Posted inଫୁରସତ

କାଗଜ ହାତୀର ରେକର୍ଡ

ପ୍ରତିବର୍ଷ ଶିକାରୀଙ୍କ ଦ୍ୱାରା ହଜାର ହଜାର ସଂଖ୍ୟାର ହାତୀ ଜୀବନ ହରାଉଛନ୍ତି। ଫଳରେ ହାତୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାକୁ ନଜରରେ ରଖି ଆମେରିକାର ଓ୍ବାଇଲ୍ଡ ଲାଇଫ କଞ୍ଜରଭେସନ ସୋସାଇଟି ହାତୀଙ୍କୁ ସମ୍ମାନ ଦେବା ତଥା ଏହି ସମସ୍ୟାକୁ ଲୋକଲୋଚନକୁ ଆଣିବା ପାଇଁ ଏକ ଅଭିନବ ଉପାୟ ଆପଣେଇ କାଗଜ ହାତୀ ତିଆରି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ପୃଥିବୀର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଆସି ଏଥିରେ ଅଂଶ ଗ୍ରହଣ କରି କାଗଜର ହାତୀ ତିଆରି କରିଥିଲେ। ଫଳରେ କାଗଜ ହାତୀର ଏକ ବିରାଟ ସଂଗ୍ରହ ହୋଇପାରିଥିଲା। ବ୍ରୋଙ୍କସ୍‌ ଚିଡିଆଖାନାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୭୮, ୫୬୪ଟି ରଙ୍ଗ ବିରଙ୍ଗର କାଗଜର ହାତୀ ତିଆରି ହୋଇଥିଲା। ଆମେରିକାର ୫୦ ରାଜ୍ୟ ସହ ଆହୁରି ୪୦ଟି ଦେଶର ଲୋକ ଏଥିରେ ସାମିଲ ହୋଇ କାଗଜ ହାତୀ ତିଆରି କରିଥିଲେ। ଫଳରେ ଏହା ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠାରୁ ବଡ କାଗଜ ହାତୀ ସଂଗ୍ରହଭାବେ ସ୍ଥାନ ପାଇଲା।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ମୋଟା ଯୁବତୀଙ୍କୁ ପସନ୍ଦ କରନ୍ତି ବର…

ଯୁବକମାନେ ସାଧାରଣତଃ ପତଳା ଝିଅଙ୍କୁ ଜୀବନସାଥି ଭାବରେ ଗ୍ରହଣ କରିବାକୁ ପସନ୍ଦ କରନ୍ତି। ତେବେ ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ମୋଟା ଝିଅଙ୍କୁ ଯୁବକ...

ଏଥର ବଜାରରେ ପୁଷ୍ପା ଶାଢ଼ି, ଭିଡିଓ ଦେଖିଲେ

ସୋସିଆଲ ମିଡିଆରେ ସମସ୍ତେ ଫିଲ୍ମ ‘ପୁଷ୍ପା’ ହିରୋ ଅଲୁ ଅର୍ଜୁନଙ୍କ ଡାଏଲଗ ଷ୍ଟାଇଲକୁ କପି କରୁଥିବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ, ସୁରଟର ପ୍ରସିଦ୍ଧ...

ଏଠି ଡାକ୍ତରଙ୍କ ଅବସାଦ ଦୂର କରୁଛି କୁକୁର

ଓ୍ବାଶିଂଟନ,୩୧।୩: କରୋନା ଭାଇରସ ଏବେ ଇଟାଲୀ ଓ ଆମେରିକାରେ ତା’ର କାୟା ବିସ୍ତାର କରିବାରେ ଲାଗିିଛି। ଦିନକୁ ଏଠାରେ ଶହ ଶହ ଲୋକ କରୋନାରେ ସଂକ୍ରମିତ...

ଛାତ୍ରୀ ପ୍ରବେଶ କରିବା ପରେ ଜେଇଇ ପରୀକ୍ଷା କେନ୍ଦ୍ରରେ ଖେଳିଗଲା ଆତଙ୍କ; କାହିଁକି ଜାଣନ୍ତୁ…

କୋଟା, ୧।୯: ରାଜସ୍ଥାନର ଶିକ୍ଷାର ସହର କୋଟାରେ ଜେଇଇ ମେନ୍‌-୨୦୨୦ ପରୀକ୍ଷାର ପ୍ରଥମ ଦିନରେ ମଙ୍ଗଳବାର ପରୀକ୍ଷା କେନ୍ଦ୍ରରେ ଆତଙ୍କ ଖେଳିଯାଇଛି। ସେପ୍ଟେମ୍ବର ୧ରୁ ୬...

ଯୁବପିଢ଼ିଙ୍କୁ ପଛରେ ପକାଇଲେ ଏହି ବୃଦ୍ଧା, ୟୁଟ୍ୟୁବ୍‌ରୁ ମିଳିଲା ସିଲଭର ବଟନ

ସୋସିଆଲ ମିଡିଆ ଆଜିକାଲି ଯୁବପିଢ଼ିଙ୍କ ପାଇଁ ବରଦାନ ସାଜିଛି। ଏଥିରୁ ବେଶ୍‌ ଅର୍ଥ ରୋଜଗାର କରୁଛନ୍ତି ଯୁବପିଢ଼ି। ବିଶେଷକରି ୟୁଟ୍ୟୁବ୍‌ରୁ ମୋଟା ଅଙ୍କର ଅର୍ଥ ରୋଜଗାର...

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

କୋପେନହାଗେନ,୨୩।୪: ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ ୨୦୧୮ର ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ବିଶ୍ୱର ୩ଟି ଖୁସି ଦେଶ ମଧ୍ୟରୁ ଡେନମାର୍କ ହେଉଛି ଅନ୍ୟତମ। ସବୁଠାରୁ ଖୁସି...

ମସ୍ତିଷ୍କର କ୍ରିୟାଶୀଳତା କମାଏ କ୍ଷୀଣ ଆଲୋକ…

କ୍ଷୀଣ ଆଲୋକ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ। ଏହାଦ୍ୱାରା ସ୍ମତିଶକ୍ତି କମିବା ସହିତ ଚିନ୍ତାଶକ୍ତି ମଧ୍ୟ ହ୍ରାସ ପାଏ। ଅପରପକ୍ଷରେ ଉଜ୍ଜଳ ଆଲୋକ ମସ୍ତିଷ୍କ...

କିଏ ଏହି ମଡେଲ, ଯାହାଙ୍କୁ ଟ୍ରମ୍ପ୍‌ କରିଥିଲେ ବ୍ଲକ; ବାଇଡେନ କରୁଛନ୍ତି ଫଲୋ

ଓ୍ବାଶିଂଟନ,୨୪।୧ : ଆମେରିକାର ନବନିଯୁକ୍ତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଫିସିଆଲ ଟୁଇଟର ଆକାଉଣ୍ଟ ମିଳିଛି। ଏହି ଆକାଉଣ୍ଟରେ ସେ ୧୩ ଜଣ ଲୋକଙ୍କୁ ଫଲୋ କରୁଛନ୍ତି।...

Advertisement
Archives

Model This Week