ଫୁରସତ

ଭାରତର ରହସ୍ୟମୟ ଷ୍ଟେଶନ: ସନ୍ଧ୍ୟା ପରେ ମାଛି ବି ଉଡନ୍ତି ନାହିଁ, ଶୂନ୍‌ଶାନ୍‌ ହୋଇଯାଏ…

ଦୁନିଆ ରହସ୍ୟମୟ ଜିନିଷରେ ପରିପୂର୍ଣ୍ଣ। ସେଥିରୁ କିଛି ଚମକାଇବା ଭଳି ଥାଏ। ଯେମିତିକି କୋଲକାତାରେ ଥିବା ବେଗନ କୋଡାର ଷ୍ଟେଶନ। ସାଧାରଣତଃ ଷ୍ଟେଶନରେ ସବୁ ସମୟରେ ଭିଡ ପରିଲକ୍ଷିତ ହୋଇଥାଏ। ହେଲେ ସନ୍ଧ୍ୟା ପରେ ଉକ୍ତ ଷ୍ଟେଶନକୁ ଯିବାକୁ ଲୋକେ ଡରିଥାନ୍ତି।…

ଡେଟିଂ ଆପ୍‌ରେ ପ୍ରେମ କରି ବିବାହ କଲେ ୭୯ ବର୍ଷୀୟ ବୃଦ୍ଧା

ପ୍ରେମ କେତେ ବେଳେ କାହ ସହ ହୋଇଯାଏ ଜାଣି ହୁଏନା। ଏହା ନା ବୟସ, ନା ଧନ କିଛି ଦେଖେ ନାହିଁ। ପ୍ରେମ ବୟସ ମାନେ ନାହିଁ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ୭୮ ବୟସ୍କ ବୃଦ୍ଧ ଓ…

ଏହିଠାରେ ନିର୍ମାଣ ହେଉଛି ଦେଶର ସବୁଠୁ ସୁନ୍ଦର ବ୍ରିଜ୍‌, ଖର୍ଚ୍ଚ ହେବ ୨୫୦ କୋଟିରୁ ଅଧିକ

ତାମିଲନାଡୁରେ ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ରେଲ୍‌ଓ୍ବେ ସି’ ବ୍ରିଜ୍‌ ନିର୍ମାଣ ଚାଲିଛି। ଏହି ବ୍ରିଜ୍‌ର ନାମ ନ୍ୟୁ ପମ୍ବନ। ଏହି ବ୍ରିଜ୍‌ ଆସନ୍ତା ମାର୍ଚ୍ଚରେ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା…

ଆଜି ବିଶ୍ୱ ଡାକ ଦିବସ: ଏହିଦିନ ଭାରତରେ ଆରମ୍ଭ ହୋଇଥିଲା ଡାକସେବା

ଆଜି ହେଉଛି ବିଶ୍ୱ ଡାକ ଦିବସ। ଅକ୍ଟୋବର ୯କୁ ସମଗ୍ର ବିଶ୍ୱରେ ଡାକ ଦିବସ ଭାବରେ ପାଳନ କରାଯାଉଛି। ଏହି ଦିନଟି ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଡାକ ସେବା ଏବଂ ଡାକ ବିଭାଗ ବିଷୟରେ ଲୋକଙ୍କୁ ଅବଗତ କରାଇବା। ୧୮୭୪…

୯ ମହଲାରୁ ତଳକୁ ଡେଇଁଲେ ଯୁବକ, ତଳେ ଥିଲା ବିଏମ୍‌ଡବ୍ଲ୍ୟୁ, ଆଉ ତା’ ପରେ…

ଓ୍ବାଶିଂଟନ,୮ା୧୦: ଆମେରିକାର ନ୍ୟୁଜର୍ସିର ଜଣେ ଯୁବକ ୯ ମହଲା ଉପରୁ ତଳକୁ ଡେଇଁଥିଲେ। ତଳେ ଏକ ବିଏମ୍‌ଡବ୍ଲ୍ୟୁ ଗାଡ଼ି ଥିବାରୁ ସୌଭାଗ୍ୟବଶତଃ ଯୁବକ ଜଣକ ବଞ୍ଚି ଯାଇଛନ୍ତି। କିନ୍ତୁ ଖୁବ୍‌ ଜୋର୍‌ରେ ତାଙ୍କୁ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

ଜଙ୍ଗଲର ରାଜାକୁ ନାଲି ଆଖି ଦେଖାଇଲା କଇଁଛ; ପାଣି ପିଉଥିବା ବେଳେ ଯାହା ଘଟିଲା ଦେଖିଲେ…

ଜଙ୍ଗଲର ରାଜା ହେଉଛି ସିଂହ। ତା ଆଗରେ ପଡ଼ିଲେ ଅନ୍ୟ ପଶୁ ବଞ୍ଚିବା କଷ୍ଟକର। ସେଥିପାଇଁ ଛୋଟ ପଶୁମାନେ ସିଂହକୁ ଦେଖିବା ମାତ୍ରେ ଦୌଡ଼ି ପଳାଇଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖାଇବୁ ଯେଉଁଥିରେ ଜଙ୍ଗଲର ରାଜା…

