Posted inଫୁରସତ

ଫର୍ଚୁନର କାର୍‌ ଚଳାଇ ଚର୍ଚ୍ଚାରେ ୮ ବର୍ଷର ବାଳକ, ଡ୍ରାଇଭିଂ ଦେଖି ଲୋକେ କାବା

ଛୋଟ ବୟସରେ ବଡ଼ କାରନାମା। ମାତ୍ର ୮ ବର୍ଷ ବୟସରେ ଫର୍ଚୁନର ଭଳି ଭାରି କାର୍‌ ଚଳାଇ ଚର୍ଚ୍ଚାରେ ଜଣେ ବାଳକ। ତାଙ୍କୁ ଯେ କେହି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ। ଏବେ ତାଙ୍କର ଭିଡିଓ ବେଶ ଭାଇରାଲ ହେଉଛି।

କାର ଚଳାଉଥିବା ବାଳକଙ୍କ ନାମ ଅୟାନ। ସେ ତାଙ୍କ ଭଉଣୀ ଅରିବାଙ୍କ ସହ ବେଶ ଆରାମରେ ବସି ଗାଡ଼ି ଚଳାଉଛନ୍ତି। କୁନି କୁନି ହାତରେ ସେ କାର୍‌ ଚଳାଇ ଗାଁ ବୁଲିବାକୁ ଆସିଥିବା କହୁଛନ୍ତି। ୟୁଟ୍ୟୁବ୍‌ରେ ତାଙ୍କ ଭିଡିଓକୁ ‘ଅୟାନ୍‌ ଆଣ୍ଡ ଅରିବା ଶୋ’ ନାମକ ଆକାଉଣ୍ଟରୁ ଶେୟାର କରାଯାଇଛି। ୫.୪୩ ମିନିଟ୍‌ର ଏହି ଭିଡିଓକୁ ହଜାର ହଜାର ଲୋକ ଦେଖି ସାରିଲେଣି। କିଛି ପିଲାଟିର ଡ୍ରାଇଭିଂକୁ ପ୍ରଶଂସା କରୁଥିବା ବେଳେ କିଛି ଏହା ବିପଦଜ୍ଜନକ ବୋଲି କହୁଛନ୍ତି।

ଆପଣ ବି ଦେଖନ୍ତୁ:


Enter your email to get our daily news in your inbox.

All Right Reserved By Dharitri.Com

ବୟସର ତାରତମ୍ୟ ପ୍ରେମରେ ସାଜିନି ବାଧକ…

ଏବେ ଭାଲେଣ୍ଟାଇନ୍‌ ସପ୍ତାହ ଜାରି ରହିଛି। ଏହା ପ୍ରେମୀଯୁଗଳଙ୍କୁ ପ୍ରେମର ପରିଭାଷା ସମ୍ପର୍କରେ ଅବଗତ କରାଇଥାଏ। ପ୍ରେମ ଆଗରେ ଜାତି-ଧର୍ମ-ବର୍ଣ୍ଣ ବାଧା ସୃଷ୍ଟି କରି ନ...

ସୁନାର ମାସ୍କ ତିଆରି କଲେ ମନୋଜ ସେନଗାର

କାନପୁର,୧ ।୭: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏବେ ଏହି ମାସ୍କକୁ ନେଇ ଚର୍ଚ୍ଚାକୁ...

ମାରିଆନା ଟ୍ରେଞ୍ଚ୍‌

ପୃଥିବୀର ସବୁଠୁ ଗଭୀରତମ ସ୍ଥାନ ହେଉଛି ମାରିଆନା ଟ୍ରେଞ୍ଚ୍‌। ପ୍ରଶାନ୍ତ ମହାସାଗରର ପଶ୍ଚିମ ଭାଗରେ ଥିବା ୧୫୮୦ ମାଇଲ ପରିବ୍ୟାପ୍ତ ଅର୍ଦ୍ଧଚନ୍ଦ୍ରାକୃତି ଏହି ସ୍ଥାନଟିର ଗଭୀରତା...

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ ତେହରାନ,୨୬।୮: ଗୋଟିଏ ଦେଶର ଏଭଳି ଏକ ସହର ରହିଛି ଯେଉଁଠାରେ ଆମ୍ବୁଲାନ୍ସକୁ ଲୋକେ ବାଟ ଛାଡୁ ନାହାନ୍ତି।...

ଆକାଶରୁ ହେଲା ଚକୋଲେଟ ବର୍ଷା

ଜୁରିକ୍‌, ୨୦।୮: ଆକାଶରୁ ଚକୋଲେଟ ବର୍ଷା ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏଭଳି ସ୍ବିଜରଲାଣ୍ଡର ଓଲଟେନ୍‌ ସହରରେ ଘଟିଛି। ସାରା ସହରରେ...

ଏହି ରାଶି-ରାଶି ମଧ୍ୟରେ ବିବାହ କରିବା ଆଦୌ ଉଚିତ୍‌ ନୁହେଁ, ଦାମ୍ପତ୍ୟରେ ଆସିଥାଏ ଝଡ଼

ସାଧାରଣତଃ ବିବାହ ସମୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ପାଇଁ ଜାତକ ମିଳା ଯାଇଥାଏ। କିଛି ରାଶି ଅଛି, ଜଣେ ଜଣଙ୍କ ପ୍ରତି ବେଶ୍‌ ଆକର୍ଷିତ...

ଅନନ୍ୟ ଅନୁଭୂତି: ଶ୍ରୀଅରବିନ୍ଦ ଆଶ୍ରମ

ପଣ୍ଡିଚେରୀ ଯାହା ଏବେ ପୁଡୁଚେରୀ ଭାବେ ପରିଚିତ। ଏଠାରେ ରହିଛି ଶ୍ରୀଅରବିନ୍ଦଙ୍କ ଆଶ୍ରମ, ଯାହାକି ଏକ ପବିତ୍ର ଆଧ୍ୟାତ୍ମିକସ୍ଥଳୀ। ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କୁ ଏଠାରେ ଆରାଧନା...

ନାଇଟ୍‌ କ୍ଲବ୍‌ରେ ସଂସ୍କୃତ ଗୀତରେ ନାଚନ୍ତି ଲୋକେ…

ବୁଇନୋସ୍‌ ଆରିସ୍‌, ୧୬।୨: ନାଇଟ୍‌ କ୍ଲବ୍‌ରେ ହିନ୍ଦୀ ଅବା ଇଂଲିଶ୍‌ ଗୀତରେ ଲୋକେ ନାଚିଥାନ୍ତି। କିନ୍ତୁ ଆର୍ଜେଣ୍ଟିନାରେ ଥିବା ଏକ ନାଇଟ୍‌ କ୍ଲବ୍‌ରେ ଲୋକେ ସଂସ୍କୃତ...

Advertisement
Archives

Model This Week