ସାବଧାନ! ଏସବୁ ଫୋନ୍ରେ ବନ୍ଦ ହୋଇଯିବ ହ୍ବାଟ୍ସଆପ୍
ନୂଆଦିଲ୍ଲୀ,୩୧ା୧୦: ହ୍ବାଟ୍ସଆପ୍ ହେଉଛି ସବୁଠୁ ଲୋକପ୍ରିୟ ଇନ୍ଷ୍ଟାଣ୍ଟ ମେସେଜିଂ ଆପ୍। ଅନେକ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଉପଭୋକ୍ତା ସେମାନଙ୍କ ନିଜ ଲୋକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ହ୍ବାଟ୍ସଆପ୍ ବ୍ୟବହାର କରିଥାନ୍ତି। ତେବେ ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଏକ ଦୁଃଖଦ…
ଦଉଡି ଉପରେ ଚାଲିପାରନ୍ତି ପୂରା ଗାଁ
ବିଭିନ୍ନ ମେଳା ମହୋତ୍ସବରେ ବହୁ ଉଚ୍ଚତାରେ ବନ୍ଧା ଯାଇଥିବା ଦଉଡି ଉପରେ ଚାଲୁଥିବା କୁନି କୁନି ଝିଅ, ପୁଅ, ମହିଳାଙ୍କୁ ଦେଖିବାର ମଜା ଅଲଗା। ବଡ ଆଶ୍ଚର୍ଯ୍ୟ ଲାଗେ ସନ୍ତୁଳନ ରକ୍ଷା କରି କିଭଳି ସେମାନେ ସରୁ ଦଉଡି ଉପରେ ଚାଲନ୍ତି।…
ଶାକାହାରୀ କୁମ୍ଭୀର
କୁମ୍ଭୀର ଏକ ମାଂସାହାରୀ ପ୍ରାଣୀ ବୋଲି ସମସ୍ତେ ଜାଣନ୍ତି। ତା’ର ତୀକ୍ଷ୍ଣ ଧାରୁଆ ଦାନ୍ତରୁ କେହି ବର୍ତ୍ତି ପାରନ୍ତି ନାହିଁ। ଏମିତିରେ ଆମେ ଯଦି କହିବୁ ଯେ, ଏମିତି ଏକ କୁମ୍ଭୀର ଅଛି ଯେକି ସମ୍ପୂର୍ଣ୍ଣଭାବେ ଶାକାହାରୀ। ତେବେ କେହି ବିଶ୍ୱାସ…
ଅଙ୍ଗଦ ମିଛ କହିଲେ !
ଗତ ଥରଗୁଡ଼ିକରେ ହନୁମାନ କିଭଳି ମିଛ କହିଥିଲେ ଏବଂ ତାହା କେତେ ସତ, କେତେ ମିଛ, ସେ ବାବଦରେ ଆଲୋଚନା କରିଥିଲେ l ରାମଚରିତ ମାନସରେ ହନୁମାନଙ୍କ ପରି ଆଉ ଜଣେ ଚରିତ୍ର ହେଉଛନ୍ତି ବୀର ଅଙ୍ଗଦ l ସେ ମଧ୍ୟ…
କାଗଜ ହାତୀର ରେକର୍ଡ
ପ୍ରତିବର୍ଷ ଶିକାରୀଙ୍କ ଦ୍ୱାରା ହଜାର ହଜାର ସଂଖ୍ୟାର ହାତୀ ଜୀବନ ହରାଉଛନ୍ତି। ଫଳରେ ହାତୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାକୁ ନଜରରେ ରଖି ଆମେରିକାର ଓ୍ବାଇଲ୍ଡ ଲାଇଫ କଞ୍ଜରଭେସନ ସୋସାଇଟି ହାତୀଙ୍କୁ ସମ୍ମାନ ଦେବା ତଥା ଏହି ସମସ୍ୟାକୁ ଲୋକଲୋଚନକୁ ଆଣିବା…
ଦୀପାବଳିରେ ଭ୍ରମଣ
ଆଲୋକର ପର୍ବ ଦୀପାବଳି। ଅଶୁଭ ଉପରେ ଶୁଭର, ପାପ ଉପରେ ପୁଣ୍ୟର, ଅନ୍ଧାର ଉପରେ ଆଲୋକର ବିଜୟପ୍ରାପ୍ତିର ପ୍ରତୀକ ଭାବେ ଦେଶର ବିଭିନ୍ନ ସ୍ଥାନରେ ଏହି ପର୍ବକୁ ପାଳନ କରାଯାଇଥାଏ। ତେବେ ଦୀପାବଳି ଛୁଟିର ଭରପୂର ଆନନ୍ଦ ନେବା ପାଇଁ କେଉଁ…
ଟ୍ୟୁଶନରୁ ହୋଇଥିଲା ମୋର ପ୍ରଥମ ରୋଜଗାର: କୁଳମଣି ମଲ୍ଲିକ
