ଫୁରସତ

ହ୍ବାଟସଆପ୍‌ ଚାଟ୍‌ରେ ଝିଅ ଲେଖିଦେଲେ ଭୁଲ ଇଂରାଜୀ, ବାପା କଲେ ଟ୍ୟୁଶନ, ଭାଇରାଲ ହେଉଛି ସ୍କ୍ରିନ୍‌ଶଟ୍‌

ନିକଟରେ ଜଣେ ବାପ-ଝିଅଙ୍କ ହ୍ବାଟସଆପ୍‌ ଚାଟ୍‌ ସୋସିଆଲ ମିଡିଆ ଏକ୍ସରେ ଭାଇରାଲ ହୋଇଛି। ଯାହାକୁ ଦେଖି ୟୁଜର୍ସ ନ ହସି ରହିପାରୁ ନାହାନ୍ତି। ଚାଟ୍‌ରେ ବାପା ଝିଅର ଇଂଲିଶ୍‌ ଭୁଲ ଲେଖିବା ନେଇ ଟ୍ୟୁଶନ କରିଛନ୍ତି। ଆନଭି ନାମକ ଯୁବତୀ...

ରେଳ ଷ୍ଟେଶନରେ ଟ୍ରେନ୍‌କୁ ଅପେକ୍ଷା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସରଳତାକୁ ଲୋକେ କରୁଛନ୍ତି ପସନ୍ଦ

ନୂଆଦିଲ୍ଲୀ,୧୧।୧:ଆଜିକାଲି ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ତାଙ୍କ ପରିବାର ସହିତ ହାଇଦ୍ରାବାଦ ରେଳ ଷ୍ଟେଶନରେ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ଫଟୋରେ ତାଙ୍କର...

ରାସ୍ତାକଡ଼ରେ ଶୋଇଥିବା ବ୍ୟକ୍ତିଙ୍କ କମ୍ବଳ ତଳୁ ବାହାରିଲେ ଅନେକ ମୂଷା: ଭୟଙ୍କର ଭିଡିଓ ଦେଖିଲେ ଲୋମଟାଙ୍କୁରି ଉଠିବ

ନ୍ୟୁୟର୍କ ସିଟି ମେଟ୍ରୋ ଷ୍ଟେଶନରେ ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାକଡ଼ରେ କମ୍ବଳ ଘୋଡାଇ ହୋଇ ଶୋଇଥିବା ବ୍ୟକ୍ତିଙ୍କ କମ୍ବଳରୁ ପ୍ରବଳ ମୂଷା ବାହାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟିକ୍‌ଟକ୍‌ ୟୁଜର୍ସ @ six4bk78 ଙ୍କ...

ରାମ ମନ୍ଦିର ଉଦ୍‌ଘାଟନୀ ଉତ୍ସବରେ ଦେଢ ଲକ୍ଷ ଭକ୍ତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ ଏହି ବ୍ୟକ୍ତି, କରିଛନ୍ତି ୧୨ ବିଶ୍ୱ ରେକର୍ଡ

ଅଯୋଧ୍ୟା,୧୧।୧: ଅଯୋଧ୍ୟାରେ ରାମ ମନ୍ଦିରର ଭବ୍ୟ ଅଯୋଜନ ହେବାକୁ ଯାଉଛି। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରାମ ମନ୍ଦିରର ଉଦ୍‌ଘାଟନୀ ଓ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ପ୍ରାୟ ଦେଢ ଲକ୍ଷ ଭକ୍ତ ପ୍ରସାଦ ଗ୍ରହଣ କରିବେ। ଏଥିପାଇଁ...

Viral Video: ବିଲେଇ-ସାପ ମଧ୍ୟରେ ମୁହାଁମୁହିଁ ଲଢେଇ; ଫଳାଫଳ ଦେଖିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ବିଲେଇ ଏବଂ ସାପ ମଧ୍ୟରେ ଭୟଙ୍କର ମୁହାଁମୁହିଁ ଲଢେଇର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାପକୁ ଭୟଭୀତ କରିବା ଏବଂ ଜୀବନ ରକ୍ଷା କରିବା ପାଇଁ ବିଲେଇମାନେ କିପରି ଚତୁର ପ୍ରଣାଳୀ ଗ୍ରହଣ କରନ୍ତି ତାହା ଭିଡିଓରେ ଦର୍ଶାଯାଇଛି।...

ବିମାନ ବନ୍ଦରରେ ପହଞ୍ଚିଲେ ଭଗବାନ ରାମଙ୍କ ସହିତ ମାତା ସୀତା ଆଉ ଲକ୍ଷ୍ମଣ, ଭିଡିଓ ଭାଇରାଲ…

ଅହମଦାବାଦ,୧୧।୧ : ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ସମାରୋହକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ସର୍ବୋଚ୍ଚ ସ୍ତରରେ ରହିଛି। ରାମ ମନ୍ଦିରର ଉତ୍ସବରେ ଯୋଗଦେବାକୁ ଅଯୋଧ୍ୟାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି।...

