷା-ବିରାଡି ଖେଳ, ସାପ-ନେଉଳ ମଧ୍ୟରେ ଲଢ଼େଇ ବିଷୟରେ ଶୁଣିବାକୁ ମିଳିଥାଏ। ତେବେ ସାପ ଆଉ ନେଉଳ ମଧ୍ୟରେ ଲଢ଼େଇରେ ବାଜିମାତ କରିଥାଏ ନେଉଳ। ହେଲେ ଆଜି…

ମହିଳାଙ୍କ ଅଜବ ସଉକ: ଚୁଟିରେ ସାପ ଗୁଡ଼ାଇ ଶପିଂ କରିବାକୁ ବାହାରିଲେ; ଭିଡିଓ ଦେଖିଲେ…

କଥାରେ ଅଛି ସଉକ ବଡ଼ ଜିନିଷ। କେହି କେହି ବୁଲିବାକୁ ଭଲପାଆନ୍ତି ତ କେହି କେହି ପୋଷାକକୁ ଭଲ ପାଆନ୍ତି। କାହାକୁ ଖାଇବାକୁ ଭଲ ଲାଗିଥାଏ ତ ଆଉ କାହାକୁ ଟଙ୍କା ରୋଜଗାର କରିବା ପସନ୍ଦ। ହେଲେ ଦୁନିଆରେ ଏଭଳି କିଛି…

ପକ୍ଷୀଙ୍କୁ ମାରି ଏଭଳି ଖାଇଲା କଇଁଛ; ଲୋମ ଟାଙ୍କୁରା ଭିଡିଓ ଦେଖିଲେ…

ଠେକୁଆ-କଇଁଛ କାହାଣୀ ବିଷୟରେ ସମସ୍ତେ ଜାଣିଥିବେ। କାହାଣୀ ହେଉ ଅବା ବାସ୍ତବତା, ଲୋକେ କଇଁଛକୁ ବହୁତ ନିରୀହ ଜୀବ ବୋଲି କହିଥାନ୍ତି। କିଛି ଲୋକ ପୋଷା ଜୀବ ଭାବେ ଏହାକୁ ଘରେ ରଖିଥାନ୍ତି। ସ୍ବଭାବ ଦେଖିଲେ କଇଁଛ ଏକ ଶାକାହାରୀ ଜୀବ…

୩୦ ସେକେଣ୍ଡ୍‌ରେ ୫୮ ପୁଶ୍‌ଅପ୍‌ ମାରିଲେ ଏହି କୁନି ବାଳକ

କଥାରେ ଅଛି, ତୁଳସୀ ଦୁଇ ପତ୍ରରୁ ବାସେ। ଅର୍ଥାତ୍‌ ପିଲାଦିନରୁ ହିଁ ପ୍ରତିଭା ସମ୍ପର୍କରେ ଜଣାପଡ଼େ। ଏହି ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ହୁଗୁଳିଘାଟରେ ରହୁଥିବା ପ୍ରଥମ ଶ୍ରେଣୀର ଛାତ୍ର ରାଜନାଥ ଦତ୍ତଙ୍କ କ୍ଷେତ୍ରରେ। ରାଜନାଥ କଠିନ ପରିଶ୍ରମ କରି…

ଛପି ଛପି ମାଛ ଖାଇବାକୁ ଆସିଥିଲା ବିଲେଇ: ମାଛ କଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଏମିତି ଭିଡିଓ ଭାଇରାଲ ହୋଇଥାଏ ଯାହା ଦେଖିଲେ ହସିହସି ବେଦମ୍‌ ହୋଇଯିବେ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ହସ ରୋକି ପାରିବେନି। https://www.facebook.com/banglacyclone/videos/253683116604928/ ଭାଇରାଲ…

ମୋତେ କରୋନା ହୋଇଛି କହି ୨୫ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଉପରେ ଛେପ ପକାଇଲେ ଯୁବତୀ, ଆଉ ତା’ ପରେ…

ଆମେରିକାର ଜଣେ ଯୁବତୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମିଳିଛି। କାରଣ ଏହି ଯୁବତୀ ଜଣକ ଏକ ସୁପରମାର୍କେଟ୍‌ରେ ଛିଙ୍କିବା ସହ ଖାଦ୍ୟ ସାମଗ୍ରୀ ଉପରେ ଛେପ ପକାଇଥିଲେ। ଏହା ପରେ ସେ ଜୋର୍‌ରେ ପାଟି କରି କହିଥିଲେ ମୋତେ…

ତାରା ଏନ୍ତୁଡ଼ିଶାଳର ମିଳିଲା ସନ୍ଧାନ, ହୁବଲ ଟେଲିସ୍କୋପ୍‌ ଦେଲା ସୂଚନା…

ଓ୍ବାଶିଂଟନ,୨୬।୮: ତାରା ଜନ୍ମ ହେବାର ଏନ୍ତୁଡ଼ିଶାଳ ସମ୍ପର୍କରେ ସନ୍ଧାନ ମିଳିଛି। ନାସାର ହୁବଲ ଟେଲିସ୍କୋପ୍‌ ଏନେଇ ସୂଚନା ଦେଇଛି। ନାସା ପକ୍ଷରୁ ଏହାକୁ ଷ୍ଟେଲାର ନର୍ସରୀ ବୋଲି କୁହାଯାଇଛି। ଏହା ପୃଥିବୀଠାରୁ ପ୍ରାୟ ଦେଢ଼ କୋଟି ଆଲୋକ ବର୍ଷ ଦୂରରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?