ଫୁରସତ

ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍ସ

ବର୍ତ୍ତମାନ ଜିମ୍‌ରେ ଏକ୍ସରସାଇଜ୍‌ କରିବା ଅଧିକାଂଶ ଯୁବତୀ ଯୁବକଙ୍କ ଫିଟ୍‌ନେସ୍‌ ମନ୍ତ୍ର ପାଲଟିଛି। ହେଲେ ଘର ପାଖରେ ଜିମ୍‌ ନ ଥିବାରୁ ହେଉ ଅବା ଅଧିକ ଟଙ୍କା ଖର୍ଚ୍ଚ ଭଳି ବିଭିନ୍ନ କାରଣରୁ ଅନେକେ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଯଦି ଆପଣ…

ଚକୋଲେଟ୍‌ ବନ୍ୟା

ସାଧାରଣତଃ ଅତ୍ୟଧିକ ବର୍ଷା ହେଲେ ନଦୀରେ ବନ୍ୟାପାଣି ଆସିଥାଏ। ଏହି ପାଣି ଗାଁ ଗଣ୍ଡାରେ ପଶି ଅନେକ କ୍ଷତି ଘଟାଏ। କିନ୍ତୁ କେବେ ଚକୋଲେଟ୍‌ ବନ୍ୟା ହେବା ଶୁଣିଛନ୍ତି? ଯଦି ନା ତେବେ ୨୦୧୮ ମସିହାରେ ଜର୍ମାନୀର ଏକ ଗାଁରେ ଚକୋଲେଟ…

‘କାଲେ ଚଷମା’ ଗୀତରେ ଡ୍ୟାନ୍ସ କଲେ ଆଫ୍ରିକୀୟ ପିଲା, ଭିଡିଓ ଦେଖିଲେ…

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଗୀତ ‘କାଲେ ଚଷମା’ ହୁଏତ ୨୦୧୮ରେ ରିଲିଜ ହୋଇଥାଇପାରେ କିନ୍ତୁ ଆଜି ମଧ୍ୟ ଏହାର ଲୋକପ୍ରିୟତା କମିନାହିଁ। ସୋସିଆଲ ମିଡିଆରେ ଏହି ଗୀତରେ ଡ୍ୟାନ୍ସକୁ ଲକ୍ଷଲକ୍ଷ ଲୋକ ଦେଖିଛନ୍ତି। ନରୱେ ଡ୍ୟାନ୍ସ କ୍ରୁଙ୍କ…

କନଷ୍ଟେବଳରୁ ସିଧା ଡିଏସ୍‌ପି ହେଲେ ମହିଳା…

ପାଟନା, ୨୭।୮ : ବିହାର ପୋଲିସର ମହିଳା କନଷ୍ଟେବଳ ବବଲି କୁମାରୀଙ୍କ କାହାଣୀ ପ୍ରତ୍ୟେକଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ବବୁଲି କେବଳ ଏକ କାମ କରି ନୁହେଁ, ବରଂ ଘରେ ଜଣେ ଶିଶୁକନ୍ୟା ଏବଂ ଜଣେ ମା’ କ୍ଷୀର ପିଉଥିବା…

ଦୁଇଥର ହୋଇଛି ମରଣ

ମେକ୍ସିକୋ ସିଟି: ଆମେରିକାର ମେକ୍ସିକୋରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ୩ ବର୍ଷୀୟା କୁନି ଝିଅଙ୍କର ଦୁଇଥର ମୃତ୍ୟୁ ହୋଇଛି। ପାକସ୍ଥଳୀ ସଂକ୍ରମଣ କାରଣରୁ କାମିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛିଦିନର ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା…

ସ୍ପେସ୍‌ ଷ୍ଟେଶନ ଯିବେ ରୁଷିଆର ଏକମାତ୍ର ମହିଳା ମହାକାଶଚାରୀ

ମସ୍କୋ: ରୁଷିଆର ଏକମାତ୍ର ମହିଳା ମହାକାଶଚାରୀ ଆନ୍ନା କିକିନା ଆମେରିକା ସ୍ପେସ୍‌ ଷ୍ଟେଶନ୍‌ ଯିବା ନେଇ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହି କାର୍ଯ୍ୟକ୍ରମକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ କରିଦିଆଯାଇଛି। ଅକ୍ଟୋବର ୩ରେ ସ୍ପେସ୍‌ ଏକ୍ସର କ୍ରିଉ ଡ୍ରାଗନ୍‌ ଫ୍ଲାଇଟ୍‌ ଜରିଆରେ…

