ପ୍ରଥମ ରୋଜଗାର ଟଙ୍କାରେ ଗହଣା, ଡ୍ରେସ୍ କିଣିଥିଲି: ରୂପଶ୍ରୀ ମହାପାତ୍ର
ପୁରୀ ଦୋଳମଣ୍ଡପ ସାହିରେ ମୋ ଘର। ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିବା ପରେ ପୁରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପଢିଥିଲି। ପାଠପଢା ସହିତ ଓଡ଼ିଶୀ ନୃତ୍ୟ ବି ଶିଖୁଥିଲି। ମୋତେ ଯେତେବେଳେ ମାତ୍ର…
ଡିସ୍ପ୍ଲେ ସ୍କ୍ରିନ୍ର ବୈଜ୍ଞାନିକ ରୂପଶ୍ରୀ ରାଗିଣୀ ଦାସ
ଦକ୍ଷିଣ କୋରିଆରେ ନିଜର ଗବେଷଣା ପାଇଁ ଦୁଇ ଦୁଇ ଥର ଶ୍ରେଷ୍ଠ ବୈଜ୍ଞାନିକର ଗୌରବ ଲାଭ କରିଥିବା ରୂପଶ୍ରୀ ରାଗିଣୀ ଦାସଙ୍କର ସାମ୍ସଙ୍ଗ ଡିସପ୍ଲେ ସ୍କ୍ରିନ ନିର୍ମାଣ ପଛରେ ରହିଛି ପ୍ରମୁଖ ଅବଦାନ। ଦେଶବିଦେଶରେ ବିଭିନ୍ନ ଆନ୍ତର୍ଜାତିକ ସମ୍ମିଳନୀରେ ତାଙ୍କର ଗବେଷଣା…
ଏବେ ଅଲୋଡ଼ା…
ନାଟକ ଦର୍ଶକଙ୍କୁ କେବଳ ମନୋରଞ୍ଜନ ଦିଏ ତା’ନୁହେଁ ବରଂ ସମାଜର ନିଚ୍ଛକ ଛବିକୁ ପ୍ରତିଫଳିତ କରିଥାଏ। ଗୋଷ୍ଠୀଗତ ଜୀବନରେ ଖୁବ୍ ପ୍ରଭାବ ପକାଇବା ସହ ଜନଜାଗରଣର ଏକ ବଳିଷ୍ଠ ମାଧ୍ୟମ ରୂପେ କାର୍ଯ୍ୟକରେ। ଓଡ଼ିଶାର ବିଭିନ୍ନ ପୁରପଲ୍ଲୀରେ ଅନୁଷ୍ଠିତ ହେଉଥିବା ନାନାପ୍ରକାର…
୩୦ ବର୍ଷ ପରେ ପୁଣି ଝରଣାରେ ଆସିଲା ପାଣି…
ଫରିଦାବାଦ,୧୨।୯: ଗତ ୩୦ ବର୍ଷ ଧରି ଝରଣାରେ ପାଣି ନ ଥିଲା। ମାତ୍ର ଏବେ ପୁଣି ଏହା ପ୍ରବାହିତ ହେବାରେ ଲାଗିଛି। ଏଭଳି ଘଟଣା ଫରିଦାବାଦର ମୋହବତାବାଦ ଅଞ୍ଚଳରେ ଘଟିଛି। ଏହି ଝରଣା ମହାଭାରତ ସମୟ ସହିତ ଜଡିତ ରହିଥିବା କୁହାଯାଉଛି।…
ପଛରୁ ଛପିଛପି ଆସି କୁମ୍ଭୀରକୁ ମାଡ଼ି ବସିଲା ବାଘ: ଦେଖନ୍ତୁ ଲୋମ ଟାଙ୍କୁରା ଭାଇରାଲ ଭିଡିଓ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ବିମାନରେ ପାଇଲଟ ପ୍ରେମିକ କଲେ ଏମିତି ଘୋଷଣା, ଲାଜେଇ ଗଲେ ପ୍ରେମିକା
ନିଜ ପ୍ରେମିକା ବସିଥିବା ବିମାନ ଚଳାଉଥିଲେ ଜଣେ ପ୍ରେମିକ। ଏହି ପାଇଲଟ ପ୍ରେମିକ ଜଣଙ୍କ ଯାତ୍ରା ମଝିରେ ଏମିତି ଘୋଷଣା କଲେ ଯେ, ଯାତ୍ରୀଙ୍କ ଗହଣରେ ବସିଥିବା ପ୍ରେମିକା ଶୁଣି ଲାଜେଇ ଗଲେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ…
ଏକାଠି ଲଢ଼ିବା ହିଁ ସର୍ବୋତ୍ତମ
ଯେକୌଣସି ସମସ୍ୟା ବିରୋଧରେ ଏକଜୁଟ ହୋଇ ଲଢ଼ିଲେ ସମାଧାନର ପଥ ସହଜ ହୋଇଥାଏ। ଏହା ପ୍ରତିି ପରିବାର, ସମାଜ, ରାଜ୍ୟ-ରାଜ୍ୟ ଅବା ଅନ୍ତର୍ଜାତୀୟସ୍ତରରେ ଦେଶ-ଦେଶ ପାଇଁ ପ୍ରଯୁଜ୍ୟ ହୋଇପାରେ। ଏହା ଦ୍ୱାରା ସମସ୍ୟା ବିରୋଧରେ ଲଢ଼େଇ ପାଇଁ ନୂଆ ଚିନ୍ତା ଧାରା…
ଦୁନିଆର ସବୁଠୁ ଭୟଙ୍କର ପକ୍ଷୀ, ନିମିଷକରେ ନେଇଥାନ୍ତି ମଣିଷଙ୍କ ଜୀବନ
ଦୁନିଆରେ ଏମିତି କିଛି ପକ୍ଷୀ ଅଛନ୍ତି, ଯେଉଁମାନେ ନିଜ ନିଜର ସ୍ବତନ୍ତ୍ରତାକୁ ନେଇ ଜଣାଶୁଣା। କିଛି ପକ୍ଷୀଙ୍କୁ ଦୁନିଆର ସବୁଠୁ ଭୟଙ୍କର ପକ୍ଷୀ ଭାବରେ ବି ଗଣନା କରାଯାଏ। କାରଣ ଏହି ପକ୍ଷୀମାନେ ଯେକୌଣସି ପରିସ୍ଥିତିରେ ମଣିଷମାନଙ୍କ ଜୀବନ ନେଇଯାଆନ୍ତି। ବୈଜ୍ଞାନିକମାନେ…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ ଏବେ ଫୁଟ୍ପାଥରେ, ଏମିତି ମିଳିଲା ପରିଚୟ
କୋଲକାତା,୧୧ା୯: ଭାଗ୍ୟ କାହାକୁ କେତେବେଳେ ନେଇ କେଉଁଠି ପହଞ୍ଚାଇ ଦେବ ତାହା କହିହେବ ନାହିଁ। ଠିକ୍ ଏମିତି ଦେଖିବାକୁ ମିଳିଛି ଜଣେ ଆଭିଜାତ୍ୟ ପରିବାର ସଦସ୍ୟଙ୍କ କ୍ଷେତ୍ରରେ। ଫ୍ଲପି ଇଂରାଜୀ, ଭାଇରୋଲୋଜିରେ ପିଏଚ୍ଡି କିନ୍ତୁ ଜୀବନ ବିତୁଛି ଫୁଟ୍ପାଥରେ। ଏହା ହେଉଛି…
ସ୍କୁଲ ଯିବାକୁ ଇଚ୍ଛା ନାହିଁ ବୋଲି କହୁଥିଲେ; ମହିଳା କଲେ ଏଭଳି ଯେ ଭିଡିଓ ଦେଖିଲେ…
କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ଏବେ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ସ୍କୁଲଗୁଡ଼ିକୁ ପୁଣିଥରେ ପର୍ଯ୍ୟାୟକ୍ରମେ ଖୋଲାଯାଉଛି। ଗୋଟିଏ ପଟେ ପିଲାମାନଙ୍କ ମଧ୍ୟରେ ସ୍କୁଲ ଖୋଲିବାକୁ ନେଇ ଉତ୍ସାହ ଥିବା ବେଳେ କିଛି ଏଭଳି…
ଦୁନିଆର ସବୁଠୁ ଶାନ୍ତ କୋଠରି, ଯେଉଁଠି ଶୁଭେ ହୃଦୟର ସ୍ପନ୍ଦନ ଆଉ ହାଡ଼ର ଶବ୍ଦ
ବ୍ୟସ୍ତବହୁଳ ଜୀବନରୁ ଟିକେ ଶାନ୍ତି ପାଇଁ ସମସ୍ତେ ଚାହାନ୍ତି। ଏକ ଶାନ୍ତ ପରିବେଶରେ, ମନରେ ଏକାଗ୍ରତା ଆସେ। ଯାହାକି ପ୍ରତ୍ୟେକ କାମ କରିବା ସହଜ ହୋଇଥାଏ। ଆଜି ଦୁନିଆର ସବୁଠାରୁ ସୁନ୍ଦର କୋଠରି ବିଷୟରେ କହିବୁ ଯାହାକି ଦୁନିଆର ସବୁଠୁ ଶାନ୍ତ…
ଦୁନିଆର ସବୁଠୁ ଭୟଙ୍କର ରେଳ ମାର୍ଗ
ଅଧିକାଂଶ ଲୋକ ଟ୍ରେନ୍ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଯେ କୌଣସି ସ୍ଥାନକୁ ଯିବା ପାଇଁ ଟ୍ରେନ୍ ଏକ ଆରାମଦାୟକ ଏବଂ ଶସ୍ତା ପରିବହନ ଅଟେ। ଟ୍ରେନରୁ ପର୍ବତ, ଜଙ୍ଗଲ ଏବଂ ନଦୀ ସମେତ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ମିଳେ।…