ନୟାଗଡ଼ ଜିଲା ଭାପୁର ବ୍ଲକ୍ ଅନ୍ତର୍ଗତ ଟିକିରିପଡ଼ା ଶାସନରେ ମୋ ଜନ୍ମ। ଗୋପୀନାଥଦେବ ବିଦ୍ୟାପୀଠରୁ ମାଟ୍ରିକ୍ ପାସ୍ କରି ଆଞ୍ଚଳିକ ବାଲୁଙ୍କେଶ୍ୱର ଦେବ ଡିଗ୍ରୀ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି (ଅର୍ଥନୀତି ସମ୍ମାନ)ପଢ଼ିଥିଲି। ତେବେ ଘରର ଦୁର୍ବଳ ଆର୍ଥିକାବସ୍ଥାକୁ…
ଓଡ଼ିଶୀ ପୋଷାକର ରୂପକାର
ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ବେଶ ପରିପାଟିର ସ୍ବତନ୍ତ୍ର ପରିଚୟ ରହିଥାଏ। ତେବେ ପୋଷାକ ତିଆରିରେ ଏମିତି ଜଣେ ରୂପକାର ଯେକି ଏଥିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ହେଲେ ଭାଗୀରଥି ଦାସ। ପିତା କୁଳମଣି ଦାସ। କିନ୍ତୁ ଭାଗୀରଥିଙ୍କୁ…
ଝୋଟ କାରିଗରି
ଓଡ଼ିଶାର ଯେଉଁସବୁ କଳାକାରିଗରି ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି ସେଥିରେ ଝୋଟର ରହିଛି ଏକ ସ୍ବତନ୍ତ୍ର ସ୍ଥାନ। ଝୋଟ ପାଇଁ ବିଶେଷକରି ଉପକୂଳ ଅଞ୍ଚଳର ବିଭିନ୍ନ ଜାଗାରେ ନଳିତା ଚାଷ କରାଯାଏ। ଯେଉଁଥିରୁ ଝୋଟ ସଂଗ୍ରହ କରାଯାଏ। ହସ୍ତଶିଳ୍ପ କାରିଗରମାନେ ଝୋଟରେ…
ଅଜବ ନିଶା: ସପ୍ତାହକୁ ୩ ବର୍ଗଫୁଟ କାନ୍ଥ ଖାଉଛନ୍ତି ଏହି ମହିଳା
ଦୁନିଆରେ ଅନେକ ବିଚିତ୍ର ଲୋକ ଅଛନ୍ତି। ଯେଉଁମାନେ ସେମାନଙ୍କର ଅଜବ କାରନାମାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେମିତି ଜଣେ ମହିଳା ଅଛନ୍ତି, ଯିଏ କି ଘରର କାନ୍ଥ ଖାଇ ଚର୍ଚ୍ଚାକୁ ଆସିଛନ୍ତି। ଏକଥା ବିଶ୍ୱାସ ହେଉ ନ ଥିଲେ ବି ସତ।…
ପ୍ରଥମେ ସୁରକ୍ଷା
ସୋସିଆଲ୍ ସାଇଟ୍ରେ ଅପ୍ଡେଟ୍ ରହି ଅଧିକ ଲୋକପ୍ରିୟତା ସାଉଁଟିବାର କ୍ରେଜ୍ ଯୁବପିଢ଼ିଙ୍କଠାରେ କେତେ ଅଧିକ ତାହା କେବଳ କହିବାବାହୁଲ୍ୟ। ଏଥିପାଇଁ ସେମାନେ ପ୍ରତିଟି ଅବସର ଅନୁସାରେ ଗେଟ୍ଅପ୍ ନେବା ସହ ବିଭିନ୍ନ ପୋଜ୍ରେ ଫଟୋ ଏବଂ ଭିଡିଓ ନେବାକୁ ପଛାଉନାହାନ୍ତି। ଆଗକୁ…
ଘଣ୍ଟାକରେ ମାଉଥ୍ ଅର୍ଗାନରେ ୪୫ ଗୀତ ବଜାଇ ରେକର୍ଡ କଲେ ଏହି କୁନି ବାଳକ
କରୋନା ସମୟରେ ଯେତେବେଳେ ସ୍କୁଲ ବନ୍ଦ ଥିଲା ସେତେବେଳେ କିଛି ପିଲା ଘରେ ରହି ନିଜର କଳା କୌଶଳ ପ୍ରଦର୍ଶନ କରିଥିଲେ। ଜଣେ ଛାତ୍ର ୨୧ ମାସ ପର୍ଯ୍ୟନ୍ତ ମାଉଥ୍ ଅର୍ଗାନ ଏପରି ଅଭ୍ୟାସ କଲେ ଯେ, ଶେଷରେ ଏସିଆ ମହାଦେଶର…
Archives


