ଫୁରସତ

ସୋଫିଆଙ୍କ ସହ ରହିଛି ରାଣୀ ଲକ୍ଷ୍ମୀବାଈଙ୍କ ସଂଯୋଗ: ଆଶ୍ଚର୍ଯ୍ୟ କରିବ ସମ୍ପୂର୍ଣ୍ଣ ..

‘ଅପରେଶନ ସିନ୍ଦୂର’ର ପ୍ରେସ୍‌ମିଟ୍‌ କରାଯାଇଥିଲା। ଏଥିରେ ସବିଶେଷ ସୂଚନା ଦେଇ ଖବରର ଶିରୋନାମାକୁ ଆସିଥିଲେ ସୋଫିଆ କ୍ୟୁରେଶୀ।ବର୍ତ୍ତମାନ କର୍ଣ୍ଣଲଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି । ୨୦୧୭ରେ ହୋଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ତାଙ୍କ ପଣଜେଜେମା ଜଣେ…

VIDEO VIRAL: ମୋ ସ୍ତ୍ରୀ ପାକିସ୍ତାନୀ ଗୁପ୍ତଚର କହିଦେଲେ ସ୍ବାମୀ ପରେ ଯାହା ହେଲା….

ମୋ ସ୍ତ୍ରୀର ପାକିସ୍ତାନୀ ଆତଙ୍କବାଦୀଙ୍କ ସମ୍ପର୍କ ରହିଛି ସେ ଜଣେ ପାକିସ୍ତାନୀ ଗୁପ୍ତଚର ବୋଲି ଖୋଦ୍‌ ଅଭିଯୋଗ ଆଣିଛନ୍ତି ସ୍ବାମୀ। ପହଲଗାମରେ ପର୍ଯ୍ୟଟକଙ୍କୁ ହତ୍ୟା ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମୂଳକ ପରସ୍ଥିତି ଲାଗି ରହିଥିବା ବେଳେ ହାଇଦ୍ରାବାଦର…

ଗାଁ ଦାଣ୍ଡରେ ଆଉ ଶୁଭୁନାହିଁ କେନ୍ଦରାର ସ୍ବର

ଡେରାବିଶ,୧୨ା୫(ବେବର୍ତ୍ତା ଅଜୟ ଦାସ):ଦିନେ ଗାଁ ଦାଣ୍ଡରେ ମୁଖରିତ ହେଉଥିଲେ କେନ୍ଦରାର ସ୍ବର। ରାତି ପାହିଲେ ପୁରାଣ ବଣ୍ଣର୍ର୍ିତ ଗୀତକୁ ବୋଲି ହାତରେ କେନ୍ଦରା ଓ କାନ୍ଧରେ ଲାଉଥାଳ ଧରି ଯୋଗୀଟିଏ ସୁନ୍ଦର ସ୍ବରରେ ଗୀତ ବୋଲି ଗଁା ଦାଣ୍ଡକୁ ମୁଖରିତ କରୁଥିଲେ।…

ମଣ୍ଡପରେ ବରଙ୍କୁ କନ୍ୟାଙ୍କ ସାଙ୍ଗ ପଚାରିଲେ ଏମିତି ଏକ ପ୍ରଶ୍ନ, ଉତ୍ତର ଶୁଣି ସିଧା ବାହାଘର ଭାଙ୍ଗିଦେଲେ କନ୍ୟା

ମଧ୍ୟପ୍ରଦେଶର ପ୍ରୟାଗରାଜରେ ଏକ ଅଜବ ଘଟଣା ଘଟିଛି। ବିବାହ ମଣ୍ଡପରେ ବରଯାତ୍ରୀଙ୍କ ସହ ପହଞ୍ଚିଥିଲେ ବର। କନ୍ୟାଙ୍କ ସହ ପରିବାର, ବନ୍ଧୁବାନ୍ଧବ ସମସ୍ତେ ବି ପହଞ୍ଚିଥିଲେ। ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଠିକ୍‌ ହସ୍ତଗଣ୍ଠି ପଡ଼ିବା ପୂର୍ବରୁ କନ୍ୟା ଏହି ବାହାଘର…

ମା’ଙ୍କ ପାଇଁ ଦିନଟିଏ

ମା’ର ଅବଦାନ ପ୍ରତ୍ୟେକ ସନ୍ତାନର ଜୀବନରେ ଏକ ଅବର୍ଣ୍ଣନୀୟ କାହାଣୀ। ସେହି ମା’କୁ ସମ୍ମାନ ଦେବା ଲାଗି ପତିବର୍ଷ ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ। ମାତୃ ଦିବସ ହେଉଛି ଆମ ଜୀବନରେ ମା’ ଏବଂ ମା’ଙ୍କ ପରି ବ୍ୟକ୍ତିତ୍ୱଙ୍କ ପ୍ରତି…

Blackout Wedding Viral Video: କିଟିମିଟି ଅନ୍ଧାର, ଏପଟେ ପଡ଼ୁଛି ମସାଇଲ୍‌, ସେପଟେ ହାତଗଣ୍ଠି

ଦେଶ ପ୍ରେମ ଆଗରେ ସବୁ କିଛି ତୁଚ୍ଛ । ଏପଟେ ଅପରେଶନ ସିନ୍ଦୂର। ଆଉ ସେପଟେ କନ୍ୟା ମଥାରେ ଲାଗୁଛି ସିନ୍ଦୂର। ବ୍ଲାକଆଉଟ୍‌ ମଧ୍ୟରେ ବିବାହ। ଗୋଟିଏ ପଟେ ଭାରତ ଓ ପାକିସ୍ତାନର ଲଢ଼ୁଆ ବିମାନ ଆକାଶରେ ଗର୍ଜୁଥାନ୍ତି । ଆଉ…