ଦୁନିଆର ସବୁଠୁ ଶାନ୍ତିପୂର୍ଣ୍ଣ ଯୁଦ୍ଧ, ୩୦ ବର୍ଷ ଧରି ସଂଘର୍ଷ ଚାଲିଥିଲେ ବି କାହାର ହୋଇ ନ ଥିଲା ମୃତ୍ୟୁ

ଯୁଦ୍ଧ ବିଷୟରେ ଉଲ୍ଲେଖ କରିବା ମାତ୍ରେ ସବୁ ସ୍ଥାନରେ ଗଦାଗଦା ମୃତଦେହ, ବୋମା ବିସ୍ଫୋରଣ ଏବଂ ସୈନିକମାନେ ଗୁଳି ଚଳାଇବାର ଚିନ୍ତା ମନକୁ ଆସେ। ରୁଷିଆ-ୟୁକ୍ରେନ, ଇସ୍ରାଏଲ-ହମାସ୍‌ ଯୁଦ୍ଧ ସମସ୍ତଙ୍କ ସାମ୍ନାରେ ଅଛି। ଯେଉଁଥିରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ...

ଘର ଛାଡି ହୋଟେଲ ସିଫ୍ଟ ହୋଇଗଲା ପୁରା ପରିବାର, ଦିନକୁ ଦେଉଛନ୍ତି ୧୧ହଜାର ଟଙ୍କା

ବେଜିଂ,୧୧।୧: ଘର ଛାଡି ଯଦି ଆପଣଙ୍କୁ ସବୁଦିନ ପାଇଁ ହୋଟେଲରେ ରହିବାକୁ କୁହାଯାଏ, କଣ ଆପଣ ସେଭଳି କରିବେ? ପ୍ରଶ୍ନରେ ଆପଣ ଉତ୍ତର ଦେଇପାରନ୍ତି, ଦିନେ ଦୁଇ ଦିନ ତ ଠିକ୍‌ ଅଛି ହେଲେ ସବୁଦିନ ପାଇଁ ହୋଟେଲରେ ରହିବାକୁ...

ଡ୍ୟାନ୍ସ କରୁଥିଲେ ଯୁବତୀ, ପଛରେ ଛୁଆକୁ ଧରି ଠିଆ ହୋଇଥିଲେ ମହିଳା, ଘଟିଲା ଏମିତି…

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଯେକୌଣସିସ୍ତରକୁ ଚାଲିଯିବାକୁ ପ୍ରସ୍ତୁତ ଅଛନ୍ତି। ଅନେକ ଥର ଲୋକମାନେ ଏପରି ଅଜବ ସ୍ଥାନରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥାଏ। ତାଙ୍କ ଆଗରେ ଏବଂ ପଛରେ କ’ଣ ଘଟୁଛି ତାହା ମଧ୍ୟ...

ସୁରକ୍ଷା, ଖାଦ୍ୟ ନିରାପତ୍ତା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ

ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଗୁଜରାଟ ଆନନ୍ଦର ଅମୁଲ ଦୁଗ୍ଧ ସମବାୟ ସମିତିକୁ ସମର୍ଥନ କରି ଏବଂ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ କରି ଦୁଗ୍ଧର ଉତ୍ପାଦନ ତଥା ଯୋଗାଣ ବୃଦ୍ଧି ପାଇଁ ଏକ ଜାତୀୟ...

ଲୋକଙ୍କ ସୁରକ୍ଷା ଅପରିହାର୍ଯ୍ୟ

ଦୁନିଆର ପ୍ରତ୍ୟେକ ବ୍ୟକ୍ତିଙ୍କର ନିର୍ଭୟରେ ଭଲ ଜୀବନ, ସୁସ୍ଥ ଜୀବନଶୈଳୀ ଏବଂ ଜୀବନଯାପନ କରିବାର ଅଧିକାର ରହିଛି। ମାତ୍ର ମାନବ ଚାଲାଣ ଭଳି ଘୁଣ୍ୟ କାର୍ଯ୍ୟ ଯୋଗୁଁ, ଅନେକ ସମୟରେ ଲୋକମାନେ ସେମାନଙ୍କର ଜୀବନର ଆନନ୍ଦରୁ ବଞ୍ଚିତ ହୋଇଥାନ୍ତି ଏବଂ...

‘ସବୁଜ ରାକ୍ଷସ’ର ରହସ୍ୟ ଫିଟାଇଲା ନାସା

ଓ୍ବାଶିଂଟନ୍‌,୧୧ା୧: ମହାକାଶରେ ଗତବର୍ଷ ଠାବ ହୋଇଥିବା ଗ୍ରିଞ୍ଚ ନାମକ ଏକ ‘ସବୁଜ ରାକ୍ଷସ’ର ରହସ୍ୟ ଭେଦ କରିବାରେ ସକ୍ଷମ ହୋଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ସଦ୍ୟ ଅଧ୍ୟୟନ। ଏନେଇ ସ୍ପେସ୍‌ ଡଟ୍‌ କମ୍‌ରେ ଏକ ରିପୋର୍ଟ ପ୍ରକାଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri