Posted inଫୁରସତ

ଗରମରୁ ମୁକ୍ତି ଲାଗି ଏମିତି ଅଭିନବ ଉପାୟ ବାଛିଛନ୍ତି ଯୁବକ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ୨ ଜଣ ଯୁବକଙ୍କୁ ସ୍କୁଟିରେ ଯାଉଥିବା ଦେଖିବାକୁ ମିଳୁଛି। ଖରା ଗରମରୁ ରକ୍ଷା ପାଇବା ପାଇଁ ଦୁହିଙ୍କ ମଝିରେ ଏକ ପାଣି ବାଲ୍‌ଟି ଧରି ଫଛରେ ଯୁବକ ଜଣକ ବସିଥିବା ବେଳେ। ଯିବା ସମୟରେ ମଝିରେ ମଝିରେ ମଗରେ ପାଣି ନେଇ ମୁଣ୍ଡରେ ଢାଳୁଛନ୍ତି। ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ମୁଣ୍ଡରେ ମଧ୍ୟ ଢାଳୁଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଲଫ୍ରେଣ୍ଡ ଖୋଜି ଦେଲେ ମିଳିବ ୧୮ ଲକ୍ଷ ପୁରସ୍କାର

ଓ୍ବାଶିଂଟନ,୨୦।୨: ଆମେରିକାର ଜଣେ ବ୍ୟବସାୟୀ ତାଙ୍କ ପାଇଁ ଗର୍ଲ ଫ୍ରେଣ୍ଡ ଖୋଜି ଦେଲେ ୧୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ୪୭ ବର୍ଷ ବୟସ୍କ...

ଏହି ଦେଶରେ ଭୋ ଭୋ ହୋଇ କାନ୍ଦିବା ଅଭ୍ୟାସ କରନ୍ତି ଲୋକେ; ନ ମାନିଲେ ଘରୁ ଉଠାଇ ନିଆଯାଏ: କାରଣ ଜାଣିଲେ ହେବେ..

ଉତ୍ତରକୋରିଆରେ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଏ। ସେଠାର ଜନସାଧାରଣ ରାଜପରିବାରକୁ ବହୁତ ଡରିଥାନ୍ତି। କାରଣ ଦେଶରେ ଶାସକଙ୍କୁ ବଞ୍ଚିଥିବା ବେଳେ ସମ୍ମାନ...

ପୂର୍ବତନ ପ୍ରେମିକଙ୍କୁ ଉପହାରରେ ଦେଇଥିଲେ ଗାଡ଼ି; ବ୍ରେକ୍‌ଅପ୍‌ ପରେ ପ୍ରତିଶୋଧ ପରାୟଣ ହୋଇ ନିଆଁ ଲଗାଇଲେ ଯୁବତୀ; ଭିଡିଓ ଦେଖିଲେ…

ବ୍ୟାଙ୍କକ୍‌: ପୂର୍ବତନ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେଲେ ଜଣେ ଯୁବତୀ, ସେ ବି ଏମିତି ଯେ ଶୁଣିଲେ ଆପଣ ଚକିତ ହୋଇଯିବେ। ପ୍ରତିଶୋଧ ନେବାକୁ ସେ ପ୍ରେମିକଙ୍କ...

ଏହି ୫ କଥା ପ୍ରତି ଗୁରୁତ୍ୱ ଦେଲେ ମିଳିବ ସାଥୀଙ୍କ ଭରପୂର ପ୍ରେମ, ଜୀବନ ହୋଇଉଠିବ ମଧୁମୟ

ସାମାନ୍ୟ କଥାକୁ ନେଇ ମଧ୍ୟ ବେଳେ ବେଳେ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଥାଏ। ପରିଶେଷରେ ଏହି ଝଡ଼ ଉଗ୍ର ରୂପ ଧାରଣ କରିଥାଏ। ଏପରିକି ବିଚ୍ଛେଦ...

ଡାକ୍ତର କହିଲେ କେବେ ବି ମା’-ବାପା ହୋଇପାରିବେନି ଏହି ଦମ୍ପତି, ପରେ ଘଟିଲା ଏମିତି…

ଲଣ୍ଡନ,୨ା୮: ବ୍ରିଟେନରେ ରହୁଥିବା ଏକ ଦମ୍ପତିଙ୍କୁ ଡାକ୍ତର ସଫା ସଫା ମନା କରିଦେଇଥିଲେ ଯେ, ସେମାନେ ଜୀବନରେ କେବେ ବି ମା-ବାପା ହୋଇପାରିବେନି। ଏହି ଦମ୍ପତିଙ୍କ...

ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି...

ଦୁନିଆର ଭୟଙ୍କର ଗୁମ୍ଫା: ବୁଲିବା ପାଇଁ ପର୍ଯ୍ୟଟକଙ୍କୁ କିଣିବାକୁ ପଡ଼େ ୨ ଲକ୍ଷ ଟଙ୍କାର ଟିକଟ

ଦୁନିଆର ଭୟଙ୍କର ଗୁମ୍ଫା ବୁଲିବା ପାଇଁ ପର୍ଯ୍ୟଟକଙ୍କୁ ୨ ଲକ୍ଷ ଟଙ୍କାର ଟିକଟ କିଣିବାକୁ ପଡ଼େ। ଏହା ଶୁଣିଲେ ହୁଏତ ଯେ କେହି ଆଶ୍ଚର୍ଯ୍ୟ ହେବା...

ସ୍କୁଲ ଭିତରକୁ ପଶି ଆସିଲା ହାତୀ, ଆଉ ତା’ ପରେ…

ପିଲାମାନେ ସ୍କୁଲକୁ ଯାଉଥିବାର ଆପଣ ନିଶ୍ଚିତ ଦେଖିଥିବେ। କେହି କେହି ଖୁସିରେ ବିଦ୍ୟାଳୟକୁ ଯାଆନ୍ତି ତ କେହି କେହି ବିଦ୍ୟାଳୟକୁ ଯିବାବେଳେ କାନ୍ଦନ୍ତି। ଆଉ କିଛି...

Advertisement
Archives

Model This Week