ସାର୍କ ସହ ୮ ବର୍ଷର ବାଳକ କଲେ ଲଢ଼େଇ, ଶେଷରେ…
କିଏ ସମୁଦ୍ରରେ ପହଁରିବାକୁ ତ କିଏ ସମୁଦ୍ର କୂଳରେ ସମୟ ବିତାଇବାକୁ ଭଲ ପାଏ। ତଥାପି ସମୁଦ୍ର କୂଳରେ ନାନା ବିପଦ ରହିଛି। ଏବେ ଜଣେ ୮ ବର୍ଷର ବାଳକ ସହ ସେମିତି ଏକ ଘଟଣା ଘଟିଛି। ବାଳକ ଜଣକ ତାଙ୍କ…
୩୬ଇଞ୍ଚ ବରକୁ ୩୪ଇଞ୍ଚ କନ୍ୟାଙ୍କୁ ଦେଖିବାକୁ ଲୋକଙ୍କ ଗହଳି
ଭାଗଲପୁର,୪।୫: କୁହାଯାଏ, ଯୋଡିସବୁ ଉପରୁ ତିଆରି ହୋଇ ଆସିଥାଏ। କିଏ କାହାର ଜୀବନସାଥୀ ହେବ ସେନେଇ ପୂର୍ବରୁ ନିର୍ଦ୍ଧାରିତ ହୋଇରହିଥାଏ। ତେବେ ବିହାରର ଭାଗଲପୁରରେ ବି କିଛି ଏଭଳି ଏକ ନିଆରା ଯୋଡିଙ୍କୁ ଦେଖିବାକୁ ମିଳିଛି। ଯାହାକୁ ଦେଖିଲେ ଲୋକେ କହୁଛନ୍ତି,…
ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ଦୀପ୍ତି
ଦୃଢ଼ ଇଚ୍ଛାଶକ୍ତି ସଫଳତା ଆଣେ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସମ୍ବଲପୁର ଜିଲା ଧନକଉଡ଼ା ଗ୍ରାମର ମାତା ଜ୍ୟୋତ୍ସାମୟୀ ଏବଂ ପିତା ବିପିନ ବିହାରୀ ଦାଶଙ୍କ କନିଷ୍ଠ କନ୍ୟା ଦୀପ୍ତି ଦାଶ। ତୁଳସୀ ଦୁଇପତ୍ରରୁ ବାସିଲା ପରି ଛୋଟ ବେଳୁ ନାଚଗୀତ,…
ଝିଅ ପାଇଁ ଯେଉଁ ବରପାତ୍ର ଠିକ୍ କରିଥିଲେ ବାପା, ତାଙ୍କୁ ଚାକିରି ଅଫର ଦେଲେ ଝିଅ, ଦରମା ଜାଣିଲେ…
ବେଙ୍ଗାଲୁରୁ,୨ା୫: ପ୍ରତ୍ୟେକ ମା’-ବାପା ନିଜ ପିଲାମାନଙ୍କ ପାଇଁ ଉପଯୁକ୍ତ ବରପାତ୍ର ଖୋଜିଥାନ୍ତି। ଆଜିର ସମୟରେ ଅଧିକାଂଶ ପିଲା ନିଜ ପସନ୍ଦର ଜୀବନସାଥୀ ବାଛୁଛନ୍ତି। ଏମିତି କ୍ଷେତ୍ରରେ ଜଣେ ବାପା ଝିଅ ପାଇଁ ଏକ ବିବାହ ପ୍ରସ୍ତାବ ଆଣିଥିଲେ। ପୁଅର ପ୍ରୋଫାଇଲ ଦେଖିବା…
ଗୁଗଲ୍ ମ୍ୟାପ୍ରେ ସର୍ଚ୍ଚ କରୁଥିଲେ ଶ୍ମଶାନ, ଦେଖିବାକୁ ମିଳିଲା ଭୟଙ୍କର ଦୃଶ୍ୟ
ଲୋକେ ସହଜରେ କୌଣସି ସ୍ଥାନ ବିଷୟରେ ସୂଚନା ପାଇବା ପାଇଁ ଗୁଗଲ୍ ମ୍ୟାପ୍ର ସାହାରା ନେଇଥାନ୍ତି। ବେଳେବେଳେ ଏହି ମ୍ୟାପ୍ ସର୍ଚ୍ଚ କରୁକରୁ କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ। ଯାହା ଦେଖି ଲୋକେ ଭୟଭୀତ ହୋଇଯାଇଥାନ୍ତି। ଏବେ ସୋସିଆଲ ମିଡିଆରେ…
ବୁଡିବେନି ଏଇ ହ୍ରଦରେ; ପହଁରା ନ ଶିଖିଥିବା ଲୋକ ବି…
