Posted inଫୁରସତ

ଏଭଳି ହରିଣକୁ ଜିଅନ୍ତା ଗିଳିଲା ଅଜଗର; ଭିଡିଓ ଦେଖିଲେ…

ହରିଣକୁ ଜିଅନ୍ତା ଗିଳିଲା ଅଜଗର। ରାଜସ୍ଥାନର ବାରାଂ ଜିଲାରେ ଏକ ବିଶାଳକାୟ ଅଜଗର ହରିଣକୁ ଶିକାର କରିବାର ଭିଡିଓ ସାମ୍ନାକୁ ଆସିଛି। ଘଟଣାଟି ବୁଧବାର ସକାଳର। ଭିଡିଓରେ ସାପଟି କିଭଳି ହରିଣକୁ ଗୁଡ଼ାଇ ବଡ଼ ପାଟି କରି ଗିଳୁଛି ତାହା ଦେଖିବାକୁ ମିଳିଛି।

କିଶନଗଞ୍ଚ ବନାଞ୍ଚଳରେ ଏକ ଅଜଗର ହରିଣ ଶିକାର କରୁଥିଲା। ସେ ତାର ଶରୀରରେ ଗୁଡ଼ାଇ ହୋଇ ଧିରେ ଧିରେ ଗିଳିଥିଲା। ବନବିଭାଗର କର୍ମୀମାନେ ଘଟଣାକୁ ଦେଖିଥିଲେ।

କୁହାଯାଉଛି, ଡ୍ୟୁଟି କରୁଥିବା ବନ ବିଭାଗ ଅଧିକାରୀ ପୁରୁଷୋତ୍ତମ ଶର୍ମା ହରିଣକୁ ଅଜଗର ମାଡ଼ି ବସିଥିବା ଦେଖିଥିଲେ। ସେ ନିଜର ମୋବାଇଲରେ ପୁରା ଘଟଣାକୁ ରେକର୍ଡ କରିଥିଲେ। ଏବେ ଏହା ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓରୁ ସଂଗୃହୀତ ତାର ଫଟୋ:


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ନ ଥିବେ ଡୋନାଲ୍ଡ ଟ୍ରମ୍ପଙ୍କ ଏମିତି ପ୍ରଶଂସକ!

ହାଇଦ୍ରାବାଦ୍‌,୧୮।୨: ଫେବୃୟାରୀ ୨୪ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଅହମଦାବାଦ ଯିବେ। ତାଙ୍କୁ ସ୍ବାଗତ କରିବା ପାଇଁ...

ପକ୍ଷୀଙ୍କ ପାଇଁ ଫ୍ଲାଟ୍‌

ଗାଜିଆବାଦରେ ପ୍ରଥମଥର ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଫ୍ଲାଟ୍‌ ନିର୍ମାଣ କରାଯାଇଛି। ଗାଜିଆବାଦ ବିକାଶ ପ୍ରାଧିକରଣ ଲୁପ୍ତ ହୋଇଯାଉଥିବା ପକ୍ଷୀଙ୍କ ପ୍ରଜାତି ବଞ୍ଚାଇ ରଖିବା ପାଇଁ ଏପରି...

ଭୟ ନାହିଁ,ଏପ୍ରିଲ୍‌ ୨୯ରେ ପୃଥିବୀକୁ ଦେବନି ଧକ୍କା ଗ୍ରହାଣୁପିଣ୍ଡ ୧୯୯୮-ଓଆର୍‌-୨ : ୨୦୭୯ରେ ସୃଷ୍ଟି ହୋଇପାରେ ସଙ୍କଟ !

ଓ୍ବାଶିଂଟନ,୨୧।୩: ଏପ୍ରିଲ୍‌ ୨୯ରେ ପୃଥିବୀ ସହିତ ଗ୍ରହାଣୁପିଣ୍ଡ ୧୯୯୮-ଓଆର୍‌-୨(୫୨୭୬୮) ଧକ୍କା ଦେବ ବୋଲି କେତେକ ଗୁଜବ କରୁଛନ୍ତି। ତେବେ ଏହା ମିଛ ବୋଲି ନାସାର ମହାକାଶବିଜ୍ଞାନୀ...

ଗାଁରେ ପୂର୍ବରୁ ଥିଲେ ୨୦୦ ଲୋକ, ଏବେ ରହୁଛନ୍ତି ଜଣେ: ଚକିତ କରିପାରେ କାରଣ..

ପ୍ରତ୍ୟେକ ଦେଶରେ ସହର ଏବଂ ଗାଁ ଦେଖିବାକୁ ମିଳିଥାଏ। ସହରୀ ଜୀବନ ଧାଁ ଧଉଡ଼ରେ କଟୁଥିବାବେଳେ ଗାଁରେ ରହିଥାଏ ନୈସର୍ଗିକ ସୁଖ। କିନ୍ତୁ ରୋଜଗାର ଆଶାରେ...

ଭାଷାତନ୍ତ୍ରୀର ସ୍ପନ୍ଦନ କବି ଗଜାନନ

ଓଡ଼ିଆ ସାହିତ୍ୟ ତଥା ସାମାଜିକ ଜୀବନ କ୍ଷେତ୍ରରେ ଜଣେ ବ୍ୟତିକ୍ରମ ଗଜାନନ ମିଶ୍ର। କବି ହିସାବରେ ବହୁପ୍ରସୂ, ଓକିଲ ହିସାବରେ ପରିଶ୍ରମୀ ଓ ସଚ୍ଚୋଟ, ମଣିଷ...

ହାତ ଧରାଧରି ହୋଇ ଉଡ଼ିଲେ ଦୁଇ ଛଞ୍ଚାଣ, ଆଉ ତା ପରେ

ସୋସିଆଲ ମିଡିଆରେ ଦୁଇ ଛଞ୍ଚାଣକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ହାତ ଧରାଧରି ହୋଇ ଏହି ଦୁଇ ପକ୍ଷୀ ଉଡ଼ୁଥିବା ଦେଖିବାକୁ ମିଳୁଛି।...

ସେଲ୍‌ଫି ବିକି ଯୁବକ କୋଟିପତି, ଜାଣନ୍ତୁ କେମିତି ଏତେ ଟଙ୍କା କଲେ ରୋଜଗାର

ଦୁନିଆରେ ସମସ୍ତ ବ୍ୟକ୍ତିଙ୍କ କିଛି ନା କଛି ସ୍ବପ୍ନ ରହିଥାଏ। କିପରି ଅଧିକ ଅର୍ଥ ରୋଜଗାର କରି ଭଲରେ ଚଳିବେ ସେନେଇ ଅଧିକାଂଶ ଲୋକ ଭାବିଥାନ୍ତି।...

ଏହି ସ୍ଥାନରେ ଆଜିଯାଏ ପହଞ୍ଚିପାରିନି କରୋନା ଭାଇରସ୍‌

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ହଟଚମଟ ସୃଷ୍ଟି କରିଛି। ଏହି ମହାମାରୀ ଯୋଗୁ ବିଶ୍ୱରୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ମହାମାରୀର ମୁକାବିଲା ପାଇଁ...

Advertisement
Archives

Model This Week