ଫୁରସତ

ସ୍ବାମୀଙ୍କୁ ବିକ୍ରି ପାଇଁ ମହିଳା ଦେଲେ ବିଜ୍ଞାପନ

ଫ୍ଲୋରିଡା,୩୦।୪: ଫ୍ଲୋରିଡାର ଜଣେ ମହିଳା ଘର ସାଙ୍ଗକୁ ତାଙ୍କ ସ୍ବାମୀଙ୍କୁ ବିକ୍ରି କରିବା ପାଇଁ ଏକ ବିଜ୍ଞାପନ ଦେଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ସବୁଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ୪୩ ବର୍ଷୀୟା କ୍ରିଷ୍ଟାନ ବଲ…

ଗରମରୁ ମୁକ୍ତି ପାଇଁ ଏପରି କରୁଛନ୍ତି ମାଙ୍କଡ଼, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ବିମାନରୁ କୁକୁରକୁ ତଳକୁ ଫିଙ୍ଗିଦେଲେ ମାଲିକ, ଆଉ ତା’ ପରେ…

ଏମିତି କିଛି ଫଟୋ ଅଛି, ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ। ସେମିତି ଏକ କୁକରର ଫଟୋ ଏବେ ଭାଇରାଲ ହେଉଛି। ଫଟୋରେ କୁକୁରର ମାଲିକ ବିମାନରୁ କୁକୁରକୁ ବାହାରକୁ ଠେଲି ଦେଉଥିବା ନଜର ଆସିଛି। ମାତ୍ର ପ୍ରକୃତ ସତ ଜାଣିବା…

ମଇଳା ମୋଜା ବିକି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଏହି ଯୁବକ

ସାଧାରଣତଃ ଲୋକେ ନୂଆ ଜିନିଷ ବିକୁଥିବା ବା କିଣୁଥିବା ଦେଖିଥିବେ। ମାତ୍ର ଜଣେ ବ୍ୟକ୍ତି ପୁରୁଣା ଏବଂ ମଇଳା ମୋଜା ବିକି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ବିଲି ଜୋ ଗ୍ରେ ନାମକ…

କର୍ମକ୍ଷେତ୍ରରେ ନିରାପତ୍ତା ଅପରିହାର୍ଯ୍ୟ

କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପ୍ରତି ଦୃଷ୍ଟି ଦେବା ଅତ୍ୟନ୍ତ ଜରୁରୀ । ଏହା ଦ୍ୱାରା କର୍ମଚାରୀଙ୍କ କାର୍ଯ୍ୟ କ୍ଷମତା ବୃଦ୍ଧି ସହିତ ବିକାଶ ଧାରା ଜାରି ରହିଥାଏ। ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଏପ୍ରିଲ ୨୮ରେ କର୍ମକ୍ଷେତ୍ରରେ…

କ୍ୟାନ୍‌ସର ବେଡ୍‌ରୁ ଚାକିରି ପାଇଁ ସାକ୍ଷାତକାର ଦେଲେ ଆଇଟି ପ୍ରଫେସନାଲ୍‌

ନିକଟରେ ଜଣେ କ୍ୟାନ୍‌ସର ରୋଗୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ରୋଗୀ ଜଣକ ହସ୍ପିଟାଲ ବେଡ ଉପରେ ବସି ଚାକିରି ପାଇଁ ସାକ୍ଷାତକାର ଦେଉଥିବାର ଦେଖାଯାଇଛି। କେମୋଥେରାପି ସେସନରେ ରୋଗୀଟି ଚାକିରି ପାଇଁ ଅନଲାଇନ ସାକ୍ଷାତକାର ଦେଇଥିଲେ। ଏହି…