ପାଣିକୁ ଅନେକେ ଡରନ୍ତି। ସମୁଦ୍ର, ହ୍ରଦ ଦେଖିଲେ ତ ବୁଡିଯିବା ଭୟରେ ସେମାନଙ୍କ ଦେହ ଥରିଯାଏ। କିନ୍ତୁ ଆମେ ଏମିତି ଏକ ହ୍ରଦ ବିଷୟରେ କହିବୁ ଯାହା ମଧ୍ୟକୁ ଗଲେ ପାଣିକୁ ଭୟ କରୁଥିବା ମଣିଷଙ୍କ ଭୟ ଦୂର ହୋଇଯିବ। କାରଣ…
ଗୋରୁମୁଣ୍ଡ ଥାପି କପାତୋଳା
ଚନିଆ ବନାମ ଚୈତନ୍ୟ ବାବୁଙ୍କର ଚେତନା ଜାଗ୍ରତ ହେଲା । ନା, ଆଉ ସେ ନିଜ ପ୍ରାଣପ୍ରିୟା ପତ୍ନୀଙ୍କୁ ଗାଁରେ ଛାଡି ବାହାର ରାଇଜରେ ପଡି ବହୁରାଷ୍ଟ୍ରୀୟ କମ୍ପାନୀ ଅଧୀନରେ ଚାକିରୀ କରି କୁଢ଼ କୁଢ଼ ଟଙ୍କା କମେଇ ପତ୍ନୀକୁ ମାତୃତ୍ୱରୁ…
ଡହଡ଼ହ ଖରାରେ ପକ୍ଷୀ ପାଇଁ ଦେବଦୂତ ସାଜିଲେ ବ୍ୟକ୍ତି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ହାତ ଓ ପାଦର କମାଲ
ର୍ୟୁବିକ୍ କ୍ୟୁବ୍ ସମାଧାନ କରିବା କେତେ କଷ୍ଟ ସମସ୍ତେ ଜାଣନ୍ତି। ହେଲେ କେତେଜଣ ଥାଆନ୍ତି ଯେଉଁମାନେ ବେଶ୍ ସରଳତାର ସହ ଏହାକୁ ସମାଧାନ କରିପାରନ୍ତି। ତେବେ ସମାନେ କେବଳ ହାତ ସାହାଯ୍ୟରେ ସମାଧାନ କରୁଥିବା ଦେଖିଥିବେ। ହେଲେ ବାଙ୍ଗାଲୁରର ୮ ବର୍ଷୀୟ…
ମନୋରମ ପର୍ଯ୍ୟଟନସ୍ଥଳୀ ୟୁକସୋମ
ୟୁକସୋମ ହେଉଛି ସିକ୍କିମ୍ସ୍ଥିତ ଏକ ଆକର୍ଷଣୀୟ ତଥା ମନୋରମ ସହର। କାରଣ ଏଠାରେ ରହିଛି ଏକାଧିକ ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଖାସ୍କରି ଏଠାରେ ଦେଖିବାକୁ ମିଳୁଥିବା ଜଙ୍ଗଲ ପରିବେଷ୍ଟିତ ପାହାଡର ଅପୂର୍ବ ଦୃଶ୍ୟ ବେଶ୍ ଆଖିଦୃଶିଆ ହୋଇଥାଏ। ଏହାଛଡ଼ା ଏଠାରେ ବି ଦେଖିବାକୁ…
ମିନି ସ୍କର୍ଟ ଫ୍ୟାଶନ
ମିନି ସ୍କର୍ଟର ଫ୍ୟାଶନ ମଧ୍ୟ କେବେ ବି ଆଉଟ୍ ଅଫ୍ ଟ୍ରେଣ୍ଡ ହୁଏ ନାହିଁ। ବିଶେଷକରି ଖରାଦିନେ ଏହାର ଡିମାଣ୍ଡ ଯୁବତୀଙ୍କ ଭିତରେ ବେଶ୍ ରହୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଏହି ମିନି ସ୍କର୍ଟକୁ କ୍ୟାରି କରିବା ସମୟରେ କିଛିଟା ଜରୁରୀ…
ନାଟ୍ୟକାର ମନ୍ମଥ
ଦର୍ଶକଙ୍କୁ ନାଟକ କେବଳ ମନୋରଞ୍ଜନ ଦିଏ ତା’ନୁହେଁ ବରଂ ଏହା ଜନଜାଗରଣର ଏକ ବଳିଷ୍ଠ ମାଧ୍ୟମ। ସମାଜର ନିଚ୍ଛକ ଛବି ନିଖୁଣଭାବେ ନାଟକରେ ହିଁ ପ୍ରତିଫଳିତ ହୋଇଥାଏ। ଏଥିପାଇଁ ଦୀର୍ଘ ୬ ଦଶନ୍ଧି ଧରି ନାଟ୍ୟକଳାକୁ ନେଇ ତାଙ୍କର ଦୁନିଆ, ତାଙ୍କ…
Archives


