ଫୁରସତ

ଶାଢ଼ି ପିନ୍ଧି ରେଷ୍ଟୁରାଣ୍ଟ ଗଲେ ମହିଳା, ପ୍ରବେଶ ଅନୁମତି ଦେଲେ ନାହିଁ କର୍ମଚାରୀ, କାରଣ ଜାଣିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ଶାଢ଼ି ପିନ୍ଧିଥିବାରୁ ରେଷ୍ଟୁରାଣ୍ଟ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ କର୍ମଚାରୀ ସେ ସମ୍ପର୍କରେ ଜଣାପଡ଼ିଛି। ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକେ ରେଷ୍ଟୁରାଣ୍ଟକୁ ଟ୍ରୋଲ କରୁଛନ୍ତି।…

ଆଖି ପିଛୁଳାକେ ପିଲା ଉପରେ ପଡ଼ୁଛି ଇଟା ଗଦା, ବଞ୍ଚାଇବାକୁ ମା’ କରୁଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଗାଁର ବିକାଶ ପାଇଁ ନିଜ ରୋଜଗାରରୁ ଏତିକି କୋଟି ଖର୍ଚ୍ଚ କଲେ ଏହି ବ୍ୟକ୍ତି, ଜାଣିଲେ…

ନିଜ ଅପେକ୍ଷା କେବେ ପୂରା ଗାଁର କଥା ଚିନ୍ତା କରିଛନ୍ତି? ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି କିନ୍ତୁ ଏପରି କରି ଦେଖାଇଛନ୍ତି। ନିଜ ରୋଜଗାରର ସମସ୍ତ ଦରମା ଗାଁର ବିକାଶ କାମରେ ଖର୍ଚ୍ଚ କରିଦେଇଛନ୍ତି। ଖାଲି ଏତିକି ନୁହେଁ, ବ୍ୟାଙ୍କରୁ ଲୋନ୍‌ ନେଇ…

ବାଇକ୍‌ ମୁଣ୍ଡରେ ରଖି ବସ୍‌ ଉପରକୁ ଚଢ଼ିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି କିଛି ଭିଡିଓ ଶେୟାର କରାଯାଇଥାଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଦର୍ଶକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ନିଜ ମୁଣ୍ଡ…

ଅଫିସରେ ମହିଳା କର୍ମଚାରୀଙ୍କୁ ଏହି ନାଁରେ ଡାକୁଥିଲେ ଜଣେ ପୁରୁଷ କର୍ମଚାରୀ, ଚାଲିଗଲା ଚାକିରି

ବ୍ରିଟେନରେ ଜଣେ ବ୍ୟକ୍ତି ଅଫିସ୍‌ର ଜଣେ ମହିଳା କର୍ମଚାରୀଙ୍କୁ ଅଲଗା ନାଁରେ ଡାକିବା ଭାରି ପଡ଼ିଛି। ଫଳରେ କମ୍ପାନୀ ତାକୁ ଚାକିରିରୁ ବାହାର କରିଦେଇଛନ୍ତି। ମଞ୍ଚେଷ୍ଟରରେ ମାଇକ୍‌ ହାର୍ଟଲେ ନାମକ ଜଣେ ବ୍ୟକ୍ତି ନିଜ ଅଫିସରେ କାମ କରୁଥିବା ଜଣେ ମହିଳା…

ରାସ୍ତା ମଝିରେ ଅହିରାଜ ସହ ଲଢ଼ିଲା ଗୋଧି; ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ…

ଅହିରାଜ ସହ ଗୋଧିର ଲଢ଼େଇ। ଏକ ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓଟି କେରଳର ମଲୟାଟୋରସ୍ଥିତ ଥୁଣ୍ଡମ ରେଞ୍ଜର ଏକ ଜଙ୍ଗଲର। ସେଥିରେ ଅହିରାଜ ସହ କିଭଳି ଗୋଧି ଲଢ଼େଇ କରୁଛି ତାହା ଦେଖିବାକୁ ମିଳୁଛି।…

ଛେଳି ସହ ସ୍କୁଲ…

ଶିମଲା,୨୧।୯: ଛେଳି ସହ ଜଣେ ବାଳିକା ସ୍କୁଲକୁ ଯାଉଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ବାଳିକା ପିଠିରେ ସ୍କୁଲ ବ୍ୟାଗ୍‌ ଧରି ହିମାଚଳ ପ୍ରଦେଶର ପାହାଡ଼ିଆ ଗାଁରେ ଯାଉଥିବାର ଦେଖିବାକୁ ମିଳୁଛି। ବାଳିକାଙ୍କ…

ଡିଜିଟାଲ ମିଡିଆ ନୂଆ ପିଢ଼ି ପାଇଁ ଟ୍ରେଣ୍ଡ

ପେସାରେ ସେ ଇଞ୍ଜିନିୟର। କିନ୍ତୁ ନିଶା ତାଙ୍କର ଗୀତ ଗାଇବା। ୨୦୧୫ରେ ଏକ ସିଙ୍ଗିଙ୍ଗ ରିଅଲିଟି ଶୋ’ରେ ଭାଗ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପରେ ୨୦୧୬ରେ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଥିଲେ। ସେଥିରୁ ମଧ୍ୟ ସେ ଶ୍ରୋତାଙ୍କ ଅଜସ୍ର ଭଲପାଇବା…

ମସ୍ତିଷ୍କ କାର୍ଯ୍ୟଧାରାରେ ବାଧକ ଆଲଜିମର୍ସ

ଆଲଜିମର୍ସ ଏକ ସ୍ନାୟୁଗତ ରୋଗ। ଏଥିଯୋଗୁ ମସ୍ତିଷ୍କର କୋଷ (ସେଲ୍‌) ପ୍ରଭାବିତ ହୋଇଥାଏ, ଫଳରେ ମସ୍ତିଷ୍କର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଥାଏ। ତେଣୁ ଏପରି ରୋଗର କାରଣ ବିଷୟରେ ଅବଗତ ହେବା ନିହାତି ଦରକାର। ୧୯୯୪ ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର ୨୧କୁ ‘ବିଶ୍ୱ…

ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ପର୍କ ଦୃଢ଼ ହୁଏ। ଫଳରେ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ଏହା ପରିବାର-ପରିବାର, ସମାଜ-ସମାଜ, ରାଜ୍ୟ-ରାଜ୍ୟ ତଥା ଦେଶ-ଦେଶ ପାଇଁ ଲାଗୁ ହୋଇପାରେ। ସେହିପରି ଶାନ୍ତି ଆସିବାର ମୁଖ୍ୟ ମାଧ୍ୟମ ହେଉଛି…

ବିବାହ ଦିନ ଶାଶୁ ଏମିତି କାମ କଲେ, ଭାବି ବୋହୂ ରାଗରେ ହୋଇଗଲେ ନିଆଁବାଣ

ସାଧାରଣତଃ ବିବାହ ପରେ ବୋହୂମାନେ ଶାଶୁମାନଙ୍କ ବିରୋଧରେ ଅଭିଯୋଗ ଆଣନ୍ତି। କିନ୍ତୁ ବିବାହ ଦିନ ବୋହୂ ଶାଶୁଙ୍କ ବିରୋଧରେ ଅଭିଯୋଗ ଆଣିବା ନିହାତି ଆଶ୍ଚର୍ଯ୍ୟର ବିଷୟ। ଏକ ବିବାହ କାର୍ଯ୍ୟକ୍ରମରେ ଶାଶୁ ଏପରି କାର୍ଯ୍ୟ କରିଥିଲେ, ଯାହାଦ୍ୱାରା ତାଙ୍କ ଭାବି ବୋହୂ…

କୁକୁର ସହ ଯାତ୍ରା କରିବାକୁ ବିମାନର ପୂରା ବିଜ୍‌ନେସ୍‌ କ୍ଲାସ ବୁକ୍‌ କଲେ ମାଲିକ, ଖର୍ଚ୍ଚ ହେଲା…

ସାଧାରଣତଃ ବିମାନ ଯାତ୍ରା କରିବାକୁ ଲୋକଙ୍କ ମନରେ ସ୍ବପ୍ନ ଥାଏ। କିନ୍ତୁ ମୁମ୍ବାଇରେ ଏକ କୁକୁର ବିମାନର ବିଜ୍‌ନେସ୍‌ କ୍ଲାସରେ ଯାତ୍ରା କରିଛି। ଜଣେ ମାଲିକ କୁକୁରକୁ ବିଜ୍‌ନେସ୍‌ କ୍ଲାସ ବିମାନ ବୁକ୍‌ କରି ମୁମ୍ବାଇରୁ ଚେନ୍ନାଇ ଯାତ୍ରା କରିଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?