ମଉସାଙ୍କ ମରିବା ଖୁସିରେ…
ଘନ ମଉସାଙ୍କ ମରଣ ଖବର ଶୁଣି ମନ ମୋର ବିଷିପିତା ହୋଇଗଲା l ଆହା, ଏତେ ସୁନ୍ଦର ଲୋକ…ଏଡ଼େ ବେଗି ଚାଲିଗଲେ! ଭାରି ପରୋପକାରୀ ଲୋକ ଥିଲେ l ସବୁଠୁ ବଡ଼ଗୁଣ ହେଲା, ମା’ – ମାଟି -ମାତୃଭାଷାକୁ ଭାରି ଭଲପାଉଥିଲେ…
ଗୋଟିଏ ଗଛରେ ୩୨,୦୦୦ ଟମାଟୋ
ଫ୍ଲୋରିଡାସ୍ଥ ଓ୍ବାଲ୍ଟ ଡିଜନୀ ଓ୍ବାର୍ଲଡ ରିସର୍ଟର ଏକ୍ସପେରିମେଣ୍ଟାଲ ଗ୍ରୀନ୍ ହାଉସ୍ରେ ଅଛି ଏକ ବିରାଟକାୟ ଟମାଟୋ ଗଛ। ଏହା ଏକ ବରଗଛ ପରି ଦେଖିବାକୁ। ହେଲେ ଏଥିରେ ଖୁନ୍ଦି ହୋଇ ଲାଲ୍ ଲାଲ୍ ଟମାଟୋ ଫଳିଥାଏ। ଏଥିରେ ଏତେ ଟମାଟୋ ହୁଏ…
ଜାଗେଶ୍ୱର ଧାମ
ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଜାଗେଶ୍ୱର ଧାମ୍ ହେଉଛି ଉତ୍ତରାଖଣ୍ଡର ଅଲମୋଡ଼ା ଜିଲା ଅନ୍ତର୍ଗତ ଏକ ପବିତ୍ର ଆଧ୍ୟାତ୍ମିକ ପୀଠ। ଏହି ପୀଠରେ ଶ୍ରଦ୍ଧାଳୁ ଅନେକ ଛୋଟ ବଡ଼ ମନ୍ଦିର ଥିବାର ଦେଖିବାକୁ ପାଇପାରିବେ… ଉତ୍ତରାଖଣ୍ଡର ଅଲମୋଡ଼ା ଜିଲାଠାରୁ ପ୍ରାୟ ୩୬…
ବସିବା ଢଙ୍ଗ କହିବ ବ୍ୟକ୍ତିତ୍ୱ
ଚେୟାରରେ ତ ସମସ୍ତେ ବସନ୍ତି। ହେଲେ ସମସ୍ତଙ୍କ ବସିବା ଢଙ୍ଗ ସମାନ ନ ଥାଏ। କିଏ ଗୋଡ଼ ଉପରେ ଗୋଡ଼ ରଖି ତ କିଏ ଦୁଇ ପାଦ ଛନ୍ଦି ବସନ୍ତି। ଆଉ ଏହି ବସିବାର ଭିନ୍ନତା ବି ଭିନ୍ନ ବ୍ୟକ୍ତିତ୍ୱକୁ ଦର୍ଶାଏ…
ଅନୁଭବ ବିନା ଗୀତ ଲେଖି ହୁଏନା
ପିଲାଟିଦିନରୁ ତାଙ୍କର ସଙ୍ଗୀତ ପ୍ରତି ଥିଲା ଦୁର୍ବଳତା। ସ୍କୁଲ ବୟସରୁ ରେଡିଓ ଶୁଣିବା, ସିନେମା ଦେଖିବାର ନିଶା ତାଙ୍କ ମନକୁ ସର୍ବଦା ଅଥୟ କରୁଥିଲା। ଏଥିଯୋଗୁ ଯାହା ଲେଖୁଥିଲେ ତାହାକୁ ଗୀତପରି ଗାଉଥିଲେ। ଏମିତିରେ ସେ ନବମ ଶ୍ରେଣୀରୁ ଆକାଶବାଣୀର ଜଣେ…
ଫ୍ୟାଶନରେ ଚୋକର ଟପ୍ସ
ଯେକୌଣସି ଅକେଜନ୍ ହେଉ ନା କାହିଁକି ଜିନ୍ସ ଓ ଟପ୍ସ ପିନ୍ଧିଲେ କମ୍ଫଟେବଲ ଲାଗିଥାଏ ବୋଲି ଅନେକଙ୍କର ମତ ଥାଏ। ଏପରିକି କେହି କେହି ପାର୍ଟି, ଫଙ୍କ୍ସନରେ ସ୍କର୍ଟ ସହ ଟପ୍ସକୁ ପେୟାର କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ସେଥିପାଇଁ ମାର୍କେଟ୍ରେ…
୫ ସୁନାବେଶ
