Posted inଫୁରସତ

ଯୁବତୀଙ୍କ ଟଙ୍କା ଭର୍ତ୍ତି ପର୍ସ ଝାମ୍ପିନେଲା ପକ୍ଷୀ, ଆଉ ତା’ ପରେ…

ବେଳେବେଳେ ଲୋକଙ୍କ ସହ ଏମିତି କିଛି ଘଟଣା ଘଟିଥାଏ ଯାହା ସେ କେବେ ସ୍ବପ୍ନରେ ଭାବି ନ ଥିବେ। କିଛି ଘଟଣା ପାଇଁ ମଣିଷ ନିଜେ ହିଁ ଦାୟୀ ହୋଇଥାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା।

ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଦୁଇ ଯୁବତୀ ଏକ ପାର୍କରେ ବସିଛନ୍ତି। ତାଙ୍କ ପାଖରେ ମୋବାଇଲ, କିଛି ଖାଦ୍ୟ ସାମଗ୍ରୀ ଏବଂ ଟଙ୍କା ଭର୍ତ୍ତି ଥିବା ଏକ ପର୍ସ ରଖିଛନ୍ତି। ଏହି ସମୟରେ ଏକ ସାମୁଦ୍ରିକ ପକ୍ଷୀ ଆସି ପହଞ୍ଚି ଯାଉଛି। ପକ୍ଷୀଟି ସେମାନଙ୍କ ପାଖରେ ବସିଥିବାର ଦେଖି ଉଭୟ ମଜା କରିବା ଆରମ୍ଭ କରନ୍ତି। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ପକ୍ଷୀଟି ରଖାଯାଇଥିବା ପର୍ସଟିକୁ ଥଣ୍ଟରେ ଧରି ଉଡ଼ିଯାଉଛି। ଏହା ପରେ ଯୁବତୀ ତାଙ୍କ ପଛରେ ଗୋଡ଼ାଉଛନ୍ତି। କିନ୍ତୁ ପକ୍ଷୀକୁ ସେ ପିଛା କରି ପାରୁନାହାନ୍ତି। ପକ୍ଷୀଟି ପର୍ସ ନେଇ ଦୂରକୁ ଉଡ଼ିଯାଉଛି। ବିଚରା କାନମୁଣ୍ଡ ଆଉଁସି ଯୁବତୀ ଜଣକ ରହିଲେ।

 

View this post on Instagram

 

A post shared by hepgul5 (@hepgul5)

ଏହି ଭିଡିଓ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ନିଜେ ଟିକେ ଦାୟିତ୍ୱହୀନ ହେଲେ ଏମିତି ଭୋଗିବାକୁ ପଡ଼ିଥାଏ। ତେଣୁ ଯେଉଁଠି ବସନ୍ତୁ ନା କାହିଁକି ନିଜ ଜିନିଷ ପ୍ରତି ଧ୍ୟାନ ରଖନ୍ତୁ। ଅନେକ ଲୋକ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ୟୁଜରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବା ସମୟରେ ଜାଲରେ ପଡ଼ିଲା ଏପରି ଜିନିଷ : ମୂଲ୍ୟବାନ ଔଷଧରେ ହୁଏ ବ୍ୟବହାର

ମହାରାଷ୍ଟ୍ରର ଉଜ୍‌ନି ଡ୍ୟାମ୍‌ରୁ ମାଛ ଧରିବା ସମୟରେ ଜଣେ ଦମ୍ପତି ଏକ ଦୁର୍ଲଭ କଇଁଛ ଦେଖିଥିଲେ। ଯେତେବେଳେ ସେମାନେ ଏହାକୁ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ହସ୍ତାନ୍ତର...

