ମୁଣ୍ଡରେ ତେଲ ମାଲିସ୍ କରି ରେକର୍ଡ
ଘରେ ଜେଜେମା’, ମା’ ଆଗରୁ ପିଲାଙ୍କ ମୁଣ୍ଡରେ ତେଲ ମାଲିସ୍ କରିଦେଉଥିଲେ। ଏହି ସମୟରେ ଅନେକ ଗପସପ ବି ହେଉଥିଲେ। ତେଲ ମାଲିସ୍ର ଏଇ ମୁହୂର୍ତ୍ତ ବେଶ୍ ମଜାଦାର ଥିଲା। ହେଲେ ଏବେ ସେସବୁ ବିଶେଷଭାବେ ଦେଖିବାକୁ ମିଳୁନି। ହେଲେ ଜାଣି…
ପୁଅ ପାଇଁ ଗଢିଲେ ଲମ୍ବରଘିନି କାର୍
ପିଲାଙ୍କ ଖୁସି ବାପାମା’ଙ୍କ ପାଇଁ ସବୁକିଛି। ତାଙ୍କ ମୁହଁରେ ଚେନାଏ ହସ ଫୁଟେଇବା ଲାଗି ସେମାନେ ସବୁକିଛି କରିପାରନ୍ତି। ଠିକ୍ ଯେମିତି ଭିଏତନାମର ଟ୍ରୁଓଙ୍ଗ ଭାନ ଦାଓ ନାମକ ଜଣେ ବ୍ୟକ୍ତି ନିଜ ପୁଅ ପାଇଁ ତିଆରି କରିଛନ୍ତି ଏକ ଲକ୍ଜ୍ୟୁରୀୟସ୍…
ଫେସ୍ବୁକ୍ର ମାୟା
ଏ ମୋବାଇଲ୍ ଫୋନ୍ ଜମାନା ଯେବେଠୁ ଆରମ୍ଭହେଲା, ସଂସାର ବିଷସାଗରରୁ ସତେ କି ଅମୃତ ହାଣ୍ଡିଏ ଲେଖା ହାତରେ ଧରି ମଣିଷ ନିଆରା ଜୀବନ ଜିଇଁ ଶିଖିଲା । ଆଉ ଯିଏ ଟିପଘଷା ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି, ସେମାନେ ସମଗ୍ର…
କୁକୁଡା ନା ମୟୂର; ଦ୍ୱନ୍ଦ୍ୱରେ ପଡିବେ…
କୁକୁଡା ତ ସମସ୍ତେ ଦେଖିଥିବେ। ହେଲେ ଏ ହେଉଛି ଏମିତି ଏକ କୁକୁଡା, ଯାହାକୁ ଦେଖିଲେ ଦ୍ୱନ୍ଦ୍ୱରେ ପଡିବେ ଏହା କୁକୁଡା ନା ମୟୂର ବୋଲି! କାରଣ ଏଇ କୁକୁଡାର ଲାଞ୍ଜ ମୟୂର ପିଞ୍ଛ ଭଳି ବହୁତ ଲମ୍ବା। ଜାପାନରେ ଦେଖିବାକୁ…
ହୋଲିରେ ବୁଲାବୁଲି
ରଙ୍ଗର ପର୍ବ ହୋଲି। ଦେଶର ବିଭିନ୍ନ ସ୍ଥାନରେ ଏହି ପବିତ୍ର ଉତ୍ସବକୁ ମହା ଆନନ୍ଦର ସହକାରେ ପାଳନ କରାଯାଇଥାଏ। ଏପରି କି କିଛି କିଛି ସ୍ଥାନରେ ବେଶ୍ ନିଆରା ଢଙ୍ଗରେ ଏହି ପର୍ବକୁ ପାଳନ କରାଯାଉଥିବା ଦେଖିବାକୁ ମିଳିଥାଏ। ଏଠାରେ ସେମିତି…
ହୋଲି ନୁହେଁ ହୋଲି ପରି
ହୋଲି! ଦେହ, ମନକୁ ରଙ୍ଗରେ ଭିଜାଏ। ସ୍ନେହ ଓ ଭଲ ପାଇବା ବଢାଏ। ସେଥିପାଇଁ ତ ଏହାକୁ ଭାରତର ଏକ ମୁଖ୍ୟ ପର୍ବ ଭାବେ ଗଣନା କରାଯାଏ। ତେବେ ପୃଥିବୀର ବିଭିନ୍ନ ସ୍ଥାନରେ ବି ହୋଲି ପରି କିଛି ପର୍ବ ପାଳନ…
