ଫୁରସତ

କନ୍ୟା ୭୫କୁ ବର ୯୦: ପରିବାରର ସହମତିରେ ହେଲା ବିବାହ

ଲକ୍ଷ୍ନୌ,୬ ।୯: ‘ଉମ୍ର ୫୫କି ଦିଲ ବଚପନ କା’ ହିନ୍ଦୀର ଏହି ପ୍ରୋଭର୍ବ ଏବେ ସତକୁ ସତ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶ ରାମପୁରରେ ଏମିତି ଏକ ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ୯୦ ବର୍ଷର ଜଣେ…

ମଦ ନିଶାରେ ୩ ସାଙ୍ଗ ରଖିଲେ ଅଜବ ସର୍ତ୍ତ, ଏହାକୁ ପୂରା କରିବା ପାଇଁ ନେଲେ ଏହି ନିଷ୍ପତ୍ତି

ମଦ ନିଶାରେ ତିନି ସାଙ୍ଗ କଥା ହେଉ ହେଉ ଅଜବ ସର୍ତ୍ତ ଲଗାଇଲେ। ଯାହାକୁ ପୂରଣ କରିବା ପାଇଁ ଏକ ଆବେଗରେ ପରିଣତ ହେଲା। ସର୍ତ୍ତ ପୂରଣ କରିବା ପାଇଁ ତିନିଜଣଯାକ ପ୍ରବଳ ଖରାରେ ଯାହା କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ଓଡ଼ିଶୀ ଶୈଳୀର ବିକାଶ ଦିଗରେ ଏକାମ୍ର ଥିଲା ପରୀକ୍ଷାଗାର

ଆମେ ପୂର୍ବରୁ ଆଲେଖ୍ୟରେ ବିଚାର କରିଥିଲେ ଗୋଟିଏ ଜାତି ପଥର ଶିଳ୍ପକଳାର ଶୀର୍ଷ ସ୍ଥାନରେ ପହଞ୍ଚିବା ଆଗରୁ କେତେ ଯେ ପରୀକ୍ଷା ନିରୀକ୍ଷା ଦେଇ ବିକାଶ ପଥରେ ଆଗେଇଥିବ, କଳ୍ପନା କରିବା ସମ୍ଭବ ନୁହେଁ। ଶିଳ୍ପୀର ସେ ଦୀର୍ଘଯାତ୍ରା ଆଜି ଆମେ…

ବାଡ଼ି ଧରି ଛପି ଛପି ଯାଉଥିଲେ ଯୁବକ, କୁକୁଡ଼ା କଲା ଏମିତି, ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ଏହା ଦେଖି ଲୋକେ ହସି ହସି ଗଡ଼ିଥାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସ ରୋକିପାରିବେ ନାହିଁ। ଜଣେ ଯୁବକ…

ପାଦ ଦୁର୍ଗନ୍ଧରେ ବେହୋସ୍‌ ହୁଏ ରୋବୋ ଡଗ୍‌

ପାଦ ଦୁର୍ଗନ୍ଧ ସମସ୍ୟା ଅନେକଙ୍କଠାରେ ପରିଲକ୍ଷିତ ହୁଏ। ଜାପାନରେ ତ ଏହି ସମସ୍ୟା ଅଧିକ ପରିଲକ୍ଷିତ ହୁଏ। ତେଣୁ କାହାରି ଘରକୁ ପ୍ରବେଶ କରିବା ପୂର୍ବରୁ ଜୋତାକୁ ବାହାରେ ରଖିବା ଅନିବାର୍ଯ୍ୟ ଥାଏ। ଏବେ ଏଠାରେ ଏହି ସମସ୍ୟାକୁ ଦୂର କରିବା…

ପତ୍ରରେ କାରିଗରି

ସନ୍ଦେଶ ଏନ୍‌ ରଙ୍ଗନେକର୍‌ ଜଣେ ଚିତ୍ରକର। ଯେଉଁଠି ଚିତ୍ରକରମାନେ ବଡ ବଡ କାନ୍‌ଭାସ୍‌ରେ ନିଜ ହାତର ଯାଦୁକରି ଦେଖାନ୍ତି, ରଙ୍ଗନେକର୍‌ କିନ୍ତୁ ଚିତ୍ର କରିବା ପାଇଁ ଓସ୍ତପତ୍ରକୁ କାନ୍‌ଭାସ୍‌ଭାବେ ବାଛିଛନ୍ତି। ସେଥିରେ ସେ ବହୁପ୍ରସିଦ୍ଧ ବ୍ୟକ୍ତିଙ୍କ ଚିତ୍ର ବେଶ୍‌ ନିଖୁଣଭାବେ କରନ୍ତି।…