ଏମିତି ବିଶ୍ୱାସ: ଗଛରେ ପଘା ବାନ୍ଧନ୍ତି ମାନସିକଧାରୀ

କୌଣସି ବ୍ୟକ୍ତିଙ୍କ ଗୋରୁ ହଜିଯାଇଛି, ତେବେ ମା’ଙ୍କୁ ପୂଜାକରି ଏହି ଗଛରେ ଏକ ପଘାବାନ୍ଧିଲେ କୁଆଡ଼େ ହଜିଯାଇଥିବା ଗୋରୁ ଘରକୁ ଫେରୁଥିବାର ବିଶ୍ୱାସ କରନ୍ତି ଗାଁର...

ପଣସର ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ଭାରତୀୟ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ପଣସ। ତେଣୁ ଦେଶର ପ୍ରତ୍ୟେକ ଘରେ ଏହାକୁ କଞ୍ଚା ଏବଂ ପାଚିଲା ଖିଆଯାଏ। ଯଦି କେହି ଆପଣଙ୍କୁ...

ଏହି ମନ୍ଦିରରେ ଦୀପରୁ ବହେ କେଶର ଠୋପା…

ଭାରତ ହେଉଛି ମନ୍ଦିରର ଦେଶ। ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ। ଯାହାର ରହସ୍ୟର ସମାଧାନ କରିବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ...

‘ମୋତେ ବାହା ହେବ’ ଏମିତି ଲେଖା ଥାଇ ଉଡୁଥିଲା ବିମାନ, ହଠାତ୍‌ ଇଞ୍ଜିନ ହେଲା ଖରାପ; ଆଉ ତା’ ପରେ…

ଓଟଓ୍ବା,୬ା୧୦: କାନାଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ପାଇଲଟ୍‌ ମଧ୍ୟ ଆହତ ହୋଇଛନ୍ତି। ଏହି ବିମାନ ଏକ ବ୍ୟାନର...

ବିଶ୍ୱର ସର୍ବୋଚ୍ଚ ରେଲଓ୍ବେ ବ୍ରିଜ୍‌, ଆଇଫେଲ୍‌ ଟାଓ୍ବାରଠାରୁ ବି ଅଧିକ ଉଚ୍ଚ

ଶ୍ରୀନଗର,୧୪।୩: ଭାରତର ଜମ୍ମୁ-କଶ୍ମୀର ରାଜ୍ୟରେ ବିଶ୍ୱର ସବୁଠୁ ଉଚ୍ଚା ରେଲ୍‌ଓ୍ବେ ଆର୍କ ବ୍ରିଜ୍‌ (Railway Arch Bridge) ତିଆରି କରାଯାଉଛି। ଏହି ରେଲ୍‌ଓ୍ବେ ବ୍ରିଜ୍‌ ପ୍ୟାରିସର...

ବିଶ୍ୱର ସବୁଠୁ ଲମ୍ବା ଓ୍ବାଟର ସ୍ଲାଇଡ୍‌ : ୧୧୪୦ ମିଟରକୁ ୪ ମିନିଟ୍‌ରେ କରିବେ ଅତିକ୍ରମ

ବିଶ୍ୱବାସୀଙ୍କୁ ଆକର୍ଷିତ କରିବା ପାଇଁ ମାଲେସିଆର ଏସ୍‌କେପ୍‌ ଥିମ୍‌ ପାର୍କରେ ୧୧୪୦ ମିଟରର ଏକ ଓ୍ବାଟର ସ୍ଲାଇଡ୍‌ ନିର୍ମାଣ କରାଯାଇଛି। ଯାହା ବିଶ୍ୱର ସବୁଠୁ ଲମ୍ବା...

ମନୋହରି ଗୋଲ୍ଡ ଚା’ ନିଲାମ : କେଜିକୁ ୫୦,୦୦୦ ଟଙ୍କା

ଚା’ କେଜିକୁ ୫୦,୦୦୦ଟଙ୍କା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, ହେଲେ କଥାଟି ସତ। ଆସାମର ମନୋହରି ଗୋଲ୍ଡ ଚା’ଦାମ ଏବେ ପୂରା ଆକାଶ ଛୁଇଁଛି। ଏହି ଚା’ର...

Advertisement
Archives

Model This Week