ମହାପ୍ରଭୁ ଶ୍ରୀଜଗନ୍ନାଥ। ରାଜାଧିରାଜ ସେ କାଳିଆ ସାଆନ୍ତ। ସମନ୍ବିତ ସାଂସ୍କୃତିକ ପରମ୍ପରାର ଶ୍ରେଷ୍ଠ ନିଦର୍ଶନ। ଅପୂର୍ବ ତାଙ୍କର ମାନବୀୟ ଲୀଳା। ପ୍ରତ୍ୟେକ ଲୀଳାର ଅନ୍ତରାଳେ ନିହିତ ଥାଏ ମଙ୍ଗଳ କାମନା। ସେଥିପାଇଁ ଦାରୁଦିଅଁଙ୍କ ନୀତିକାନ୍ତି, ଭୋଗ, ବେଶ ସବୁକିଛି ମହିମାମଣ୍ଡିତ। ପୁଣି…
ସାପଙ୍କ ବନ୍ଧୁ ସ୍ନେହାଶ୍ରୀ
ପେସାରେ ଜଣେ ଶିକ୍ଷୟିତ୍ରୀ। ହେଲେ ନିଶା ତାଙ୍କର ସାପ ଧରିବା। କେବଳ ସାପ କାହିଁକି ବିଭିନ୍ନ ପଶୁପକ୍ଷୀ ଏବଂ ଜୀବଜନ୍ତ୍ୁଙ୍କ ସୁରକ୍ଷା ପାଇଁ ମଧ୍ୟ ସେ ସର୍ବଦା ତତ୍ପର। ଯେଉଁଥିପାଇଁ ଜଣେ ପ୍ରାଣୀ ସୁରକ୍ଷାକାରୀ ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍…
ରେନିଡେ’ ଆଉଟିଂ
ବର୍ଷାଦିନିଆ କୋହଲା ପାଗ ସାଙ୍ଗକୁ ଥଣ୍ଡା ଥଣ୍ଡା ପବନରେ ବୁଲିବାର ମଜା ନେବାକୁ ବେଶ୍ ଆଗ୍ରହୀ ଯୁବପିଢ଼ି। ହେଲେ ଏମିତିରେ ସାମାନ୍ୟ ଅବହେଳା ସାଜିପାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ… ବର୍ଷାଦିନିଆ ଥଣ୍ଡା ପାଗରେ ସାଙ୍ଗସାଥୀଙ୍କ ସହ ବିଭିନ୍ନ ସ୍ଥାନ ବୁଲିଯିବାର…
ପୁରୁଷଙ୍କ ଶରୀରରେ ମହିଳାଙ୍କ ପ୍ରଜନନ ଅଙ୍ଗ
ମାନବ ଶରୀର ବହୁତ ଅଦ୍ଭୁତ ଅଟେ। ଆମ ଶରୀର ସହିତ ଜଡ଼ିତ ଅନେକ ଦିଗ ଅଛି, ଯାହା ବିଷୟରେ ଆମେ ସଠିକ୍ ଭାବରେ ଜାଣିନାହୁଁ। କିଛି ଜିନିଷ ଅଛି, ଯାହା ପ୍ରତ୍ୟେକ ମାନବ ଶରୀରରେ ସମାନ କିନ୍ତୁ କିଛି ଜିନିଷ ସ୍ବାଭାବିକ…
ପାଚେରି ଭିତରେ ଘୋଡ଼ାକୁ ଏମିିତି ଗେଲ କରୁଛି କୁକୁର
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଏଠାରେ ଏମିତି ପୋଷାକ ପିନ୍ଧିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା
ପର୍ଯ୍ୟଟନ ସ୍ଥଳକୁ ଲୋକେ ଯେକୌଣସି ପୋଷାକ ପିନ୍ଧି ଆସିପାରନ୍ତି। କିନ୍ତୁ ଇଟାଲୀରେ ମହିଳାମାନଙ୍କୁ ପର୍ଯ୍ୟଟନ ସ୍ଥାନରେ ବିକ୍ନୀ ପିନ୍ଧିବାକୁ ବାରଣ କରାଯାଇଛି। ଯଦି କେହି ଏହା କରନ୍ତି, ତେବେ ତାଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। ଜରିମାନା ବାବଦକୁ ସଂପୃକ୍ତ…
Archives


