ଫୁରସତ

ହୋଆଟ୍‌ଜିନ୍‌ ପକ୍ଷୀ ସବୁଠୁ ଦୁର୍ଗନ୍ଧଯୁକ୍ତ

ୱାଶିଂଟନ: ହୋଆଟ୍‌ଜିନ୍‌ ପକ୍ଷୀ ବିଶ୍ୱର ସବୁଠାରୁ ଦୁର୍ଗନ୍ଧଯୁକ୍ତ ପକ୍ଷୀ ଭାବେ ଜଣାଶୁଣା। ଅନ୍ୟ ପକ୍ଷୀମାନଙ୍କଠାରୁ ଏହାର ଅନେକ ଭିନ୍ନତା ରହିଛି। ପୃଥିବୀର ଏକମାତ୍ର ପକ୍ଷୀ ଭାବେ ହୋଆଟ୍‌ଜିନ୍‌ଠାରେ ଗାଈ ଏବଂ ଅନ୍ୟାନ୍ୟ ସ୍ଥନ୍ୟପାୟୀ ପ୍ରାଣୀଙ୍କ ପରି ସ୍ବତନ୍ତ୍ର ପାଚନ ତନ୍ତ୍ର ରହିଛି।…

ଆଉ କେଇଟା ସେକେଣ୍ଡରେ ପଡିଥାନ୍ତା ହାତଗଣ୍ଠି: ବିବାହ ମଣ୍ଡପରେ ଏମିତି କାଣ୍ଡ କାରନାମା କଲେ ଝିଅ , ସମସ୍ତଙ୍କ ମଥା ଗୋଲ

ଆଉ କେଇଟା ସେକେଣ୍ଡରେ ପଡିଥାନ୍ତା ହାତଗଣ୍ଠି। ଝିଅରୁ ହୋଇଯାଇଥାନ୍ତେ ସ୍ତ୍ରୀ, ହେଲେ ବିବାହ ବେଦୀରେ ଝିଅଙ୍କ ଏମିତି କାଣ୍ଡକାରନାମା, ଶୁଣିକି ସମସ୍ତଙ୍କ ମଥା ଗୋଲ। ବରଙ୍କୁ ହେବାକୁ ପଡ଼ିଶା ଶିଶୁପାଳ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କର୍ଣ୍ଣାଟକ ହାସନ ଜିଲାରେ।…

ଭାରତ କି ଆମେରିକା ନୁହେଁ, ଏହି ଦେଶରେ ରହିଛି ସ୍ପିଡ୍‌ ଇଣ୍ଟରନେଟ୍‌ ସେବା, ଜାଣନ୍ତୁ ତାଲିକାରେ ଅଛି କି ପାକିସ୍ତାନ…

ଆଜିର ଡିଜିଟାଲ ଯୁଗରେ ସ୍ପିଡ୍‌ ନେଟ୍‌ଓ୍ବର୍କ ଥିବା ଦେଶ ପ୍ରଯୁକ୍ତିବିଦ୍ୟା ପ୍ରଗତିର ମାପକାଠି ପାଲଟିଛି। ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ, ଆମେରିକା କିମ୍ବା ଭାରତ ଭଳି ବଡ଼ ଦେଶରେ ନିଶ୍ଚିତ ଭାବରେ ସ୍ପିଡ୍‌ ଇଣ୍ଟରନେଟ୍‌ ସେବା ପ୍ରଦାନ କରୁଛନ୍ତି। କିନ୍ତୁ…

ଅନିଶ୍ଚିତତାରେ ଭାବୀ ରାଣୀଙ୍କ ମାଷ୍ଟର ଡିଗ୍ରୀ: ଭବିଷ୍ୟତ ଅନ୍ଧକାର

ବ୍ରସେଲ୍ସ,୨୪ା୫:ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରୀଛାତ୍ର ପଢ଼ିପାରିବେ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିର୍ଦ୍ଦେଶନାମା ଜାରି କରିବା ପରେ ସେଠାରେ ପଢ଼ୁଥିବା ବିଦେଶୀ ଛାତ୍ରୀଛାତ୍ରଙ୍କର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ବେଲଜିୟମର ୨୩ ବର୍ଷିଆ ପ୍ରିନ୍ସେସ୍‌ ତଥା ଭାବୀ…

