ଫୁରସତ

ଆକାଶରେ ବିରଳ ଦୃଶ୍ୟ, ଅନୁମାନ କରି କୁହନ୍ତୁ ଏହା କ’ଣ

ମଣିଷ କଦାପି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ହରାଇ ପାରିବ ନାହିଁ। ଯେତେ ବୁଦ୍ଧିମାନ ହେଲେ ମଧ୍ୟ ପ୍ରକୃତି ଆଗରେ ହାର ମାନିବ। ଏହି ଯେମିତି ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ, ନଦୀ ଝରଣାର କୂଳୁକୂଳୁ ଶବ୍ଦ କାନକୁ ବେଶ୍‌ ଶାନ୍ତି ଦେଇଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ…

ଲେମ୍ବୁର ସ୍ଥାନ ନେଲା ରସୁଣ

ଦେଶରେ ଲେମ୍ବୁର ଦାମ ଲଗାତର ଭାବେ ବୃଦ୍ଧି ପାଉଛି। ଅନେକ ସ୍ଥାନରେ କିଲୋ ପିଛା ଲେମ୍ବୁ ୪୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ବଜାରରେ ଗୋଟିଏ ଲେମ୍ବୁ ୧୦ରୁ ୨୦ ଟଙ୍କାରେ ମିଳୁଛି। ଗ୍ରୀଷ୍ମଦିନେ ଚାହିଦା ରହିଥିବା ବେଳେ ହଠାତ୍‌ ଲେମ୍ବୁର…

ଅନ୍‌ଲାଇନ୍‌ରେ ବିବାହ ଡ୍ରେସ୍‌ ଅର୍ଡର କରିଥିଲେ ଯୁବତୀ, ପ୍ୟାକେଟ୍‌ ଦେଖି ପାଦତଳୁ ଖସିଗଲା ମାଟି

ଆଜିର ସମୟରେ ଲୋକମାନେ ଅନ୍‌ଲାଇନ୍‌ ଶପିଂକୁ ଅଧିକ ପସନ୍ଦ କରୁଛନ୍ତି। ଏମିତିରେ କରୋନା ଯୋଗୁ ଲୋକମାନେ ଭିଡ଼ରେ ଶପିଂ କରିବା ପରିବର୍ତ୍ତେ ଘରେ ବସି ଶପିଂ କରିବାକୁ ପସନ୍ଦ କରୁଛନ୍ତି। ଅଧିକାଂଶ କ୍ଷେତ୍ରରେ ଲୋକମାନେ ଆଶା କରୁଥିବା ସାମଗ୍ରୀଠାରୁ ବେଶ୍‌ ଭଲ…

ଡ୍ୟୁଟି ସହ ରାସ୍ତାକଡ଼ରେ ପିଲାଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି ଟ୍ରାଫିକ ପୋଲିସ

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥା’ନ୍ତି। ଆଜିର ସମୟରେ କିଛି ଲୋକ ନିଜର ଲାଭ ବ୍ୟତୀତ ଅନ୍ୟ କିଛି ବିଷୟରେ ଚିନ୍ତା କରୁ ନ ଥିବା ବେଳେ ଜଣେ ଟ୍ରାଫିକ ପୋଲିସ ଗରିବ ପିଲାଙ୍କ ପାଇଁ…

ଶାକାହାରୀ କୁକୁର, ବାଡ଼ିବଗିଚାରୁ ସିଧା ତୋଳି ଖାଏ ଫଳମୂଳ

ସାଧାରଣତଃ କୁକୁରମାନେ ଆମିଷପ୍ରିୟ। ମାତ୍ର ସୋସିଆଲ ମିଡିଆରେ ଏକ କୁକୁରର ଫଟୋ ଭାଇରାଲ ହେଉଛି, ଯିଏ କି ପୂରା ଶାକାହାରୀ। କୁକୁରଟି କେବଳ ଫଳ ଏବଂ ପନିପରିବା ଖାଇଥାଏ। ସବୁଠୁ ବଡ଼ କଥା ହେଲା ଏହି କୁକୁର କୌଣସି କଟା ପନିପରିବା…

ବେଲୁନ୍‌ ଦେଖି ଏପରି ହେଉଛନ୍ତି ମାଙ୍କଡ଼ ଛୁଆ, ଭିଡିଓ ଦେଖିଲେ..