ବୃଦ୍ଧାଙ୍କୁ ପିଠିରେ ବସାଇ ୫ କି.ମି. ଚାଲିଲେ ମହିଳା ପୋଲିସ

ଜନସାଧାରଣଙ୍କ ସେବା କରିବା ପୋଲିସର କାମ। ବେଳେବେଳେ ପୋଲିସର ଏମିତି ସେବା ନଜରକୁ ଆସିଥାଏ ଯାହାକୁ ସମସ୍ତେ ପ୍ରଶଂସା କରିଥାନ୍ତି। ଏବେ ସେମିତି ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ପୋଲିସ ଜଣେ ବୃଦ୍ଧାଙ୍କୁ ପିଠିରେ ବୋହି ଘରକୁ…

ଫର୍ଚୁନର କାର୍‌ ଚଳାଇ ଚର୍ଚ୍ଚାରେ ୮ ବର୍ଷର ବାଳକ, ଡ୍ରାଇଭିଂ ଦେଖି ଲୋକେ କାବା

ଛୋଟ ବୟସରେ ବଡ଼ କାରନାମା। ମାତ୍ର ୮ ବର୍ଷ ବୟସରେ ଫର୍ଚୁନର ଭଳି ଭାରି କାର୍‌ ଚଳାଇ ଚର୍ଚ୍ଚାରେ ଜଣେ ବାଳକ। ତାଙ୍କୁ ଯେ କେହି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ। ଏବେ ତାଙ୍କର ଭିଡିଓ ବେଶ ଭାଇରାଲ ହେଉଛି। କାର ଚଳାଉଥିବା…

୩୦ ବର୍ଷ ଧରି ଟଏଲେଟରେ ତିଆରି ହେଉଥିଲା ସିଙ୍ଗଡ଼ା, ଆଉ ତା’ ପରେ…

ସାଉଦି ଆରବ,୨୭।୪: ୩୦ ବର୍ଷ ଧରି ଶୌଚାଳୟ (ଟଏଲେଟ)ରେ ସିଙ୍ଗଡ଼ା ତିଆରି କରାଯାଉଥିଲା। ପରେ ଏହା ଜଣାପଡ଼ିବା ପରେ ଉକ୍ତ ରେଷ୍ଟୁରାଣ୍ଟକୁ ଚଢ଼ାଉ କରି ସିଲ୍‌ କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିିଛି ସାଉଦି ଆରବର ଯେଦ୍ଧା ସହରରେ। ରେଷ୍ଟୁରାଣ୍ଟରେ…

କୁକୁର ଛୁଆକୁ କିସ୍‌ କରୁଛି ଓଟ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଖେଳାଳିଙ୍କ ଗୁରୁ ଦକ୍ଷିଣା, କୋଚ୍‌ଙ୍କ ପାଇଁ ନିର୍ମାଣ କରୁଛନ୍ତି ବିଳାସପୂର୍ଣ୍ଣ କୋଠା…

ଗୁରୁଦାସପୁର, ୨୬।୪ : ମହାଭାରତରେ ଏକଲବ୍ୟଙ୍କ ଗୁରୁଦକ୍ଷିଣା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏବେ ପଞ୍ଜାବରେ ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି କେତେକ ଖେଳାଳୀ। କ୍ରୀଡାକୁ ଜୀବନ୍ତ ରଖିବା ପାଇଁ ଶହ ଶହ ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କୁ ତାଲିମ ଦେଇଥିବାକୋଚ ରେସଲର…

ରାନୁ ମଣ୍ଡଳଙ୍କ ପରେ ଏବେ ଭାଇରାଲ ହେଉଛି ଜଣେ ଟ୍ରକ ଡ୍ରାଇଭରଙ୍କ ଭିଡିଓ

ମୁମ୍ବାଇ: ସୋସିଆଲ ମିଡିଆରେ ଅଧିକାଂଶ ସମୟରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଏବେ ଏମିତି କିଛି ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କର ହୃଦୟକୁ ଛୁଇଁ ଯାଉଛି । ଏହି ଭିଡିଓ ଜଣେ ଟ୍ରକ ଡ୍ରାଇଭରଙ୍କର ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri