Posted inଫୁରସତ

ଏମିତି ରେଳଷ୍ଟେଶନ, ଯାହାର ନାଁ ଶୁଣିଲେ ହସିହସି ଗଡ଼ିବେ

ଭାରତୀୟ ରେଳବାଇ ଦ୍ୱାରା ଏକ ଷ୍ଟେଶନରୁ ଅନ୍ୟ ଷ୍ଟେଶନକୁ ପ୍ରତିଦିନ ଅନେକ ଯାତ୍ରୀ ଯିବାଆସିବା କରିଥାନ୍ତି। ଭାରତରେ ଲକ୍ଷଲକ୍ଷ ରେଳ ଷ୍ଟେଶନ ରହିଛି, ଯାହାର ନାମ ମଧ୍ୟ ଭିନ୍ନ ଭିନ୍ନ। ଭାରତର ଏହି ଷ୍ଟେଶନଗୁଡ଼ିକ ମଧ୍ୟରୁ ଅନେକ ଅଦ୍ଭୁତ ନାମ ରହିଛି। ଯାହା ଶୁଣିଲେ ନ ହସି ରହିପାରିବେନି। ଜାଣନ୍ତୁ ଏପରି ଷ୍ଟେଶନ ବିଷୟରେ…

ବାପା :
ଏହି ଷ୍ଟେଶନର ନାମ ଶୁଣିଲେ ଲାଗିବ ଏହା ବୋଧେ ସବୁଠୁ ବଡ଼ ଷ୍ଟେଶନ ହୋଇଥିବ। ମାତ୍ର ଏହା ଏକ ଛୋଟ ଷ୍ଟେଶନ। ଏହି ଷ୍ଟେଶନ ରାଜସ୍ଥାନର ଯୋଧପୁରରେ ପଡ଼େ।

ଶାଳୀ:
ଏହି ଷ୍ଟେଶନଟି ରାଜସ୍ଥାନର ଯୋଧପୁର ଜିଲାରେ ପଡ଼େ। ଏହା ଆଜମେରଠାରୁ ପ୍ରାୟ ୫୩ କିଲୋମିଟର ଦୂରରେ ଅବସ୍ଥିତ। ଏହା ଉତ୍ତର-ପଶ୍ଚିମ ରେଳପଥରେ ପଡ଼େ।

କାଲା ବକରା:
ଏହି ରେଳ ଷ୍ଟେଶନ ପଞ୍ଜାବର ଜଳନ୍ଧର ଜିଲାରେ ଅବସ୍ଥିତ। ଏହି ସ୍ଥାନ ଗୁରୁବଚନ ସିଂ ନାମକ ଜଣେ ସୈନିକ ପାଇଁ ଜଣାଶୁଣା। ବ୍ରିଟିଶ ଶାସନ ସମୟରେ ଗୁରୁବଚନ ସିଂଙ୍କୁ ବ୍ରିଟିଶମାନେ ସମ୍ମାନିତ କରିଥିଲେ।

ଦିବାନା:
ଏହି ରେଳ ଷ୍ଟେଶନ ହରିୟାଣାର ପାନିପତରେ ଅବସ୍ଥିତ। ଏହି ଷ୍ଟେଶନର ନାମ ଶୁଣି ଲୋକେ ବି ଦିବାନା ବା ପାଗଳ ହୁଅନ୍ତି।

ବିଲି ଜଙ୍କ୍‌ସନ:
ବିଲି ଜଙ୍କ୍‌ସନ ବା ବିଲେଇ ଜଙ୍କ୍‌ସନ ଉତ୍ତରପ୍ରଦେଶର ସୋନଭଦ୍ର ଜିଲାରେ ଅବସ୍ଥିତ। ଏହା ସହିତ ଏହା ଏକ ଛୋଟ ଗାଁ ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri