Posted inଫୁରସତ

‘କାଲେ ଚଷମା’ ଗୀତରେ ଡ୍ୟାନ୍ସ କଲେ ଆଫ୍ରିକୀୟ ପିଲା, ଭିଡିଓ ଦେଖିଲେ…

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଗୀତ ‘କାଲେ ଚଷମା’ ହୁଏତ ୨୦୧୮ରେ ରିଲିଜ ହୋଇଥାଇପାରେ କିନ୍ତୁ ଆଜି ମଧ୍ୟ ଏହାର ଲୋକପ୍ରିୟତା କମିନାହିଁ। ସୋସିଆଲ ମିଡିଆରେ ଏହି ଗୀତରେ ଡ୍ୟାନ୍ସକୁ ଲକ୍ଷଲକ୍ଷ ଲୋକ ଦେଖିଛନ୍ତି। ନରୱେ ଡ୍ୟାନ୍ସ କ୍ରୁଙ୍କ ଠାରୁ ଆରମ୍ଭ କରି ଭାରତୀୟ କ୍ରିକେଟ ଦଳର ଚମତ୍କାର ପ୍ରଦର୍ଶନ ପର୍ଯ୍ୟନ୍ତ ସମସ୍ତେ ଏହି ଗୀତରେ ଡ୍ୟାନ୍ସ କରିଛନ୍ତି। ବର୍ତ୍ତମାନ ଆଫ୍ରିକୀୟ ପିଲାମାନଙ୍କର ଏହି ଗୀତରେ ଡ୍ୟାନ୍ସ କରୁଥିବା ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଲୋକେ ବହୁତ ପସନ୍ଦ କରିଛନ୍ତି।

ଭାଇରାଲ ହେଉଥିବା ଏହି ଭିଡିଓକୁ ଉଗାଣ୍ଡାର ଏକ ଏନ୍‌ଜିଓ ସ୍ମାଶ ଟ୍ୟାଲେଣ୍ଟ ଫାଉଣ୍ଡେଶନ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛି। ଏହି ଶର୍ଟ କ୍ଲିପ୍‌ରେ ଏନଜିଓର ଛୋଟ ପିଲାମାନେ ଆକର୍ଷଣୀୟ ଗୀତରେ ଅତି ଉତ୍ସାହର ସହ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

ଭିଡିଓ ଶେୟାର କରି ଏଥିରେ କ୍ୟାପଶନ ଲେଖାଅଛି, ‘ଉଗାଣ୍ଡା ବଲିଉଡ୍‌କୁ ଭେଟୁଛି’ ଏହି ଭିଡିଓକୁ ୨ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ୟୁଜରମାନେ ତାଙ୍କ ଜବରଦସ୍ତ ଡ୍ୟାନ୍ସ ପ୍ରଦର୍ଶନକୁ ବହୁତ ପସନ୍ଦ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଭାରତୀୟ ଶକ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ବାଃ ଏତେ ମନୋରଞ୍ଜନ ଡ୍ୟାନ୍ସ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ଟଙ୍ଗା ଯାଇ ପାଳନ କରାଯାଏ ନୂଆବର୍ଷ, କାରଣ ଜାଣିଲେ…

ସାଧାରଣତଃ ଭୋଜିଭାତ, ନାଚଗୀତର ଆସରରେ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷକୁ ସ୍ବାଗତ କରାଯାଇଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ...

ଏହି ଅଙ୍ଗୁର ଦାମ୍‌ ୩୫ହଜାର

ମଧ୍ୟପ୍ରଦେଶ ଜବଲପୁରରେ ଏକ ଆମ୍ବ ବଗିଚାର ଦୃଶ୍ୟ ନିକଟରେ ବେଶ୍‌ ଭାଇରାଲ ହୋଇଥିଲା। ଏହି ଆମ୍ବ ବଗିଚାରେ ତାଇଓ ନୋ ତୋମାଙ୍ଗେ ନାମକ ଜାପାନୀ ଆମ୍ବ...

ଅନ୍‌ଲାଇନ୍‌ କ୍ଲାସ ପାଇଁ ପାହାଡ଼ ଚଢ଼ିବାକୁ ବାଧ୍ୟ ହୋଇଥିଲେ ହରିଶ: ଏବେ ସହଯୋଗର ହାତ ବଢ଼ାଇଲେ ସେହଓ୍ବାଗ୍‌

କରୋନା ମୁକାବିଲାକୁ ନେଇ ସାରା ଦେଶରେ ଦୀର୍ଘ ୪ ମାସରୁ ଅଧିକ ସମୟ ଧରି ସ୍କୁଲ-କଲେଜ ବନ୍ଦ ରହିଛି। ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପିଲାମାନଙ୍କ...

ଇଲେକ୍ଟ୍ରିକ୍‌ ମୋହନ

ବେଳେବେଳେ ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର କରିବା ସମୟରେ ସାମାନ୍ୟ ଅସାବଧାନତା ହେଲେ ଶରୀରରେ ବିଦ୍ୟୁତ୍‌ ପ୍ରବାହ ହୋଇ ମଣିଷର ଜୀବନ ଚାଲିଯାଏ। କିନ୍ତୁ ଏମିତି ଜଣେ...

୬ ମାସ ମଧ୍ୟରେ ୧୨୦ ମହିଳାଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଉଥିଲେ ଏହି ବ୍ୟକ୍ତି, ଆଉ ତା’ପରେ

ବେଙ୍ଗାଲୁରୁ,୮।୧୧: କର୍ନାଟକରେ ଏକ ରୋଚକ ଘଟଣା ଘଟିଛି। ଗତ ୬ ମାସ ମଧ୍ୟରେ ୧୨୦ ମହିଳାଙ୍କ ସମେତ ୨୦୦ରୁ ଅଧିକ ଲୋକଙ୍କୁ ନିଜର ଅଶ୍ଲୀଳ ଫଟୋ...

ସହରର ରାସ୍ତାରେ ଦୌଡ଼ୁଛି ଗଣ୍ଡା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ହେଡ୍‌ଫୋନରେ ଲୁଚିଥିଲା ବୁଢ଼ିଆଣୀ, ଗୀତ ଶୁଣିବା ପାଇଁ କାନରେ ଲଗାଇଲେ ମହିଳା, ଆଉ ତାପରେ…

କାନବେରା, ୧୬।୧୦: ଅଷ୍ଟ୍ରଲିଆର ଓଲି ଥର୍ଷ୍ଟ ନାମକ ଜନୈକା ମହିଳା ପ୍ଲମ୍ବର ଗୀତ ଶୁଣିବା ପାଇଁ ନିଜର ହେଡଫୋନକୁ କାନରେ ଲଗାଇଥିଲେ। ଏହାର କିଛି ସମୟ...

ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷାରେ ସମର୍ପିତ ଜୀବନ

ଏକ ପରିବର୍ତ୍ତନ ଆଣିବା ପାଇଁ ଜଣଙ୍କର ଅସୀମିତ ସମ୍ବଳ ରହିବା ଆବଶ୍ୟକ ନାହିଁ। ଏହାକୁ ପ୍ରମାଣିତ କରିଛନ୍ତି ଓଡ଼ିଶାର ୨୪ ବର୍ଷ ବୟସ୍କ ଜଳବାୟୁ କାର୍ଯ୍ୟକର୍ତ୍ତା...

Advertisement
Archives

Model This Week