ସାଇକେଲ୍‌ରେ ବୁଲି ବୁଲି ମାଗଣାରେ ପଢ଼ାନ୍ତି

ଉତ୍ତର ପ୍ରଦେଶ, ଫାରୁଖବାଦର ସଲେମ୍‌ପୁରରେ ରହୁଥିବା ଆଦିତ୍ୟ କୁମାର ବେଶ୍‌ ପରିଚିତ ସାଇକେଲ୍‌ଓ୍ବାଲେ ଗୁରୁଜୀଭାବେ। ତାଙ୍କ ସାଇକେଲକୁ ଦେଖିଦେଲେ ଲୋକେ ଜାଣିଯାନ୍ତି ଆଦିତ୍ୟ କୁମାରଙ୍କୁ। ପାଠପଢାକୁ ନେଇ ବିଭିନ୍ନ ସଚେତନତା ବାର୍ତ୍ତା ବଡ ବଡ ଅକ୍ଷରରେ ଲିଖିତ ପୋଷ୍ଟର ଲାଗିଥାଏ ତାଙ୍କ…

ଶିକ୍ଷକଙ୍କ କୃଷି ସଂଗ୍ରହାଳୟ

ସଂଗ୍ରହାଳୟ କେବଳ ଜ୍ଞାନର ଗନ୍ତାଘର କି ପାରମ୍ପରିକ ବିରଳ ସାମଗ୍ରୀର ସାଇତା ସମ୍ପଦ ନୁହେଁ ବରଂ ଏହାଦ୍ୱାରା ବହୁ ଜଣାଅଜଣା କଥା ଜାଣିହୁଏ। ଗବେଷଣା ପାର୍ଁଇ ସୂତ୍ର ମିଳେ। ଏମିତିରେ ଗାଁଗଣ୍ଡାରୁ ହଜିଯାଉଥିବା ବହୁ ବିରଳ ତଥା ପୁରାତନ ବ୍ୟବହୃତ ସାମଗ୍ରୀକୁ…

ରୋଜଗାର ଟଙ୍କା ଅନାଥାଶ୍ରମକୁ ଦେଇଥିଲି: କଣ୍ଠଶିଳ୍ପୀ ସଞ୍ଜିତା ମିଶ୍ର

ଭୁବନେଶ୍ୱରସ୍ଥ ଲକ୍ଷ୍ମୀସାଗରରେ ମୋ ଜନ୍ମ। ହରିହର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ବିଜେବି କଲେଜରେ ଯୁକ୍ତ ଦୁଇ ପଢିଥିଲି। ସେତେବେଳେ ମୋ ବାପା ଡ. ବିଜୟ କୁମାର ମିଶ୍ର ବିଜେବି କଲେଜର ପ୍ରିନ୍ସିପାଲ୍‌ ଥାନ୍ତି। ହେଲେ ଚାକିରି କ୍ଷେତ୍ରରେ ତାଙ୍କର…

ନନ୍ଦ ମାଷ୍ଟ୍ରେଙ୍କ ଚାଟଶାଳୀ

ଜୀବନର ଅପରାହ୍ନରେ ସେ ଉପନୀତ। ତଥାପି ବଞ୍ଚେଇ ରଖିଛନ୍ତି ଗାଁ ଚାଟଶାଳୀକୁ। କିନ୍ତୁ ଶିକ୍ଷା କ୍ଷେତ୍ରରେ ସେବା ଓ ତ୍ୟାଗ ପାଇଁ ତାଙ୍କୁ ମିଳିଛି ଦେଶର ସମ୍ମାନଜନକ ଉପାଧି ପଦ୍ମଶ୍ରୀ ପୁରସ୍କାର। ସେହି ବିରଳ ବ୍ୟକ୍ତି ହେଲେ ପଦ୍ମଶ୍ରୀ ନନ୍ଦ କିଶୋର…

ନମାମୀ ଗୁରୁ

କୁହାଯାଏ ଜ୍ଞାନଠୁ ବଡ଼ ଦାନ ନାହିଁ। ଆଉ ଗୁରୁଙ୍କଠୁ ବଡ଼ କେହି ଦାନୀ ନାହିଁ। ସେ ହେଉଛନ୍ତି ଏକ ପଥ ଯେ ନିଜେ ସ୍ଥିର ରହି ଅନ୍ୟକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାନ୍ତି। ତ୍ୟାଗ ତାଙ୍କର ଅନନ୍ୟ। ସେ ନିଜକୁ ଜାଳି ଜ୍ଞାନର…

ଏମିତି ଜେଲ୍‌, ଯେଉଁଠି ନିରକ୍ଷର କଏଦୀଙ୍କୁ ପଢ଼ାଯାଏ ପାଠ

ଜେଲ୍‌ ନାଁ ଶୁଣିଲେ ମନକୁ ଆପଣାଛାଏଁ ଆସିଯାଏ କି ଏହା ଅପରାଧୀମାନଙ୍କ ପାଇଁ ସ୍ଥାନ। ମାତ୍ର ଉତ୍ତରପ୍ରଦେଶର ଫତେପୁର ଜିଲା କାରାଗାରରେ ଥିବା ବିଚାରାଧୀନ କଏଦୀମାନେ ପାଠ ପଢୁଛନ୍ତି। ଏମାନଙ୍କୁ ପଢ଼ାଉଛନ୍ତି ଜଣେ ଅପରାଧୀ। ଯିଏ କି ଜଣେ ଗ୍ରାଜୁଏଟ୍‌। ସାକ୍ଷରତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri