ମା’ ଝିଅଙ୍କୁ ୧୪ ବର୍ଷ ପରେ ଏକାଠି କଲା ଫେସବୁକ୍
ଫ୍ଲୋରିଡା,୧୬।୯: ଫ୍ଲୋରିଡାରୁ ୨୦୦୭ରେ ଅପହରଣ ହୋଇଥିଲେ ଜ୍ୟାକଲିନ ହର୍ନ୍ନାଡେଜ ନାମକ ଜଣେ ଯୁବତୀ। ଦୀର୍ଘ ୧୪ ବର୍ଷ ପରେ ଫେସବୁକ କାରଣରୁ ଅପହୃତା ଯୁବତୀ ତାଙ୍କ ମା’ଙ୍କ ପାଖକୁ ଫେରି ପାରିଛନ୍ତି। ଦୁହେଁ ସୋମବାର ଟେକ୍ସାସଠାରେ ଏକତ୍ରିତ ହୋଇଥିଲେ। ୧୯ ବର୍ଷୀୟା…
ମାଲିକ ଦରମା ଦେଲେନି ବୋଲି କର୍ମଚାରୀ ଜେସିବି ଚଢ଼ାଇ ମାଟିରେ ମିଶାଇ ଦେଲେ ୫ ଟ୍ରକ୍, ଭିଡିଓ ଦେଖିଲେ…
ଏକ କୋଇଲା ଖଣିରେ କାମ କରୁଥିବା କର୍ମଚାରୀଙ୍କୁ ମାଲିକ ଦରମା ନ ଦେବାରୁ ସେ ଜେସିବି ଲଗାଇ ୫ଟି ଟ୍ରକ୍ ଭାଙ୍ଗି ଚୁର୍ମାର କରିଦେଇଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। When the Boss refuses…
ସାଇକେଲରେ ବସି ଲୋକଙ୍କ ଦାଢ଼ି କାଟୁଛନ୍ତି ବାରିକ, ଭିଡିଓ ଦେଖିଲେ…
କୁହାଯାଏ, ସ୍ବଦେଶୀ ଷ୍ଟାଇଲ୍ରେ ଭାରତୀୟମାନେ ସର୍ବାଗ୍ରେ ରହିଥାନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏପରି କିଛି ସ୍ବଦେଶୀ ଷ୍ଟାଇଲ୍ର ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆପଣ ହସ ରୋକି ପାରିବେ ନାହିଁ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ…
ପ୍ରେମିକା କରୋନା ଟିକା ନେଲେ ଏମିତି ପଦକ୍ଷେପ ନେବା ପାଇଁ ଧମକାଇଲେ ପ୍ରେମିକ,ଜାଣିଲେ ହେବେ ଆଶ୍ଚର୍ଯ୍ୟ
କରୋନା ମହାମାରୀରୁ ବଞ୍ଚିବା ପାଇଁ ଟିକା ନେବା ଜରୁରୀ। ମାତ୍ର ବ୍ରିଟେନର ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଟିକା ନେବାକୁ ମନା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଖାଲି ଏତିକି ନୁହେଁ, ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ ଧମକାଇଛନ୍ତି କରୋନା ଟିକା…
ବତକକୁ ଗୋଡ଼ାଇ ଖାଇବା ବଦଳରେ କୁକୁର କରୁଛି ଏପରି: ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
୨ ଛାତ୍ରଙ୍କ ଆକାଉଣ୍ଟକୁ ଆସିଲା ୯୬୦ କୋଟି…
ପାଟନା,୧୬।୯: ବିହାରରେ ୨ ଛାତ୍ରଙ୍କ ଆକାଉଣ୍ଟକୁ ୯୬୦ କୋଟି ଟଙ୍କା ଆସିଛି। ଏହାକୁ ନେଇ ବ୍ୟାଙ୍କ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖବର ପ୍ରଚାରିତ ହେବା ପରେ ଲୋକେ ବ୍ୟାଙ୍କରେ ଭିଡ଼ ଜମାଇ ନିଜ ନିଜର ଆକାଉଣ୍ଟ ଚେକ୍ କରିବା ଆରମ୍ଭ କରିଥିଲେ।…
ରାସ୍ତା ଉପରେ ନାଚିବା ପଡ଼ିଲା ମହଙ୍ଗା