ସେଲଟର ହୋମରୁ ପୋଷ୍ୟ ଭାବେ ଗ୍ରହଣ କଲେ କୁକୁର, ପରେ କାଟି ରାନ୍ଧି ଖାଇଦେଲେ

ବେଜିଂ,୨୩।୫: ଚାଇନାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସେଠାକାର ଜଣେ ମହିଳା ଏକ ଆଶ୍ରୟସ୍ଥଳରୁ ବୁଲା କୁକୁରମାନଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ, ଏବେ ତାଙ୍କ ବିରୋଧରେ ଏ ନେଇ ତଦନ୍ତ ଚାଲିଛି। ପ୍ରକୃତରେ, କୁକୁରଗୁଡ଼ିକୁ ନେବା ପରେ, ସେ…

ପୃଥିବୀ ଆଡକୁ ମାଡ଼ି ଆସୁଛି ଭୟଙ୍କର ସୌର ଝଡ଼, ୧୪ ହଜାର ବର୍ଷ ପୂର୍ବରୁ ହୋଇଥିବା ବିନାଶ ପରି ହୋଇପାରେ! ଅନ୍ଧାରରେ ବୁଡିଯିବ ବିଶ୍ୱ, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ,୨୩।୫: ପ୍ରାୟ ୧୪,୩୦୦ ବର୍ଷ ପୂର୍ବେ, ପୃଥିବୀରେ ଏବେ ପର୍ଯ୍ୟନ୍ତର ସବୁଠାରୁ ଶକ୍ତିଶାଳୀ ସୌର ଝଡ଼ ଆସିଥିଲା। ଫିନଲ୍ୟାଣ୍ଡର ଓଉଲୁ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଜୀବାଶ୍ମ ଗଛ ବଳୟରେ ରେଡିଓକାର୍ବନ ପରିମାଣ ଅଧ୍ୟୟନ କରି ଏହି ଆବିଷ୍କାର କରିଛନ୍ତି। ଏହି ଝଡ଼ ଆଜିର…

୬୦ ବର୍ଷ ବୟସରେ ହଠାତ୍‌ ଦେଖାହେଲେ ପ୍ରଥମ ପ୍ରେମିକା, ସ୍ତ୍ରୀ ପିଲାଙ୍କୁ ଛାଡ଼ି ଚାଲିଆସିଲେ ଓକିଲ, ମାତ୍ର ୨୪ ଘଣ୍ଟା ପରେ…

କୁହାଯାଏ ଯେ, ପ୍ରଥମ ପ୍ରେମ କେବେ ଭୁଲିହୁଏ ନାହିଁ। ଯେତେ ସମୟ ବିତିଗଲେ ମଧ୍ୟ ପ୍ରଥମ ପ୍ରେମ ସବୁବେଳେ ମନେ ରହେ। ବିହାରର ପୂର୍ଣ୍ଣିଆରେ ସମାନ ଘଟଣା ଦେଖିବାକୁ ମିଳିଛି। ଏଠାରେ ପ୍ରେମ କାହାଣୀରେ କିଛି ଅଲଗା ଘଟିଛି, ଯାହା ପ୍ରକୃତରେ…

ଫୋନରେ କଥା ହେଉଥିବାବେଳେ ଏସବୁ ଶବ୍ଦ ବ୍ୟବହାର କରୁଛନ୍ତି କି? ହୋଇଯାନ୍ତୁ ସାବଧାନ, ନଚେତ୍‌…

ନୂଆଦିଲ୍ଲୀ,୨୨।୫: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଗୋଟିଏ ମାସ ପୂରିଛି। ଏହି ଆତଙ୍କବାଦୀ ଆକ୍ରମଣ ପରେ, ଦେଶର ସୁରକ୍ଷା ନେଇ ଏଜେନ୍ସିଗୁଡ଼ିକ ସଜାଗ ଅଛନ୍ତି। ଆକ୍ରମଣ ପରେ, ଦେଶର ଗୋଇନ୍ଦା ସଂସ୍ଥାଗୁଡ଼ିକ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI…

୩୬ ଡିଜିଟ୍‌ର ବ୍ୟାଙ୍କ ବାଲାନ୍ସ

ହାଥ୍‌ରସ୍‌: ଗତ ମାସରେ ଉତ୍ତରପ୍ରଦେଶର ହାଥ୍‌ରସ୍‌ ଜିଲାର ଏକ ଦୂରବର୍ତ୍ତୀ ଗ୍ରାମରେ ରହୁଥିବା ଅଜିତ ନାମକ ଜଣେ ବ୍ୟକ୍ତି ନିଜ ବ୍ୟାଙ୍କ ବାଲାନ୍ସ ଚେକ୍‌ କରି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ତାଙ୍କ ବ୍ୟାଙ୍କ ବାଲାନ୍ସରେ ୩୬ ଡିଜିଟ୍‌ର ସଂଖ୍ୟା ଦେଖିବାକୁ…

ଭାରତର ସବୁଠୁ ଶକ୍ତିଶାଳୀ ଗାଁ କେଉଁଠି ଅଛି ଜାଣନ୍ତି କି? ବିଶେଷତ୍ୱ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ଦକ୍ଷିଣ ଦିଲ୍ଲୀ ଉପକଣ୍ଠସ୍ଥିତ ଛତ୍ରପୁର ଅଞ୍ଚଳରେ ଥିବା ଅସୋଲା-ଫତେହପୁର ବେରି ଗ୍ରାମକୁ ଭାରତର ସବୁଠାରୁ ଶକ୍ତିଶାଳୀ ଗ୍ରାମ କୁହାଯାଇଥାଏ। ଦେଶର ରାଷ୍ଟ୍ରୀୟ ରାଜଧାନୀରେ ଥିବା ନାଇଟ୍‌ କ୍ଲବ୍‌ଗୁଡ଼ିକରେ କାର୍ଯ୍ୟରତ ବାଉନ୍ସରଙ୍କ ଏକ ବଡ଼ ଅଂଶ ଏହି ଗ୍ରାମରୁ ଆସିଥାଏ। ତେଣୁ ଏହି…

ଅଧୁରା ରହିଗଲା ରତନ ଟାଟାଙ୍କ ସ୍ବପ୍ନ: କରିବାକୁ ଚାହୁଁଥିଲେ ଏହି କାମ

‘ଟାଟା’କୁ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ କରିଥିବା ରତନ ଟାଟା ଆଜି ନାହାନ୍ତି ସତ କିନ୍ତୁ ତାଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରାରୁ ଜନ୍ମିତ ଅନେକ କମ୍ପାନୀ ଏବଂ ଉତ୍ପାଦ ଲୋକଙ୍କ ଜୀବନର ଏକ ଅଂଶ। ଟିସିଏସ ଭଳି ଏକ ବିଶ୍ୱସ୍ତରୀୟ କମ୍ପାନୀ ନିର୍ମାଣ କରିବା,…

ପର୍ଯ୍ୟଟକ ହେଲେଣି ସତର୍କ, ଜୁଲାଇରେ ଆସିବ ଭୟଙ୍କର ସୁନାମୀ, ଏହିସବୁ ଦେଶ ହେବ ଛାରଖାର, ଜାଣନ୍ତୁ କିଏ କରିଛନ୍ତି ଏହି ଭବିଷ୍ୟବାଣୀ

ସୋଫିଆ,୨୧।୫: ଜାପାନର ରହସ୍ୟମୟ ମାଙ୍ଗା କଳାକାର ଏବଂ କଥିତ ଭବିଷ୍ୟଦ୍ବକ୍ତା ରିଓ ତାତସୁକି ଆଜି ଜାପାନୀ ବାବା ଭାଙ୍ଗା ଭାବରେ ଜଣାଶୁଣା। ତାଙ୍କ ପୁସ୍ତକ ‘ଦି ଫ୍ୟୁଚର ଆଇ ସ’ ମାଧ୍ୟମରେ ସେ କିଛି ବର୍ଷ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?