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ପୃଥିବୀ ମୁହାଁ ସୌରଝଡ଼, ଜିପିଏସ୍‌ ସିଷ୍ଟମ୍‌-ମୋବାଇଲ ନେଟଓ୍ବାର୍କ-ସାଟେଲାଇଟ୍‌ ଟିଭି ଉପରେ ପ୍ରଭାବ ଆଶଙ୍କା…

ଓ୍ବାଶିଂଟନ, ୧୪।୪ : ସୂର୍ଯ୍ୟଙ୍କଠାରୁ ବାହାରୁଥିବା ଏକ ଉତ୍ତାପ ତରଙ୍ଗ ଝଡ଼ ପ୍ରବଳ ବେଗରେ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି। ଏହା ଯୋଗୁ ଜିପିଏସ ସିଷ୍ଟମ, ମୋବାଇଲ ନେଟୱାର୍କ ଏବଂ ସାଟେଲାଇଟ ଟିଭି ପ୍ରଭାବିତ ହେବ ବୋଲି କୁହାଯାଉଛି।…

ଆଜି ପବିତ୍ର ପଣା ସଂକ୍ରାନ୍ତି: ଓଡ଼ିଆ ନବବର୍ଷ ଆରମ୍ଭ

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ…

କାର୍‌ ଚଲାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କଲେ ଦୃଷ୍ଟିହୀନ

ଓ୍ବାଶିଂଟନ: ଆମେରିକାର ଡାନ୍‌ ପାର୍କର ଦୃଷ୍ଟିହୀନ ହୋଇଥିବାବେଳେ ୩୩୯ କି.ମି ବେଗ ପ୍ରତି ଘଣ୍ଟା କାର୍‌ ଚଳାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି। ଡାନ୍‌ ପେସାରେ ଜଣେ ରେସିଂ କାର୍‌ ଡ୍ରାଇଭର ହୋଇଥିବାବେଳେ ୧୦ ବର୍ଷ ପୂର୍ବେ ଏକ କାର୍‌ ଦୁର୍ଘଟଣାରେ…

ନିଆଁକୁ ଆୟତ୍ତ କରିବା ମୁଖ୍ୟ ଲକ୍ଷ୍ୟ

କୌଣସିଠାରେ ନିଆଁ ଲାଗିଲେ ଦମକଳ ବାହିନୀ ପହଞ୍ଚି ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟ କରିଥାନ୍ତି। ସେମାନଙ୍କ କାର୍ଯ୍ୟ ଏବଂ ଦାୟିତ୍ୱବୋଧକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଏପ୍ରିଲ୍‌ ୧୪ରେ ଜାତୀୟ ଅଗ୍ନିଶମ ସେବା ଦିବସ ପାଳିତ ହୋଇଥାଏ। ୧୪ ଏପ୍ରିଲ୍‌…

ମଣିଷ ପରି ଚାଲୁଛି କୁକୁର, ଭିଡିଓ ଦେଖିଲେ…

କୁହାଯାଏ, ଇଚ୍ଛା ଥିଲେ ସବୁ ସମ୍ଭବ। ଏହା କେବଳ ମଣିଷମାନଙ୍କ ପାଇଁ ଯେ, ପ୍ରଯୁଜ୍ୟ ତାହା ନୁହେଁ; ଏହା ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ସମ୍ଭବ ହୋଇଥାଏ। ସୋସିଆଲ ମିଡିଆରେ ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ…

ଘରୋଇ ଉପାୟରେ ଦୂରାନ୍ତୁ ମଶା

ପ୍ରବଳ ଗରମ ସାଙ୍ଗକୁ ମଶାଙ୍କ ଦୌରାତ୍ମ୍ୟ ଭାରି କଷ୍ଟ ଦେଇଥାଏ। ତେବେ ମଶା କାମୁଡ଼ାରୁ ବର୍ତ୍ତିବା ପାଇଁ ଚାହୁଁଥିଲେ ଜାଣି ରଖନ୍ତୁ କିଛି ଘରୋଇ ଉପାୟ… ମଶା ଘଉଡାଇବା ପାଇଁ ରସୁଣ ବେଶ୍‌ ଫଳପ୍ରଦ। ଏଥିପାଇଁ ଆପଣ କିଛି ରସୁଣକୁ ଛେଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?