ଇନ୍ଦୋର,୧୫।୯: ମଧ୍ୟପ୍ରଦେଶ ଇନ୍ଦୋରର ରସୋମା ସ୍କୋୟାରରେ ରେଡ୍ ସିଗନାଲର ଫାଇଦା ଉଠାଇ ଜଣେ ଯୁବତୀ ରାସ୍ତା ଉପରେ ନାଚି ଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି ଇନ୍ଷ୍ଟାଗ୍ରାମରେ। ଏହି ଭିଡିଓ ଯୁବତୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଟ୍ରାଫିକ୍ ନିୟମ ଭାଙ୍ଗିବା…
ଏଭଳି ହରିଣକୁ ଜିଅନ୍ତା ଗିଳିଲା ଅଜଗର; ଭିଡିଓ ଦେଖିଲେ…
ହରିଣକୁ ଜିଅନ୍ତା ଗିଳିଲା ଅଜଗର। ରାଜସ୍ଥାନର ବାରାଂ ଜିଲାରେ ଏକ ବିଶାଳକାୟ ଅଜଗର ହରିଣକୁ ଶିକାର କରିବାର ଭିଡିଓ ସାମ୍ନାକୁ ଆସିଛି। ଘଟଣାଟି ବୁଧବାର ସକାଳର। ଭିଡିଓରେ ସାପଟି କିଭଳି ହରିଣକୁ ଗୁଡ଼ାଇ ବଡ଼ ପାଟି କରି ଗିଳୁଛି ତାହା ଦେଖିବାକୁ…
ହନିମୁନ୍ରେ ଯାଇଥିଲେ ନବଦମ୍ପତି, ଏହି କାରଣରୁ ସ୍ବାମୀଙ୍କୁ ଛାଡ଼ି ଏକା ଚାଲି ଆସିଲେ ସ୍ତ୍ରୀ
ଇଂଲଣ୍ଡର ନବଦମ୍ପତି ବିବାହ ପରେ ହନିମୁନ୍ ପାଇଁ ଯାଇଥିଲେ। ମାତ୍ର ମହିଳା ଜଣକ ସ୍ବାମୀଙ୍କୁ ଏକୁଟିଆ ଛାଡ଼ି ଚାଲିଆସିଥିଲେ। ନବଦମ୍ପତି ଘରୁ ସାଥୀ ହୋଇ ଏୟାରପୋର୍ଟ ଯାଇଥିଲେ। ମାତ୍ର ସ୍ବାମୀଙ୍କ ସାମାନ୍ୟ ଭୁଲ ପାଇଁ ସବୁକିଛି ବିଗିଡ଼ିଗଲା। ଯେଉଁ କାରଣରୁ ମହିଳାଙ୍କୁ…
ବୋହୂଙ୍କ ପାଦ ଧୋଇ ପୂଜା କରୁଛନ୍ତି ଶାଶୁ, କାରଣ ଜାଣିଲେ କରିବେ ପ୍ରଶଂସା
ସାଧାରଣତଃ ଶାଶୁ-ବୋହୂ ସମ୍ପର୍କକୁ ନେଇ ବହୁବାର ନକାରାତ୍ମକ କଥା ଶୁଣିବାକୁ ମିଳିଥାଏ। ମାତ୍ର ମହାରାଷ୍ଟ୍ରର ଓ୍ବାଶିମରେ ଏମିତି ଜଣେ ଶାଶୁ ଅଛନ୍ତି, ଯେ କି ନିଜ ବୋହୂଙ୍କୁ ଲକ୍ଷ୍ମୀ ରୂପରେ ପୂଜା କରୁଛନ୍ତି। ୩ ଦିନ ଧରି ବୋହୂଙ୍କ ପାଦପୂଜା କରିଛନ୍ତି…
ପିଲାଙ୍କୁ ଦିଆଯିବ ଗଞ୍ଜା ରକ୍ତ ଇଞ୍ଜେକଶନ, ପ୍ରଖର ହେବ ସ୍ମୃତିଶକ୍ତି…
ବେଜିଂ,୧୫।୯: କରୋନା ମହାମାରୀ ମଧ୍ୟରେ ଚାଇନା ପିଲାମାନଙ୍କଠାରେ ଏକ ଅଦ୍ଭୁତ ପରୀକ୍ଷଣ କରିବାକୁ ପ୍ରସ୍ତୁତ ହେଉଛି। ସରକାର କହିଛନ୍ତି, ମାତାପିତା ଯେଉଁମାନେ ନିଜ ପିଲାମାନଙ୍କୁ ସୁପର ପିଲା କରିବାକୁ ଚାହୁଁଛନ୍ତି। ଯଦି ପିଲା ପ୍ରତ୍ୟେକ କ୍ଷେତ୍ରରେ ଆଗରେ ରୁହନ୍ତୁବୋଲି ସେମାନେ ଚାହାଁନ୍ତି,…
ଗଣତନ୍ତ୍ର ସ୍ବାଧୀନତାର ପ୍ରତିଫଳନ
ମଣିଷ ସଭ୍ୟ ଭାବେ ସମାଜରେ ବାସ କରିବା ପରେ ଏକ ସୁସ୍ଥ ସାମାଜିକ ପରମ୍ପରା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲା। ପରବର୍ତ୍ତୀ ସମୟରେ ଏହା ପ୍ରାଚୀନ ରାଜାରାଜୁଡ଼ା ଶାସନର ପ୍ରମୁଖ ଆଭିମୁଖ୍ୟ ମଧ୍ୟ ପାଲଟିଥିଲା। ଜନମତକୁ ଗୁରୁତ୍ୱ ଦେଇ ହଜାର ହଜାର…