ଶୋଇଲେ ମିଳୁଛି ଟଙ୍କା

କୋଲକାତା: ବ୍ୟସ୍ତବହୁଳ କାରଣରୁ ଲୋକଙ୍କ କ୍ଷେତ୍ରରେ ବିଶ୍ରାମ କରିବା ବା ଶୋଇବାର ଉପଯୁକ୍ତ ସମୟ କମିଥିବା ଦେଖିବାକୁ ମିଳିଛି, ଯାହାଫଳରେ ମନୁଷ୍ୟ ଶରୀରରେ ବହୁ ରୋଗ ସାଙ୍ଗକୁ ବ୍ୟତିକ୍ରମ ସୃଷ୍ଟି କରୁଛି। ତେବେ ଭାରତୀୟମାନଙ୍କୁ ଶୋଇବାର ଗୁରୁତ୍ୱ ବିଷୟରେ ଜଣାଇବା ପାଇଁ…

ପାର୍କରେ ଦୋଳି ଖେଳୁଛନ୍ତି ବୃଦ୍ଧା-ବୃଦ୍ଧ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ସ୍ତ୍ରୀଙ୍କୁ ଡରି ଖଜୁରୀ ଗଛରେ ଲୁଚି ରହୁଛନ୍ତି ସ୍ବାମୀ, କାରଣ ଜାଣିଲେ…

ଉତ୍ତରପ୍ରଦେଶର ମାଉ ଜିଲାର କୋପାଗଞ୍ଜ ପୋଲିସ ଷ୍ଟେଶନ ଅନ୍ତର୍ଗତ ବାସରାଥପୁର ଗ୍ରାମସଭାରେ ରାମପ୍ରବେଶ ନାମକ ଜଣେ ବ୍ୟକ୍ତି ପ୍ରାୟ ମାସେ ହେଲା ଗାଁ ମଝିରେ ଥିବା ଏକ ଖଜୁରୀ ଗଛରେ ରହି ଆସୁଛନ୍ତି। ଯେଉଁଥିପାଇଁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।…

କାଲିଫର୍ନିଆରେ ସ୍ବସ୍ତିକକୁ ସ୍ବୀକୃତି

ଓ୍ବାଶିଂଟନ୍‌: ଆମେରିକାର କାଲିଫର୍ନିଆ ବିଧାନସଭା ରାଜ୍ୟର ଦଣ୍ଡବିଧି ଆଇନରେ ପବିତ୍ର ସ୍ବସ୍ତିକ ଚିହ୍ନକୁ ସ୍ଥାନିତ କରିବା ପାଇଁ ସ୍ବୀକୃତି ଦେଇଛି। ଏଥିସହ ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ଆଡଲ୍ଫ ହିଟ୍‌ଲରଙ୍କ ସ୍ବସ୍ତିକ ଚିହ୍ନ ‘ହ୍ୟାକେନ୍‌କ୍ରେୟୁଜ୍‌’କୁ ଏକ ଘୃଣ୍ୟ ପ୍ରତୀକ ରୂପେ ବିବେଚନା ଲାଗି…

ଲାଇବ୍ରେରି ଖୋଲିଲେ ଆଫ୍‌ଗାନ ମହିଳା

କାବୁଲ: ଆଫଗାନିସ୍ତାନର ତାଲିବାନ୍‌ ଶାସନରେ ମହିଳାମାନେ ଶିକ୍ଷା ଓ ସାର୍ବଜନୀନ ଜୀବନରୁ ଦୂରେଇ ଯାଇଛନ୍ତି। ନାରୀ ସ୍ବାଧୀନତା ଉପରେ ଅଙ୍କୁଶ ଲାଗିଥିବାରୁ ସେମାନେ ନିଃସଙ୍ଗ ହୋଇପଡ଼ିଛନ୍ତି। ନିଃସଙ୍ଗତା ଦୂର ସହ ଜ୍ଞାନ ଆହରଣ ତଥା ଉଚିତ୍‌ ଢଙ୍ଗରେ ସମୟ ଅତିବାହିତ କରିବା…

ନିମିଷକ ମଧ୍ୟରେ ଖାଇବା ଟେବୁଲରେ ପହଞ୍ଚିବ ମେଶିନ ଦୋସା

ଦୋସା ଖାଇଥିବେ ନିଶ୍ଚିତ। ମାତ୍ର ଦୋସା ପ୍ରିଣ୍ଟର ମେଶିନ କେବେ ଦେଖିଛନ୍ତି ନା ଏହା ବିଷୟରେ ଜାଣିଛନ୍ତି? ଯଦି ନା ତେବେ ସୋସିଆଲ ମିଡିଆରେ ଏହି ମେଶିନର ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ନିମିଷକ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri