Posted inଫୁରସତ

୧୦ ବର୍ଷର ବାଳକ କାଗଜରେ ତିଆରି କଲେ ମା’ ଦୁର୍ଗାଙ୍କ ମୂର୍ତ୍ତି

ସାଧାରଣତଃ ମାଟିରେ ମୂର୍ତ୍ତି ନିର୍ମାଣ କରାଯାଇଥାଏ। କିନ୍ତୁ ପଶ୍ଚିମବଙ୍ଗ ହୁଗୁଳିର ଜଣେ ନାବାଳକ କାଗଜରେ ପ୍ରତିମା କରି ଘରେ ପୂଜା କରୁଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।
କାଗଜରେ ଡଙ୍ଗା, ଜାହାଜ ଏବଂ ପକ୍ଷୀ ତିଆରି ହୋଇଥାଏ। ଏବେ କାଗଜରେ ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରି କରିଛନ୍ତି ୧୦ ବର୍ଷର ବାଳକ ଦୀପ୍ତରୂପ ଘୋଷ। ତାଙ୍କ ଘରେ ଦୀର୍ଘଦିନରୁ ମା’ ଦୁର୍ଗାଙ୍କ ପୂଜା ଆୟୋଜିତ ହୋଇଆସୁଥିଲା। ହଠାତ୍‌ ତାଙ୍କ ପିଉସାଙ୍କ ଦେହ ଖରାପ ହୋଇଗଲା। ତାଙ୍କ ପିତା ବି ଅସୁସ୍ଥ ହୋଇଗଲେ। ସେତେବେଳେ ଘୋଷ ପରିବାରଙ୍କୁ ଲାଗିଲା ତାଙ୍କ ବଂଶ ପରମ୍ପରା ଅନୁଯାୟୀ ହୋଇ ଆସୁଥିବା ମା’ ଦୁର୍ଗାଙ୍କ ପୂଜା ବୋଧେ ହୋଇପାରିବନି। ସେତେବେଳେ ଦୀପ୍ତରୂପ ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ନିଜ ମୁଣ୍ଡକୁ ନେଲେ। ୮ ବର୍ଷ ହେଲା ଦୀପ୍ତରୂପ ଏପରି କାଗଜ ମୂର୍ତ୍ତି ନିର୍ମାଣ କରି ଆସୁଛନ୍ତି।

ବଜାର ଦରଦାମ୍‌ ଦେଖି ମା’ଙ୍କର ମାଟି ମୂର୍ତ୍ତି ଗଢ଼ିବା ଘୋଷ ପରିବାର ପାଇଁ ଅସମ୍ଭବ ହୋଇପଡ଼ିଲା। ତେଣୁ ଦୀପ୍ତରୂପ କାଗଜ, ଅଏଲ ପେପର ଏବଂ ଅଖା ନେଇ ମା’ଙ୍କ ମୂର୍ତ୍ତି ଗଢ଼ିବାରେ ଲାଗିଲେ। ଏଥିରେ ସେ ସଫଳ ହେଲେ ମଧ୍ୟ। ବେଶ୍‌ ସୁନ୍ଦର ମୂର୍ତ୍ତି ଗଢ଼ିପାରିଲେ ଦୀପ୍ତରୂପ। ଏବେ ତାଙ୍କ ମୂର୍ତ୍ତି ନିର୍ମାଣକୁ ନେଇ ସବୁଠି ଚର୍ଚ୍ଚା।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷତ

ପୂଜା ପାର୍ବଣ ସମୟରେ ଯାହା ସବୁଠୁ ଆବଶ୍ୟକ ତାହା ହେଉଛି ତିଳତଣ୍ଡୁଳ। ତିଳ ତଣ୍ଡୁଳ ବିନା ହିନ୍ଦୁ ଧର୍ମାବଲମ୍ବୀଙ୍କ ପୂଜା ଆରାଧନାର କୌଣସି ମାନେ ରହେନାହିଁ।...

