ଫୁରସତ

ସାତଥର ଯିବ ଗଙ୍ଗା, ଥରେ ଚନ୍ଦ୍ରଭାଗା…

ପୂର୍ବ ସଂଖ୍ୟାରେ ଆମେ ଠାରିଦେଇଥିଲୁ ସଂପ୍ରୀତିର ବାର୍ତ୍ତା ଦେଉଥିଲା ଚନ୍ଦ୍ରଭାଗା। ସଂପ୍ରୀତି ମାନେ ହେଉଛି ଅନୁରାଗ ଆଉ ସ୍ନେହ। ସାମାଜିକ ଦୃଷ୍ଟିରୁ ‘ସଦ୍‌ଭାବନା’ ବନ୍ଧୁତ୍ୱପୂର୍ଣ୍ଣ ସ୍ବୀକୃତି, ହର୍ଷ ଏବଂ ଉଲ୍ଲାସ। ଏଇ ଛ’ଟି ଭାବ ମଣିଷକୁ ସକାରାତ୍ମକ ଦିଗକୁ ପ୍ରେରଣା ଦିଏ।…

ଝିଅଙ୍କ ଅଧିକାର, ଅଗ୍ରଗତି ଗୁରୁତ୍ୱପୂର୍ଣ୍ଣ

ଏବେ ସବୁ କ୍ଷେତ୍ରରେ ବାଳିକାମାନେ ଆଗୁଆ। ଜୀବନର ସମସ୍ତ ଆହ୍ବାନକୁ ସେମାନେ ସହଜରେ ଗ୍ରହଣ କରିବାକୁ ସକ୍ଷମ। ଭବିଷ୍ୟତରେ ବଡ଼ ହୋଇ ପରିବାର ସମ୍ଭାଳିବାଠାରୁ ଆରମ୍ଭ କରି ଦେଶର ନେତୃତ୍ୱ, ଦେଶରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପ୍ରତିପାଦନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ…

ଶୁଆକୁ ଡରିଗଲା ବିଲେଇ, ଶେଷରେ କଲା ଏମିତି…

କେବେ କୌଣସି ପକ୍ଷୀ ବିଲେଇକୁ ଡରାଉଥିବାର ଦେଖିଛନ୍ତି କି? ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ହସିହସି ଗଡ଼ିବେ। ଭିଡିଓରେ ଏକ ବିଲେଇ ଶୁଆକୁ ବହୁତ ଡରି ଯାଉଛି। ଯାହା ଆପଣ କେବେ ଦେଖି…

ମାଛ ଦେଖିବାକୁ ସିମ୍ପାଞ୍ଜି କରୁଛି ଏପରି, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ପ୍ରେମିକ ମା’ଙ୍କୁ ଝୁରୁଥିଲେ ବୋଲି ବାପାଙ୍କୁ ବିବାହ କରିନେଲେ ପ୍ରେମିକା, ପରେ ଯାହା କହିଲେ…

ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ପ୍ରେମିକ। ସାହାରା ଦେବାକୁ ଯାଇ ପ୍ରେମିକଙ୍କ ବାପାଙ୍କୁ ବିବାହ କରି ନେଇଛନ୍ତି ଜଣେ ଯୁବତୀ। ଏପରି କରିବା ଦ୍ୱାରା ପ୍ରେମିକଙ୍କ ଜୀବନରେ ମା’ର ଅଭାବ ସେ ପୂରଣ କରିବେ ବୋଲି କହିଛନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗିଲେ…

ଅଭିଯୁକ୍ତଙ୍କ ମୃତ୍ୟୁର ୨୧ ମାସ ପରେ କୋର୍ଟ ରାୟ ଦେଲେ ନିର୍ଦ୍ଦୋଷ…

ରାୟପୁର,୧୦।୧୦: ମୃତ୍ୟୁର ୨୧ ମାସ ପରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗତ ୧୮ ବର୍ଷ ଧରି ଏହି ମାମଲାର ଶୁଣାଣି ଜାରି ରହିଥିଲା। ଜୀବନ ସାରା ତାଙ୍କ ବିରୋଧରେ ଅଣାଯାଇଥିବା ଦୁର୍ନୀତି ଅଭିଯୋଗରୁ ମୁକ୍ତି ପାଇବା ପାଇଁ…

