ଗଦା ହୋଇଛି ଟନ୍ଟନ୍ ପୋଷାକ, ଏଥିରୁ ନିଜ ପାଇଁ ବାଛୁଛନ୍ତି ଲୋକେ
ସାଣ୍ଟିଆଗୋ,୧୩ା୧୧: ଦକ୍ଷିଣ ଆମେରିକୀୟ ଦେଶ ଚିଲି ଏହାର ସୁନ୍ଦର ପାହାଡ଼ ପାଇଁ ସାରା ବିଶ୍ୱରେ ଜଣାଶୁଣା। ଏହି ଦେଶରେ ୨୦ ହଜାର ଫୁଟରୁ ଅଧିକ ଉଚ୍ଚର ୨୦ଟି ପାହାଡ଼ ରହିଛି। ମାତ୍ର ଚିଲିର ଆଟାକାମା ମରୁଭୂମିରେ ଏକ ପାହାଡ଼ ରହିଛି, ଯାହା…
ଏଣିକି କରୋନାର ସ୍ଥାୟୀ ଚିକିତ୍ସା, ବୈଜ୍ଞାନିକମାନେ ଦେଲେ ପ୍ରତିଶ୍ରୁତି
ଓ୍ବାଶିଂଟନ,୧୩ା୧୧: କରୋନା ମହାମାରୀ ସମଗ୍ର ବିଶ୍ୱରେ ଦୀର୍ଘ ୨ ବର୍ଷ ଧରି ତା’ର କାୟା ବିସ୍ତାର କରିଚାଲିଛି। ଟିକାକରଣ ଯୋଗୁ ଏହା କିଛିମାତ୍ରାରେ କମିଛି। ମାତ୍ର ଆଜି ପର୍ଯ୍ୟନ୍ତ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ମିଳିନାହିଁ। ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ଏଥିପାଇଁ…
ମହାକାଶରେ ଶିଶୁ ହେବେ ଜନ୍ମ , ପୃଥିବୀରେ ବିତାଇବେ ଛୁଟି…
ନୂଆଦିଲ୍ଲୀ,୧୩।୧୧: ମହାକାଶକୁ ନିଜ କବ୍ଜାରେ ରଖିବା ପାଇଁ ସଞ୍ଚିତ ଧନ ଖର୍ଚ୍ଚ କରୁଥିବା ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଜେଫ ବେଜୋସ ଭବିଷ୍ୟବାଣୀ କରିଛନ୍ତି ଯେ ଦିନେ ମହାକାଶରେ ମଣିଷ ଶିଣୁ ଜନ୍ମ ହେବ। କେବଳ ଏତିକି ନୁହେଁ, ମହାକାଶରେ ଜନ୍ମିତ…
ପାଣି ଭିତରେ ପାର୍କ
ଦୁନିଆରେ ଏପରି କିଛି ଦେଶ ଅଛି, ଯାହା ଅନ୍ୟ ଦେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏମିତି ଦେଶ ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। କାରଣ ଏଠାରେ ଥିବା କିଛି ଆକର୍ଷଣୀୟ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥାଏ। ଏପରି ସ୍ବତନ୍ତ୍ର ଦେଶ ହେଉଛି ପର୍ତ୍ତୁଗାଲ।…
ଏମିତି ସର୍କସ ଦେଖଉଛି ଜଳହସ୍ତୀ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଦୟା ଭାବନା ଦ୍ୱାରା ଶାନ୍ତି
ଅନ୍ୟ ପ୍ରତି ଦୟା ପ୍ରଦର୍ଶନ କରିବା ଏକ ମହାନ କାର୍ଯ୍ୟ। ଦୟା ଭାବ ଦ୍ୱାରା ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ। ତେଣୁ ପ୍ରତିବର୍ଷ ନଭେମ୍ବର ୧୩ରେ ବିଶ୍ୱ ଦୟା ଦିବସ ପାଳନ କରାଯାଇଥାଏ। ବିଶ୍ୱ ଦୟା ଦିବସ ପାଳନ ଅବସରରେ ସମାଜରେ ଭଲ…
ନୂଆ ଆଇନ: ଅଫିସ ଛାଡ଼ିବା ପରେ କର୍ମଚାରୀଙ୍କୁ ଆଉ କଲ୍ କରିପାରିବେନି ମାଲିକ