ବିବାହକୁ ହୋଇଥିଲା ୨ ଦିନ, ଦେଶ ସେବା ପାଇଁ ବାହାରିଲେ ସ୍ବାମୀ, ଲୁହ ଛଳଛଳ ଆଖିରେ ବିଦାୟ ଦେଇ ସ୍ତ୍ରୀ କହିଲେ…

ମୁମ୍ବାଇ,୧୦ା୫: ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଜଣେ ସୈନିକ ବିବାହର ମାତ୍ର ଦୁଇଦିନ ପରେ ଦେଶ ମାତୃକାର ସେବା କରିବା ପାଇଁ କାର୍ଯ୍ୟରେ ଯୋଗ ଦେଇଛନ୍ତି। ନୂଆ ବାହାଘର ଘରେ ନବବଧୂଙ୍କୁ ଛାଡ଼ି ଆସିବା କେତେ କଷ୍ଟ ତାହା ଅନୁଭବୀ ହିଁ…

ପରମାଣୁ ଆକ୍ରମଣ ପରେ ତୁରନ୍ତ ବର୍ଷା ହୁଏ କାହିଁକି? ପ୍ରତ୍ୟେକ ବୁନ୍ଦା ହୋଇଥାଏ ବିଷ ସମାନ

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ପାକିସ୍ତାନ ବିରୋଧରେ ଅପରେଶନ ସିନ୍ଦୂର କରିଥିଲା। ପ୍ରତିବଦଳରେ ପାକିସ୍ତାନ ଭାରତ ଉପରେ ଅନେକ ଡ୍ରୋନ ଆକ୍ରମଣ କରିଥିଲା, ଯାହାକୁ ଭାରତୀୟ…

ଜାଣନ୍ତି କି କେମିତି ଶେଷ ହୁଏ ଯୁଦ୍ଧ? ଯଦି ନା ତେବେ…

ସମସ୍ତ ଘଟଣାର ଆରମ୍ଭ ଅଛି ମାନେ ଶେଷ ବି ଅଛି। ସେମିତି ଯୁଦ୍ଧ ଆରମ୍ଭ ହେଲେ ଶେଷ ବି ହୁଏ। କିଛି ଯୁଦ୍ଧ ଶୀଘ୍ର ଶେଷ ହୁଏ, ଆଉ କିଛି ଦଶନ୍ଧି ଦଶନ୍ଧି ଧରି ସମୟ ନେଇଥାଏ। କିନ୍ତୁ ନିରାଟ ସତ…

ପ୍ରତିଶୋଧର କଥା କହୁଛି ପାକିସ୍ତାନ, କଶ୍ମୀର ଛାତରେ କାହିଁକି ଲଗାଯାଉଛି ରେଡ୍‌କ୍ରସ୍‌ ଚିହ୍ନ, ଜାଣନ୍ତୁ ଏହା ପଛର କାରଣ…

ଶ୍ରୀନଗର,୮ା୫: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ୬-୭ ମେ’ ମଧ୍ୟରାତ୍ରରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଏହାକୁ ଅପରେଶନ ସିନ୍ଦୂର ନାମ ଦିଆଯାଇଥିଲା। ଏହି ଆକ୍ରମଣରେ ପାକିସ୍ତାନରେ ଥିବା ଅତି କମରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ ପାଇଯାଇଛି।…

ଅପରେଶନ ସିନ୍ଦୂର, ମେଘଦୂତ, ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରି ପାକିସ୍ତାନ ବିରୋଧରେ ଭାରତୀୟ ସେନାର ଅନେକ ନାଁ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮ା୫: ଭାରତୀୟ ସେନା ପାକିସ୍ତାନ ଏବଂ ପାକ ଅଧିକୃତ କଶ୍ମୀର (ପିଓକେ)ରେ ରାତିସାରା ବିମାନ ଆକ୍ରମଣ କରି ଲସ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ବ୍ୟବହୃତ ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଛି। ଏହି ଶିବିରଗୁଡ଼ିକୁ ଭାରତରେ ଆତଙ୍କବାଦୀ…

ରେଡ୍‌କ୍ରସ୍‌ର ମୂଳମନ୍ତ୍ର ସେବା, ସ୍ବାସ୍ଥ୍ୟ ଓ ବିଶ୍ୱବନ୍ଧୁତା

ସୁଇଜରଲାଣ୍ଡ ଜେନେଭା ସହରର ଜଣେ ବ୍ୟବସାୟୀ ଇଟାଲୀର ଲୋମ୍ବାର୍ଡି ଅଞ୍ଚଳକୁ ୧୮୫୯ ଜୁନ୍‌ରେ ଯାଇଥିଲେ। ବ୍ୟବସାୟୀ ଜଣକ ଉତ୍ତର ଇଟାଲୀର କାଷ୍ଟିଗ୍ଲିୟନ୍‌ଡିଲା ସହରର ହୋଟେଲରେ ରାତ୍ରିଯାପନ କଲେ। ସାଲଫାରିନୋ ନାମକ ଛୋଟ ସହର ନିକଟରେ ଘମାଘୋଟ ଯୁଦ୍ଧର ଗୁଳିଗୋଳା ଶବ୍ଦରେ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?