ଫୁଲ ପରି ବନ୍ଧାକୋବି
ବନ୍ଧାକୋବି ଖାଇବାକୁ କିଏ ପସନ୍ଦ କରନ୍ତି ତ ଆଉ କିଏ ନୁହେଁ। କିନ୍ତୁ ଏମିତି ଏକ ପ୍ରକାରର ବନ୍ଧାକୋବି ଅଛି, ଯାହାକୁ ଦେଖୁ ଦେଖୁ ଭଲ ପାଇବସିବେ। କାରଣ ତାହା ଦେଖିବାକୁ ଏତେ ସୁନ୍ଦର ଯେ, ତା’ ଉପରୁ ନଜର ହଟେଇ…
ଭଡ଼ାଟିଆ କନ୍ୟା ବାନ୍ଧବୀ
ବାହାଘରେ କନ୍ୟାଙ୍କ ଭଉଣୀ ଓ ବାନ୍ଧବୀମାନଙ୍କର ଏକ ଅଲଗା ସ୍ଥାନ ଥାଏ। ବାହାଘରକୁ ମଜାଦାର ଓ ମସ୍ତିଭରା କରିବାରେ ଏମାନଙ୍କ ଭୂମିକା ଅଧିକ। ବର ଓ ବରର ସାଙ୍ଗମାନେ ଏମାନଙ୍କ ସହ ଥଟ୍ଟାମଜା କରିବା ଯେମିତି ପରମ୍ପରା ପାଲଟି ଗଲାଣି। ବିବାହରେ…
ଆନ୍ଧ୍ରପ୍ରଦେଶର ସାଂସ୍କୃତିକ ରାଜଧାନୀ ରାଜମହେନ୍ଦ୍ରୀ
ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଅବସ୍ଥିତ ଏକ ପ୍ରାଚୀନ ସହର ହେଉଛି ରାଜମହେନ୍ଦ୍ରୀ; ଯାହାର ପ୍ରାଚୀନ ନାମ ହେଲା ରାଜା ମହେନ୍ଦ୍ର ବରମ୍ ବା ରାଜମହେନ୍ଦ୍ରବରମ୍। ଏବେ ବି ଏହି ନାମକୁ ଔପଚାରିକ ସରକାରୀ ନାମ ଭାବେ ଏଠାରେ ବ୍ୟବହାର କରାଯାଉଥିବାର…
ବୁଣାକାରଙ୍କ ଗାଁ ଗୋପାଳପୁର
ଏମିତି ଗାଁ, ଯେଉଁଠି ବର୍ଷବର୍ଷ ଧରି ବୁଣାକାରମାନେ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାର ପ୍ରଚେଷ୍ଟା ଜାରି ରଖିଛନ୍ତି । ୧୬ନଂ ଜାତୀୟ ରାଜପଥ କଟକ-ବାଲେଶ୍ୱର ରାସ୍ତାର ଜାରକା ଓ କୁଆଖିଆ ଛକର ମଧ୍ୟବର୍ତ୍ତୀ ସ୍ଥାନରେ ରହିଛି ଯାଜପୁର ଜିଲା ରସୁଲପୁର ବ୍ଲକ…
ଯୁବତୀଙ୍କ ଟଙ୍କା ଭର୍ତ୍ତି ପର୍ସ ଝାମ୍ପିନେଲା ପକ୍ଷୀ, ଆଉ ତା’ ପରେ…
ବେଳେବେଳେ ଲୋକଙ୍କ ସହ ଏମିତି କିଛି ଘଟଣା ଘଟିଥାଏ ଯାହା ସେ କେବେ ସ୍ବପ୍ନରେ ଭାବି ନ ଥିବେ। କିଛି ଘଟଣା ପାଇଁ ମଣିଷ ନିଜେ ହିଁ ଦାୟୀ ହୋଇଥାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…
ବିଶ୍ୱର ସୁବୁଠୁ ଅଳିଆ ଘର ହେବ ବିକ୍ରି
ବ୍ରିଟେନର ଡିଭୋନର ପ୍ଲାଇମୋଥରେ ଏକ ଘର ବିକ୍ରି ପାଇଁ ବିଜ୍ଞାପନ ଦିଆଯାଇଛି। ଯଦିଓ ଅନେକ ଘର ବିକ୍ରି ହୁଏ, କିନ୍ତୁ ଏହି ଘର ବିକ୍ରି ବିଷୟରେ ଆଲୋଚନା ହେବାର କାରଣ ଅତ୍ୟନ୍ତ ସ୍ବତନ୍ତ୍ର। ସେଠାରେ ଜମା ହୋଇଥିବା ଆବର୍ଜନା ଯୋଗୁ ଏହି…
ମା’ଙ୍କ କେଶ ଛୁଇଁବା ପରେ କୁନି ଝିଅ କରିଥିଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ
ସୋସିଆଲ ମିଡିଆର କ’ଣ କେତେବେଳେ ଭାଇରାଲ ହେଉଛି ତାହା କହିହେବ ନାହିଁ। ଅନେକ ସମୟରେ ପୋଷ୍ଟ ହୋଇଥିବା ଭିଡିଓଗୁଡିକ ଏତେ ମଜାଳିଆ ହୋଇଥାଏ, ଯେ କେହି ହେଉନା କାହିଁକି ହସ ରୋକି ପାରିବେ ନାହିଁ। ଏବେ ସେମିତି ଏକ ହୃଦୟ ଜିତିଥିବା…
ରୋଜଗାର ଟଙ୍କାରେ କୁଣିଆ ଚର୍ଚ୍ଚା ହୋଇଥିଲା: ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ
ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଛୋଟପୁର ଗାଁରେ ମୋ ଜନ୍ମ। ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରି ପୁରୀ ଏସ୍.ସି.ଏସ୍. କଲେଜରେ ଯୁକ୍ତ ୨ ଓ ଯୁକ୍ତ ୩ ପଢ଼ିଥିଲି। ତା’ପରେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ…
ପିଲା ମନନେଇ ଲେଖେ
ତାଙ୍କର ପାଠ ପଢିବାର ଝୁଙ୍କ୍ ଥିଲା ବହୁତ। ଅର୍ଥାଭାବ ପାଇଁ ସେ ପଢ଼ା ଖର୍ଚ୍ଚ ଉଠେଇବାକୁ ଖବରକାଗଜର ଏଜେନ୍ସି ନେଇ ହକର ସାଜିିଲେ । ପରେ ପାଠ ପଢା ସହ ସେ ଶିଶୁ କବିତା, ଗଳ୍ପ, ଶିଶୁ ନାଟକ ଓ ଉପନ୍ୟାସ…
ଅବସର ପରେ…
ଜୀବନ କର୍ମମୟ । କର୍ମ ହିଁ ଜୀବନ । ତେଣୁ ମଣିଷ କାମ କରେ । ହେଲେ ବୟସର ଅପରାହ୍ଣରେ ପହଞ୍ଚିଲା ପରେ ଧାଁ ଦଉଡ଼ ଜୀବନରୁ ସେ ନିଏ କିଛିଟା ବିରତି । ତେବେ କେତେଜଣ ବ୍ୟକ୍ତି ବିଶ୍ୱାସ କରନ୍ତି ଭାଗବତ…
ନିଆଁ ଲିଭାଇବା ସହିତ ବୁଲା ପ୍ରାଣୀଙ୍କୁ ଘଉଡ଼ାଇବ ଡ୍ରୋନ୍…
କାନପୁର,୭।୧୧: ଡ୍ରୋନ ଏବଂ ଅନ୍ୟାନ୍ୟ ମାନବବିହୀନ ବିମାନ (ୟୁଏଭି) ଏବେ କେବଳ ସର୍ଭେଲାନ୍ସ ଏବଂ ଗୁପ୍ତଚରୀ ପାଇଁ ବ୍ୟବହୃତ ହେଉ ନାହିଁ, ବରଂ ଏହା ସମାଜର ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ବ୍ୟବହୃତ ହେବାରେ ଲାଗିଛି। ଏହାର ଏକ ଉଦାହରଣ ପାଲଟିଛି…
ଦାମୀ ଖଟ
ଖଟ ବା ବେଡ୍ ଉପରେ ଟିକେ ଶୋଇପଡ଼ିଲେ ଶରୀରକୁ ବେଶ୍ ଆରାମ ଲାଗିଥାଏ। ହେଲେ ଏମିତି ବି କିଛି ଖଟ ଅଛି, ଯାହାକୁ ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ୱାରା ଏପରି ତିଆରି କରାଯାଇଛି, ଯେଉଁଥିରେ ଶୋଇଲେ ଆରାମ ମିଳିବା ସହ ତପାହାନ୍ତାରେ ବହୁତ…
Archives