ପ୍ରଥମ ଦରମାରେ ମା’ଙ୍କୁ ଶାଢ଼ି ଓ ବାପାଙ୍କୁ ପ୍ୟାଣ୍ଟ ଦେଇଥିଲି: ଶୁଭେନ୍ଦୁ ମହାନ୍ତି
ଜଗତ୍ସିଂହପୁରରେ ଗାଁ ହୋଇଥିଲେ ହେଁ ବାପା ଯେହେତୁ ଢେଙ୍କାନାଳରେ ଚାକିରି କରୁଥିଲେ ତେଣୁ ମୋ ଜନ୍ମ ସେଇଠାରେ ହିଁ ହୋଇଥିଲା। ବାପା ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ହୋଇଥିବାରୁ ତାଙ୍କର ବିଭିନ୍ନ ସ୍ଥାନକୁ ବଦଳି ହେଉଥିଲା, ତେଣୁ ମୋର ପାଠପଢା ମଧ୍ୟ…
ଆକର୍ଷଣୀୟ ହୋଲି ଲୁକ୍
ରଙ୍ଗର ପର୍ବ ହୋଲିରେ କିପରି ସଜେଇ ହେଲେ ପରଫେକ୍ଟ ହୋଲି ଲୁକ୍ ପାଇହେବ, ସେ ନେଇ ଅନେକଙ୍କର ଚିନ୍ତା ଥାଏ। କାରଣ ଏବେ ଟ୍ରେଣ୍ଡ ବଦଳିଲାଣି। ଆଉ କେହି ପୁରୁଣା ପୋଷାକରେ ହୋଲି ଖେଳିବାକୁ ପସନ୍ଦ କରୁ ନାହାନ୍ତି। ବରଂ ଏହିଦିନ…
ସେଦିନର ହୋଲି…
ପ୍ରତିବର୍ଷ ହୋଲି ଆସେ, ରଙ୍ଗ ବି ଉଡ଼େ। ଅବିର ରଙ୍ଗରେ ମନ ବି ରଙ୍ଗେଇ ହୋଇଯାଏ। ଏମିତି ରଙ୍ଗର ପର୍ବ ହୋଲିକୁ ନେଇ ରହିଛି ବିଭିନ୍ନ ପୌରାଣିକ, ଐତିହାସିକ ଓ ଧାର୍ମିକ କଥା କାହାଣୀ। ରଙ୍ଗ ବୋଳାବୋଳିରେ ପରସ୍ପର ମନରେ ରହେନା…
ବାଘକୁ ଏତେ ପାଖରେ ଦେଖି ଟିକେ ବି ଡରିଲାନି କୁଟୁରା, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ବିଷଧର ସାପକୁ ପାପୁଲିରେ ପାଣି ପିଆଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଟାଙ୍କୁରି ଉଠିବ ଲୋମ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ରାସ୍ତାକଡ଼ରେ ବେଲୁନ୍ ବିକୁଥିବା ଏହି ଯୁବତୀଙ୍କ ଜୀବନ ବଦଳାଇଲା ସୋସିଆଲ ମିଡିଆ; ପାଲଟିଲେ ଷ୍ଟାର୍
ଆଜିକାଲି ସମୟରେ ସୋସିଆଲ ମିଡିଆର କ୍ରେଜ ଅଧିକ। ସେଥିପାଇଁ ତ ବିଶ୍ୱ ତଥା ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ଅନେକେ ପ୍ରତିଭା ଏହା ଜରିଆରେ ଲୋକଲୋଚନକୁ ଆସୁଛନ୍ତି। ସେମାନେ ରାତାରାତି ଷ୍ଟାର ପାଲଟୁଛନ୍ତି ମଧ୍ୟ। ଉଦାହରଣ ସ୍ବରୂପ ରାନୁ ମଣ୍ଡଳଙ୍କଠାରୁ…
Archives


