Posted inଫୁରସତ

ଛେଳି ସହ ସ୍କୁଲ…

ଶିମଲା,୨୧।୯: ଛେଳି ସହ ଜଣେ ବାଳିକା ସ୍କୁଲକୁ ଯାଉଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ବାଳିକା ପିଠିରେ ସ୍କୁଲ ବ୍ୟାଗ୍‌ ଧରି ହିମାଚଳ ପ୍ରଦେଶର ପାହାଡ଼ିଆ ଗାଁରେ ଯାଉଥିବାର ଦେଖିବାକୁ ମିଳୁଛି। ବାଳିକାଙ୍କ ପଛରେ ଗୋଟିଏ ଧଳା ରଙ୍ଗର ଛେଳି ମଧ୍ୟ ଯାଉଛି। ଏଥିରୁ ବାଳିକା ଏବଂ ଛେଳି ମଧ୍ୟରେ ଭଲ ବନ୍ଧୁତା ଥିବାର ଅନୁମାନ କରାଯାଇ ପାରୁଛି।

ବାଳିକା ଜଣଙ୍କ ଦୋଡିଲେ ପଛରେ ଯାଉଥିବା ଛେଳିଟି ମଧ୍ୟ ଦୌଡୁଛି। ଭିଡ଼ିଓକୁ ଡ.ଅଜୟିତା ନାମକ ଜଣେ ବ୍ୟକ୍ତିଙ୍କ ଟୁଇଟର ହ୍ୟାଣ୍ଡେଲରୁ ଅପଲୋଡ୍‌ କରାଯାଇଛି। ୧୪ ସେକେଣ୍ଡର ଏହି ଭିଡ଼ିଓ ନେଇ ବହୁ ୟୁଜର ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ଇତିମଧ୍ୟରେ ଏହି ଭିଡ଼ିଓକୁ ୧୯ ହଜାରରୁ ଅଧିକ ଥର ଦେଖାଯାଇଥିବା ବେଳେ ୨ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ହୀରା ମିଳିଲା

ୱାଶିଂଟନ: ଜନ୍ମଦିନରେ ସମସ୍ତ ଉପହାର ପାଇବାକୁ ଉତ୍ସାହିତ ଥାନ୍ତି। ତେବେ ନିକଟରେ ଏକ ୭ ବର୍ଷୀୟା ଝିଅକୁ ତା’ ଜନ୍ମଦିନରେ ଏକ ଖାସ୍‌ ଉପହାର ମିଳିଛି।...

ଜାଣନ୍ତି ବିମାନରେ କାହିଁକି ପୁରୁଷଙ୍କ ତୁଳନାରେ ନିଯୁକ୍ତି ପାଇଥାନ୍ତି ଅଧିକ ମହିଳା କର୍ମଚାରୀ

ଆପଣ କେବେ ବିମାନରେ ଯାତ୍ରା କରିଛନ୍ତି କି? ଯଦି ନା ତେବେ ନିଶ୍ଚିତ କୌଣସି ଫିଲ୍ମ କିମ୍ବା ବ୍ଲଗରେ ବିମାନ ଯାତ୍ରାର ଦୃଶ୍ୟ ଦେଖିଥିବେ। ଏହି...

ଅମରପ୍ରେମରୁ କାବେରୀ

ଆଲୋ ସୁନ୍ଦରୀ ତୋର କଥାରେ, ମୁଁ ନାଚିବି ଭାଲୁ ସାଥିରେ…। ପୁଣି- ଆସିବ ବର ତୋର ହୋଇବ ବାହାଘର ତା’ପରେ….ଏମିତି ଏକାଧିକ ଚଳଚ୍ଚିତ୍ର ସଂଗୀତର ଲେଖକ...

ସେବା ପାଇଁ ସମର୍ପିତ ଥିଲେ ଉମା

ନିଜର ୫ ପୁଅ, ଗୋଟିଏ ଝିଅ ଜନ୍ମ ଦେଇଥିଲେ ସିନା, ଅସୁମାରୀ ଲୋକ ଯେ ତାଙ୍କୁ ମା’ର ଆସନରେ ବସାଇଥିଲେ, ତାହା କେହି କଳ୍ପନା କରି...

ଗଛ ମରିଗଲେ ଯିବାକୁ ପଡିବ ଜେଲ

ମୁରୈନା,୨୮।୧: ମଧ୍ୟପ୍ରଦେଶର ମୁରୈନା ଜିଲାରେ ଥିବା ଏକ ଜଙ୍ଗଲର ଗଛ ଗୁଡିକୁ ଦେଖାରଖା କରିବାକୁ ପୋଲିସ ଆସିଥାଆନ୍ତି। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ସତ୍ୟ।...

ବିଶ୍ୱର ସବୁଠୁ ସୁନ୍ଦର ଗୁମ୍ଫା: ଯେଉଁଠି କେବଳ ବାସ କରେ ମଣିଷ

ଆଜିଯାଏ ଶୁଣିଥିଲେ ଗୁମ୍ଫାରେ ବାଘ କିମ୍ବା ସିଂହ ରହିଥାଏ। କିନ୍ତୁ ଏଠାରେ ଯେଉଁ ଗୁମ୍ଫା ସମ୍ପର୍କରେ ଆଲୋଚିତ ହୋଇଛି, ସେଠାରେ କେବଳ ମଣିଷ ହଁି ବାସକରେ।...

ଆଇସିୟୁରେ ଝିଅର ବାହାଘର ପରେ ମା’ଙ୍କ ମୃତ୍ୟୁ

ଗୟା,୨୬।୧୨: ଅନେକ ଥର ଫିଲ୍ମରେ ହସ୍ପିଟାଲରେ ବାହାଘର ହେଉଥିବା ସମସ୍ତେ ଦେଖିଥିବେ। କିନ୍ତୁ ସତରେ ହସ୍ପିଟାଲରେ ବାହାଘର ହେବା କଥା କେହି ଦେଖିଛନ୍ତି କି ଶୁଣିଛନ୍ତି।...

ମା’ ମାଙ୍କଡ଼ ଭଳି ଛୁଆକୁ ନେଉଛି ବିଲେଇ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରୁଛି।...

Advertisement
Archives

Model This Week