ଅଧିକ ଫି’ ଚାର୍ଜ କଲେ ଡାକ୍ତର: ମହିଳା ନିଜେ ଉପାଡ଼ି ପକାଇଲେ ୧୧ ଦାନ୍ତ

ଦାନ୍ତରେ ସମସ୍ୟା ହେବା ପରେ ସାଧାରଣତଃ ଲୋକେ ଡେଣ୍ଟିଷ୍ଟ ବା ଦାନ୍ତ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି। ମାତ୍ର ଜଣେ ୪୨ ବର୍ଷୀୟା ମହିଳାଙ୍କର ଯେତେବେଳେ ଦାନ୍ତ ବିନ୍ଧିଲା ସେ ଜଣେ ବେସରକାରୀ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ସେ ଅଧିକ ଫି’ ଚାର୍ଜ…

ନୂଆ ହାତୀକୁ ଏମିତି ସ୍ବାଗତ ଜଣାଉଛନ୍ତି ହାତୀପଲ, ଭିଡିଓ ଦେଖିଲେ…

ପରସ୍ପର ପ୍ରତି ପ୍ରେମ ଏବଂ ଭାବନାକୁ ପ୍ରକାଶ କରିବାର ଉପାୟ ସମସ୍ତଙ୍କର ଭିନ୍ନଭିନ୍ନ ହୋଇଥାଏ। ଠିକ୍‌ ହାତୀମାନେ ମଧ୍ୟ ସେମାନଙ୍କ ଦଳରେ ନୂତନ ସଦସ୍ୟଙ୍କୁ ସ୍ବାଗତ କରିବା ପାଇଁ ଏକ ବିଶେଷ ଉପାୟ ଆପଣାଇଥାନ୍ତି। ନିକଟରେ ସେଲ୍‌ଡ୍ରିକ୍‌ ଓ୍ବାଇଲ୍ଡ ଲାଇଫ୍‌ ଟ୍ରଷ୍ଟ…

ସିମ୍‌ କାର୍ଡରେ ସୋନୁ

ନୂଆଦିଲ୍ଲୀ: ସିମ୍‌କାର୍ଡରେ ସୋନୁ ସୁଦଙ୍କ ଫଟୋ। ଏତେ ଛୋଟ ସ୍ଥାନରେ ସୋନୁଙ୍କ ଫଟୋକୁ ନିଖୁଣ ଭାବେ ଅଙ୍କିଛନ୍ତି କଳାକାର ସୋମିନ୍‌। ସିମକାର୍ଡରେ ସୋନୁଙ୍କ ମୁହଁର ଅବିକଳ ଫଟୋ ପେଣ୍ଟିଂ କରି ସେ ସୋନୁଙ୍କ ପ୍ରତି ନିଜ ଭଲପାଇବା ପ୍ରଦର୍ଶନ କରିବା ସହିତ…

ଦିନକୁ ଅନେକ ଥର ରଙ୍ଗ ବଦଳାଏ ଏହି ହ୍ରଦ

ଭାରତରେ ଏପରି ଅନେକ ସ୍ଥାନ ଅଛି, ଯାହାକୁ ଦେଶ ତଥା ବିଦେଶର ପର୍ଯ୍ୟଟକମାନେ ବହୁତ ପସନ୍ଦ କରନ୍ତ। କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି। ଏହି ସ୍ଥାନଗୁଡ଼ିକ ହିମାଚଳ ପ୍ରଦେଶରେ ଥିବା ହ୍ରଦଗୁଡ଼ିକ ଆକର୍ଷଣର କେନ୍ଦ୍ରବିନ୍ଦୁ। ହିମାଚଳ…

୧୪ ବର୍ଷ ତଳେ ବଞ୍ଚାଇଥିଲେ, ସେହି ବନ୍ଧୁଙ୍କ କୋଳରେ ଗଲା…

ବନ୍ଧୁଙ୍କ ବାହୁରେ ଏକ ସିମ୍ପାଞ୍ଜିର ଜୀବନ ଯାଇଛି। ଏହି ସିମ୍ପାଞ୍ଜି ଫରେଷ୍ଟ ରେଞ୍ଜରଙ୍କ ସହିତ ସେଲ୍‌ଫି ନେଇ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା। ପୂର୍ବକାଙ୍ଗୋର ବିରୁଙ୍ଗା ନ୍ୟାଶନାଲ ପାର୍କରେ ରହୁଥିବା ସିମ୍ପାଞ୍ଜି ନିଜର ୪୯ ବର୍ଷୀୟ କାର୍ଯ୍ୟବାହକ ଆଣ୍ଡ୍ରେ ବାଉମାଙ୍କ…

ମହାକାଶରେ ପହଞ୍ଚିଲେ ଅଭିନେତ୍ରୀ-ନିର୍ଦ୍ଦେଶକ, କରିବେ ଏହି ଫିଲ୍ମ ଶୁଟିଂ

ମହାକାଶରେ ବିଶ୍ୱର ପ୍ରଥମ ଫିଲ୍ମ ଶୁଟିଂ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ଅଭିନେତ୍ରୀ ୟୁଲିଆ ପେରେସିଲ୍ଡ ଏବଂ ନିର୍ଦ୍ଦେଶକ କ୍ଲିମ୍‌ ଶିପେଙ୍କୋ ମହାକାଶରେ ପହଞ୍ଚିଛନ୍ତି। ଦୁଇଟି ରୁଷିଆ ଅନ୍ତରୀକ୍ଷ ଯାନରୁ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନରୁ ବାହାରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?