ଗୋଟିଏ ଅଣ୍ଡାର ଦାମ୍ ଜାଣିଲେ…
ଆଜିର ଦୁନିଆରେ ସମସ୍ତ ଜିନିଷ ମହଙ୍ଗା, କିନ୍ତୁ କିଛି ଜିନିଷ ଅଛି ଯାହା ଗୁଣବତ୍ତା ଅନୁଯାୟୀ ସଠିକ୍ ମୂଲ୍ୟରେ ବିକ୍ରି ହେଉଛି। ଏହି ଜିନିଷ ମଧ୍ୟରେ ଅଣ୍ଡା ଅନ୍ତର୍ଭୁକ୍ତ। ଯାହା ପ୍ରୋଟିନର ଉତ୍କୃଷ୍ଟ ଉତ୍ସ। ସାଧାରଣତଃ ବଜାରରେ ଗୋଟିଏ ଅଣ୍ଡାର ମୂଲ୍ୟ…
‘କ୍ରିକେଟ୍ରେ ଫେଲ୍, ରାଜନୀତିରେ ପାସ୍’
ପାଟନା,୧୦।୮:ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ନୀତୀଶଙ୍କ ବ୍ୟତୀତ ଆରଜେଡି ନେତା ତେଜସ୍ବୀ ଯାଦବ ବିହାରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେଜସ୍ବୀଙ୍କ ଚତୁର ରାଜନୀତିକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି। ଏକଦା ଜଣେ କ୍ରିକେଟର୍…
ମୋଦିଙ୍କ ‘ପାକିସ୍ତାନୀ ଭଉଣୀ’; ଦୀର୍ଘ ୨୮ ବର୍ଷ ହେଲାଣି ବାନ୍ଧୁଛନ୍ତି…
ସାଧାରଣତଃ ଭାରତ ଏବଂ ପାକିସ୍ତାନକୁ ପରସ୍ପରର ଶତ୍ରୁ ବୋଲି ବିବେଚନା କରାଯାଏ। ହେଲେ ଏହି ଦୁଇ ଦେଶର ଲୋକଙ୍କ ମଧ୍ୟରେ କିଛି ଏଭଳି ସମ୍ପର୍କ ରହିଛି, ଯାହା ଭିନ୍ନ କାହାଣୀ କହିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜଣେ ପାକିସ୍ତାନୀ ମହିଳାଙ୍କ…
ଏଚ୍ଆଇଭି ସଂକ୍ରମିତ ପ୍ରେମିକଙ୍କ ରକ୍ତକୁ ଦେହରେ ଇନ୍ଜେକ୍ଟ କଲେ
ଦିଶପୁର: ପ୍ରେମିକ, ପ୍ରେମିକାମାନେ ନିଜ ଭଲପାଇବାର ପ୍ରମାଣ ଦେବାକୁ ଯାଇ ଅନେକ ସମୟରେ ବିଭିନ୍ନ ପ୍ରକାର ଅଜବ ଘଟଣା ସବୁ ଘଟାଇବାର ନଜିର ରହିଛି। ସେହିପରି ପ୍ରେମିକ ନିକଟରେ ନିଜ ପ୍ରେମକୁ ପ୍ରମାଣିତ କରିବାକୁ ଯାଇ ଆସାମର ଜଣେ ୧୫ ବର୍ଷୀୟା…
ବିବାହର ୫୪ ବର୍ଷ ପରେ ସନ୍ତାନ
ରାୟପୁର: ରାଜସ୍ଥାନର ୭୫ ବର୍ଷୀୟ ଗୋପିଚାନ୍ଦ ବିବାହର ୫୪ ବର୍ଷ ପରେ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗତ ସୋମବାର ଅଲଓ୍ବାରରେ ଗୋପିନାଥଙ୍କ ୭୦ ବର୍ଷୀୟା ସ୍ତ୍ରୀ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏଭଳି ଘଟଣା ରାଜସ୍ଥାନରେ ପ୍ରଥମ…
କାର ଭିତେରେ ଥିବା କୁକୁର ସହ ବନ୍ଧୁତା କରିଛି ବେଲୁନ୍ ବିକ୍ରି କରୁଥିବା ପିଲା
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
କୁକୁରକୁ ଏମିତି ବୁଝାଉଥିଲେ ମହିଳା, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ଲୋକଙ୍କୁ ଭାବପ୍ରବଣ କରିଦିଏ। ସେହିଭଳି ଇନ୍ଷ୍ଟାଗ୍ରାମ୍ରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ…
ସ୍ବତନ୍ତ୍ର ଢଙ୍ଗରେ ପୋଷା କୁକୁରର ଅନ୍ତିମ ସଂସ୍କାର
ପାରଳାଖେମୁଣ୍ଡି,୮।୮(ଡି.ଏନ.ଏ.): ଗଜପତି ଜିଲାର ପାରଳାଖେମୁଣ୍ଡିଠାରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ପୋଷା କୁକୁର ମୃତ୍ୟୁରେ ପରିବାରର ଜଣେ ସଦସ୍ୟଙ୍କୁ ହରାଇବା ଭଳି ତା’ ମାଲିକ ଶୋକ ପ୍ରକାଶ କରିବା ସହ ବାଜା ବଜାଇ ସ୍ବତନ୍ତ୍ର ଢଙ୍ଗରେ ଅନ୍ତିମ ବିଦାୟ ଦେଇଛନ୍ତି।…
ଦେଢ କୋଟି ଟଙ୍କାର ଟାଟୁ କଲେଣି ‘ଡ୍ରାଗନ୍ ଗର୍ଲ’
ଆଜିକାଲି ଶରୀରରେ ଟାଟୁ କରିବା ଏକପ୍ରକାର ଫ୍ୟାଶନ ହୋଇଗଲାଣି। ଯୁବପିଢିଙ୍କ ମଧ୍ୟରେ ଟାଟୁ କରିବା ଯେପରି ଏକ ନିଶାରେ ପରିଣତ ହୋଇଛି। ଅଷ୍ଟ୍ରେଲିଆର ଅମ୍ବର ଲ୍ୟୁକ ନାମକ ଜଣେ ଯୁବତୀ ନିଜ ଶରୀରର ୯୯% ପ୍ରତିଶତ ସ୍ଥାନରେ ଟାଟୁ କରିଛନ୍ତି। ଏଥିପାଇଁ…
କୂଅରେ ପଡ଼ିଗଲା ବିଲେଇ, ଉଦ୍ଧାର କରିବାକୁ ଡେଇଁଲା ମାଙ୍କଡ଼, ଭିଡିଓ ଦେଖିଲେ…
ପଶୁମାନେ ସିନା କଥା କହିପାରନ୍ତିନି ମାତ୍ର ସେମାନେ ମଣିଷମାନଙ୍କଠାରୁ ବେଶ୍ ବୁଦ୍ଧିଆ ହୋଇଥାନ୍ତି। ସେମାନଙ୍କର ମଧ୍ୟ ସ୍ନେହ, ଶ୍ରଦ୍ଧା, ଭଲପାଇବା ଆଗରେ ମଣିଷ ମଧ୍ୟ ହାର୍ ମାନିବ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ଜଣାପଡୁଛି। @pups_Puppies1 ନାମକ…
ମିସ୍ ଇଣ୍ଡିଆ ୟୁଏସ୍ଏ ‘ଆର଼୍ୟା ଓ୍ବାଲ୍ଭେକର’
ଓ୍ବାଶିଂଟନ: ଭାରତୀୟ-ଆମେରିକୀୟ ବଂଶୋଦ୍ଭବ ଆର଼୍ୟା ଓ୍ବାଲ୍ଭେକର ଚଳିତ ବର୍ଷ ମିସ୍ ଇଣ୍ଡିଆ ୟୁଏସ୍ଏର ମୁକୁଟ ହାତେଇଛନ୍ତି। ୪୦ତମ ମିସ୍ ଇଣ୍ଡିଆ ୟୁଏସ୍ଏ ପ୍ରତିଯୋଗିତା ଆମେରିକାର ନ୍ୟୁ ଜର୍ସିରେ ଅନୁଷ୍ଠିତ ହୋଇଥିଲା। ୧୮ ବର୍ଷୀୟା ଆର଼୍ୟା ଜଣେ ଅଭିନେତ୍ରୀ ହେବାକୁ ଆଶା ରଖିଛନ୍ତି।…
ଜିତିଲେ ସ୍ତ୍ରୀ, ଶପଥ ନେଲେ ସ୍ବାମୀ
ଭୋପାଳ: ମଧ୍ୟ ପ୍ରଦେଶ ଦାମୋହ ଜିଲା ଗାଇସାବାଦ୍ ପଞ୍ଚାୟତ ନିର୍ବାଚନକୁ ନେଇ ଏକ ରୋଚକ ଖବର ସାମ୍ନାକୁ ଆସିଛି। ନିକଟରେ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବିଜୟୀ ପ୍ରାର୍ଥୀଙ୍କ ପାଇଁ ଶପଥ ଗ୍ରହଣ ସମାରୋହର ଆୟୋଜନ ମଧ୍ୟ କରାଯାଇଛି। କିନ୍ତୁ…
Archives