ଏମିତି ରେଳଷ୍ଟେଶନ, ଯାହାର ନାଁ ଶୁଣିଲେ ହସିହସି ଗଡ଼ିବେ

ଭାରତୀୟ ରେଳବାଇ ଦ୍ୱାରା ଏକ ଷ୍ଟେଶନରୁ ଅନ୍ୟ ଷ୍ଟେଶନକୁ ପ୍ରତିଦିନ ଅନେକ ଯାତ୍ରୀ ଯିବାଆସିବା କରିଥାନ୍ତି। ଭାରତରେ ଲକ୍ଷଲକ୍ଷ ରେଳ ଷ୍ଟେଶନ ରହିଛି, ଯାହାର ନାମ ମଧ୍ୟ ଭିନ୍ନ ଭିନ୍ନ। ଭାରତର ଏହି ଷ୍ଟେଶନଗୁଡ଼ିକ ମଧ୍ୟରୁ ଅନେକ ଅଦ୍ଭୁତ ନାମ ରହିଛି।…

ଆମେରିକାର ଏହି ସ୍ଥାନରେ ବନ୍ଦୀ ହୋଇ ରହିଛନ୍ତି ଏଲିଅନ୍ସ ! ଉଡୁଛି ରହସ୍ୟମୟ ଜିନିଷ

ଦୁନିଆରେ ଅନେକ ରହସ୍ୟମୟ ସ୍ଥାନ ରହିଛି। ଏଥିରେ ଆମେରିକାର କ୍ଷେତ୍ର-୫୧ ଅନ୍ତର୍ଭୁକ୍ତ। ଏଠାରେ ସୁରକ୍ଷା କଡ଼ାକଡ଼ି ହୋଇଥିବା ବେଳେ କାହାକୁ ଆସିବାକୁ ଅନୁମତି ନାହିଁ। କେତେକ ସଂସ୍ଥା ଦାବି କରିଛନ୍ତି ଯେ, ଆମେରିକାର ଏରିଆ-୫୧ରେ ଏଲିଅନ୍ସମାନଙ୍କୁ ଗୁପ୍ତ ଭାବରେ ବନ୍ଦୀ କରି…

ପାଣି ପିଇବାକୁ ଯାଇଥିଲେ ଜଙ୍ଗଲ ରାଜା, ସାମାନ୍ୟ କଇଁଛକୁ ଦେଖି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଲହଡ଼ି ମାରୁଛି ବନ୍ୟାପାଣି, ରେଷ୍ଟୁରାଣ୍ଟରେ ଖାଦ୍ୟର ମଜା ନେଉଛନ୍ତି ଗ୍ରାହକ

କରୋନା ମହାମାରୀ ଯୋଗୁ ଥାଇଲାଣ୍ଡର ଲୋକେ ବହୁ ସମସ୍ୟାରେ ପଡ଼ିଥିଲେ। ଏବେ ପୁଣି ବନ୍ୟା। ଫଳରେ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇପଡ଼ିଛି। ଏହି ସମୟରେ ଜଣେ ରେଷ୍ଟୁରାଣ୍ଟ ମାଲିକ ଯେଉଁ ନିଷ୍ପତ୍ତି ନେଇଛନ୍ତି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ରିଭରସାଇଡ୍‌ ରେଷ୍ଟୁରାଣ୍ଟ…

ରେଷ୍ଟୁରାଣ୍ଟରେ କଫି ମାଗିଲେ ମହିଳା, ୫ ମିନିଟ୍‌ ବିଳମ୍ବ ହେବାରୁ ରାଗରେ କଲେ ଏମିତି

ଓ୍ବାଶିଂଟନ,୯ା୧୦: ଆମେରିକାର ଏକ ରେଷ୍ଟୁରାଣ୍ଟକୁ ଜଣେ ମହିଳା କଫି ପିଇବାକୁ ଯାଇଥିଲେ। କଫି ତିଆରିରେ ବିଳମ୍ବ ହେବାରୁ ମହିଳା ଜଣଙ୍କ ରାଗି କି ରେଷ୍ଟୁରାଣ୍ଟ ଭିତରେ ଅଜବ କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ଯାହା ଦେଖି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।…

ବିବାହ ମଣ୍ଡପକୁ ରିକ୍ସାରେ ଆସିଲେ ବରକନ୍ୟା, ଭାଇରାଲ ହେଉଛି ଭିଡିଓ

ସମସ୍ତେ ନିଜ ନିଜ ବିବାହ ଦିନଟିକୁ ସ୍ବତନ୍ତ୍ର କରିବାକୁ ଚାହିଁଥାନ୍ତି। ଏଥିପାଇଁ କିଏ କେତେ କ’ଣ ବ୍ୟବସ୍ଥା କରିଥାନ୍ତି। କିଏ ଘୋଡ଼ା ଗାଡ଼ି ଚଢ଼ି ଆସନ୍ତି ତ ଆଉ କିଏ କାର୍‌ରେ ଆସିଥାନ୍ତି। ଆଉ କେହି ବିମାନରେ ଆସିଥିବା ମଧ୍ୟ ନଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?