Posted inଫୁରସତ

ଚଳନ୍ତା ଟ୍ରେନ୍‌ରେ ଯୁବତୀଙ୍କ ଅଜବ କାଣ୍ଡ, ପିଟି ପିଟି ନିଶା ଛଡ଼ାଇଦେଲେ ମା’! Video ଦେଖିଲେ…

ଆଜିକାଲିର ଯୁବପୀଢ଼ି ରିଲ୍‌ ନିଶାରେ ଏମିତି ମାତିଛନ୍ତି ଯେ, ସେମାନେ କିଛି ବି କରିପାରନ୍ତି। ଅର୍ଥାତ କିଛିଟା ଲାଇକ୍‌ ପାଇଁ ସେମାନେ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ଏଭଳି ଏକ ଭାଇରାଲ ଭିଡିଓ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭିଡିଓରେ ଜଣେ ଯୁବତୀ ଚଳନ୍ତା ଟ୍ରେନ୍‌ର ଖୋଲା ଦ୍ୱାର ପାଖରେ ଛିଡ଼ା ହୋଇ ରିଲ୍‌ କରୁଥିବା ଦେଖାଯାଉଛି। ହେଲେ ପରବର୍ତ୍ତୀ ସମୟରେ ଯାହା ଘଟୁଛି ତାହା କେହି କଳ୍ପନା କରି ନ ଥିବେ, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଭାଇରାଲ ଭିଡିଓ ଆରମ୍ଭରେ, ଯୁବତୀଜଣଙ୍କ ଚଳନ୍ତା ଟ୍ରେନ ଦ୍ୱାର ନିକଟରେ ଛିଡ଼ା ହୋଇ ରିଲ୍‌ ସୁଟ୍‌ କରୁଥିଲେ। ଟିକିଏ ଏପଟ ସେପଟ ହୋଇଗଲେ ସେ ଟ୍ରେନ୍‌ ତଳକୁ ପଡ଼ିଯାଇପାରନ୍ତି ବୋଲି ଭୁଲି ଯାଇଥିଲେ। ରିଲ୍‌ ନିଶା ସତେ ଯେମିତି ତାଙ୍କୁ ପାଗଳ କରିଦେଇଥିଲା। ଠିକ୍‌ ସେତିକି ବେଳେ ସେଠାକୁ ତାଙ୍କ ମା’ ଆସିଯାଇଥିଲେ। କ୍ୟାମେରା ଖୋଲା ଥିଲେ ବି ସେ ଯୁବତୀଙ୍କୁ ପିଟି ପକାଇଥିଲେ। ମହିଳାଙ୍କ ଭୟଙ୍କର ରୂପ ଦେଖି ସେଠାରେ ବସିଥିବା ବ୍ୟକ୍ତି ବି ପଳାଇ ଯାଇଥିଲେ। ରିଲ୍‌ ଭୂତ ଛାଡ଼ିବା ପରେ ଯୁବତୀ ତା’ଙ୍କ ମା’ଙ୍କୁ ଭୁଲ୍‌ ମାଗିଥିଲେ।
ଏହି ଭିଡିଓଟି @mr_rahul_razz ନାମକ ଏକ ଆକାଉଣ୍ଟରୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି, ଯେତେବେଳେ ହଜାର ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି। ଏହା ବ୍ୟତୀତ ଅନେକ ବ୍ୟବହାରକାରୀ ମତାମତ ଦେଇଛନ୍ତି।
ଜଣେ ବ୍ୟବହାରକାରୀ କହିଛନ୍ତି, ମାଉସୀ ତାଙ୍କୁ ପିଟି ପିଟି ଭୂତ କରିଦେଲେ। ଅନ୍ୟ ଜଣେ ବ୍ୟବହାରକାରୀ କହିଛନ୍ତି, ଏହା ପିଟିବା ନୁହେଁ, ବରଂ ରିଲ୍‌ର ଏକ ଅଂଶ। କିନ୍ତୁ ଯାହା ହେଉ, ତାଙ୍କ ସହିତ ଏଭଳି ହେବା ଉଚିତ।
ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?