ମେଣ୍ଢା ଛୁଆକୁ କ୍ଷୀର ପିଆଇଲା କୁକୁର: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ବେଶ ଭାବପ୍ରବଣ ହୋଇଥିବାବେଳେ କେତେକ ହସର ଖୋରାକ ଯୋଗାଇ ଥାଏ।...

ଏହି ଜେଲ୍‌ରେ ମିଳିବ ମନପସନ୍ଦର ଖାଦ୍ୟ

ମୁମ୍ବାଇ: ସାଧାରଣତଃ ସମସ୍ତେ ଜାଣନ୍ତି ଜେଲ୍‌ରେ ରହିବା ବହୁତ କଷ୍ଟ। ଖାଇବା ପିଇବା ଠିକ୍‌ରେ ମିଳି ନ ଥାଏ। ମାତ୍ର ଏମିତି ଏକ ଜେଲ୍‌, ଯେଉଁଠି...

ଗୀତ ବାଜିବାରୁ ନାଚିଲା ମଇଁଷି, ଭିଡିଓ ଦେଖି ହସି ହସି ଗଡିବେ

ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କୁ ହସିବାର ଖୋରାକ ଯୋଗାଇଥାଏ। ନିକଟରେ ମଇଁଷିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ଏହି ହୋଟେଲରେ ରାତିଟିଏ ରହିଲେ ଦେବାକୁ ପଡ଼େ ୮୬ ଟଙ୍କା, ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ଆଜିକାଲି ସମୟରେ ହୋଟେଲର ଚାକଚକ୍ୟ ଅନୁଯାୟୀ ବହୁ ଅର୍ଥ ଦେବାକୁ ପଡ଼ିଥାଏ। କିନ୍ତୁ ଆଜିର ମହଙ୍ଗା ଯୁଗରେ ଏମିତି ଏକ ହୋଟେଲ ଅଛି, ଯେଉଁଠି ୧୦୦...

ଅସ୍ତ୍ରଶସ୍ତ୍ର ସରିଯିବା ପରେ ବି କାର୍‌ଗିଲ୍‌ ଯୁଦ୍ଧରେ ଶତ୍ରୁଙ୍କ ସହ ଲଢ଼ିଥିଲେ ଏହି ଯବାନ

ପୂର୍ବ ଦିଲ୍ଲୀର ମୟୂର ବିହାରର ହନିଫ୍‌ଉଦ୍ଦିନ୍‌ ପିଲାଦିନରୁ ପ୍ରତିଜ୍ଞାକାରୀ ଥିଲେ। ୭ ବର୍ଷ ବୟସରେ ସେ ପିତାଙ୍କୁ ହରାଇଥିଲେ। ମାତ୍ର ତାଙ୍କ ମା’ ହେମା ଅଜିଜ୍‌...

ଏଠାରେ ରହିଛି ପାରଶ ମଣି: ଯାହାକୁ ଛୁଇଁଲେ ହୋଇଯିବ ସୁନା

ଭୋପାଳ, ୧୦।୮: ଏଭଳି ଦୁର୍ମୂଲ୍ୟ ମଣି ରହିଛି ଏହାକୁ ଯେଉଁଥିଲେ ସ୍ପର୍ଶ କଲେ ତାହା ସୁନାରେ ପରିଣତ ହୋଇଯିବ। ଏନେଇ ବହୁ କାହାଣୀ ରହିଛି। ତେବେ...

ଶିଶୁର ତାଳୁରେ ଛିଦ୍ର ଦେଖି ହସ୍ପିଟାଲ ନେଲେ ମା’, ସତକଥା ଜଣାପଡ଼ିବା ପରେ ନିଜେ ଲାଜେଇ ଗଲେ

ଲଣ୍ଡନ,୧୫।୫: ଜଣେ ମା’ ତା ପିଲା ପ୍ରତି କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମଗ୍ର ଦୁନିଆ ଜାଣିଛି। ପିଲା ପ୍ରତି ସାମାନ୍ୟ କ୍ଷତି ପହଞ୍ଚିଲେ ସତେ ଯେମିତି...

Advertisement
Archives

Model This Week