ଲିସ୍ବନ,୧୨ା୧୧: ପ୍ରାୟତଃ କର୍ମଚାରୀମାନେ ଅଫିସରୁ ଘରକୁ ଯିବା ପରେ ମଧ୍ୟ ମାଲିକଙ୍କ ଫୋନ୍ କଲ୍ ଏବଂ ମେସେଜ୍ ଯୋଗୁ ଅସୁବିଧାରେ ପଡ଼ିଥାନ୍ତି। ଏଥି ସହିତ ଗତ ଦୁଇବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁ ଘରୁ କାମ କରିବା ଅଭ୍ୟାସ ଯଥେଷ୍ଟ ବୃଦ୍ଧି…
ଫେସ୍ବୁକ୍ ଖୋଲିଲେ ଚାପୁଡ଼ା
ସୋସିଆଲ ମିଡିଆ ମଧ୍ୟରୁ ଫେସ୍ବୁକ ହେଉଛି ଅନ୍ୟତମ। ଏହା ୟୁଜରମାନଙ୍କର ସବୁଠୁ ପସନ୍ଦ। ମାତ୍ର ଜଣେ ବ୍ୟକ୍ତି ଏଥିରୁ ମୁକ୍ତି ପାଇବା ପାଇଁ ଜଣେ ମହିଳାଙ୍କୁ ୨୦୧୨ରୁ ନିଯୁକ୍ତି ଦେଇଛନ୍ତି। କାରଣ ଯେତେବେଳେ ସେ ଫେସ୍ବୁକ୍ ଖୋଲି ସମୟ ନଷ୍ଟ କରିବେ…
ଏମିତି ପୁଷ୍କରିଣୀ, ଯାହାର ମାତ୍ର ୩ ବୁନ୍ଦା ପାଣି ପିଇଲେ ମେଣ୍ଟିଥାଏ ଶୋଷ
ଭାରତରେ ଅନେକ ପ୍ରାଚୀନ ମଠ, ମନ୍ଦିର, ପୁଷ୍କରିଣୀ ରହିଛି। ଯାହା ରହସ୍ୟରେ ପରିପୂର୍ଣ୍ଣ। ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ଠିକ୍ ଏପରି ଏକ ପୁଷ୍କରିଣୀ ଅଛି, ଯାହାର ରହସ୍ୟ ଆଜି ଯାଏ କେହି ଜାଣିପାରୁନାହାନ୍ତି। ଏହି ପୁଷ୍କରିଣୀର ଜଳ କେଉଁଠୁ ଆସେ, ଏହାର…
ସଚେତନତା ହିଁ ପ୍ରକୃତ ଚିକିତ୍ସା
ଯେକୌଣସି ଶାରୀରିକ ସମସ୍ୟା କ୍ଷେତ୍ରରେ ସଚେତନତା ହିଁ ପ୍ରକୃତ ଚିକିତ୍ସା ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ବହୁ ପୂର୍ବରୁ ଶାରୀରିକ ସମସ୍ୟା ସମ୍ପର୍କରେ ଜଣାପଡ଼ିଥାଏ। ଫଳରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା ସହଜ ହୋଇଥାଏ। ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର…
ଗୋଟିଏ ମିନିଟ୍ ଟ୍ରେନ୍ ବିଳମ୍ବ ହେବାରୁ ଡ୍ରାଇଭର୍ଙ୍କୁ ୩୬ ଟଙ୍କା ଜରିମାନା
ଟୋକିଓ,୧୧।୧୧: ଭାରତରେ ଟ୍ରେନ୍ ବିଳମ୍ବ ହେବା ସାଧାରଣ କଥା, କିନ୍ତୁ ଦୁନିଆରେ ଏପରି ଅନେକ ଦେଶ ଅଛି, ଯେଉଁଠାରେ ଟ୍ରେନ ଠିକ ସମୟରେ ଚଳାଚଳ କରିଥାଏ। ଟିକେ ବିଳମ୍ବ ହେଲେ ଜରିମାନା ଦେବାକୁ ପଡେ। ଜାପାନ ଏହି ପ୍ରସଙ୍ଗରେ ଶୀର୍ଷରେ ରହିଛି।…
ଡ୍ରେସ୍ ଦୋକାନରେ ଧସେଇ ପଶିଲା ଦ୍ରୁତ ଗତିରେ ଥିବା ବାଇକ୍, ପରେ ଯାହା ହେଲା ଦେଖିଲେ…
ପ୍ରତ୍ୟେହ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କେତେକ ହାସ୍ୟାସ୍ପଦ ହୋଇଥିବାବେଳେ କେତେକ ଚକିତ କରିଥାଏ। କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ। ଏହି କ୍ରମରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ…

