୪୩ ବର୍ଷରେ ୫୩ ଥର ବିବାହ କରିଛନ୍ତି ଏହି ବ୍ୟକ୍ତି, କାରଣ ଜାଣିଲେ…
ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବିବାହ ସ୍ବତନ୍ତ୍ର ହୋଇଥାଏ। କୁହାଯାଏ, ଜଣେ ବ୍ୟକ୍ତି ଜୀବନରେ ଥରେ ବିବାହ କରନ୍ତି। ତେଣୁ ସେ ଏହି ଦିନକୁ ସ୍ମରଣୀୟ କରିବା ପାଇଁ କେତେ କ’ଣ ବନ୍ଦୋବସ୍ତ କରିଥାନ୍ତି। କିନ୍ତୁ ବିଭିନ୍ନ କାରଣରୁ କିଛି ଲୋକ ଏକାଧିକ…
ବନ୍ୟାରେ ବୁଡି ଯାଉଥିବା ସିଂହ ଉଠିବାକୁ କରୁଛି ସଂଘର୍ଷ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କେତେକ ଭିଡିଓ ଭାବପ୍ରବଣ କରିଦିଏ। ଠିକ୍ ସେପରି ଏକ ଭିଡିଓ ସୋସିଆଲ ମିହିଆରେ ଘୂରିବୁଲୁଛି। ଯାହାକୁ ଦେଖିଲେ ଆପଣଙ୍କ ମନରେ ମଧ୍ୟ ଦୟା ଆସିଯିବ।…
ଦୁଇଦୁଇ ଥର ଜୀବନ ବଞ୍ଚାଇଲା ହେଲ୍ମେଟ୍ : କାର୍କୁ ଧକ୍କା ଦେଇ, ଖୁଣ୍ଟ ଖସିବା ଭିଡିଓ ଦେଖିଲେ…
ବାଇକ୍ ଚଲାଇବା ସମୟରେ ହେଲମେଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ହେଲ୍ମେଟ୍ ନ ପିନ୍ଧୁ ତେବେ ଅନେକ ସମସ୍ୟା ହୋଇଥାଏ। ବେଳେ ବେଳେ ଏହା ବ୍ୟକ୍ତିକୁ ମୃତ୍ୟୁ ମୁଖକୁ ଠେଲିଦିଏ। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଏହାକୁ…
୪୩ ବର୍ଷରେ ୫୩ ଜଣଙ୍କୁ ବିବାହ
ରିୟାଧ: ବୈବାହିକ ଜୀବନରେ ଶାନ୍ତି ଓ ସ୍ଥିରତା ଆଣିବା ପାଇଁ ସାଉଦିର ଜଣେ ୬୩ ବର୍ଷୀୟ ବୃଦ୍ଧ ୪୩ ବର୍ଷ ଭିତରେ ୫୩ ମହିଳାଙ୍କୁ ବିବାହ କରିଛନ୍ତି। ଅବୁ ଅବଦୁଲ୍ଲାହ ନାମକ ଏହି ବୃଦ୍ଧ ସ୍ଥାନୀୟ ଗଣମାଧ୍ୟମ ଏମ୍ବିସି ଚ୍ୟାନେଲରେ ସାକ୍ଷାତ୍କାର…
ଲା ନିନା: ୨୦୨୩ରେ ୧ ଟ୍ରିଲିୟନ ଡଲାର କ୍ଷତି ସହିବ ବିଶ୍ୱ
ଲଣ୍ଡନ: ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ବଢ଼ିବାରେ ଲାଗିଛି। ବନ୍ୟାରେ ପାକିସ୍ତାନ ସ୍ଥିତି ଶୋଚନୀୟ ହୋଇପଡ଼ିଥିବାବେଳେ ପଶ୍ଚିମ ଆମେରିକାରେ ଗ୍ରୀଷ୍ମ ପ୍ରବାହ ଏବଂ ବନାଗ୍ନି ମାତ୍ରା ବୃଦ୍ଧି ପାଇଛି। ସେହିପରି ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆରେ ଆବଶ୍ୟକତାଠାରୁ ଅଧିକ ବର୍ଷା…
ଟୋଲ୍ ପ୍ଲାଜା କର୍ମଚାରୀଙ୍କ ସହ ମହିଳାଙ୍କ ଘମାଘୋଟ ଲଢ଼େଇ, କେଶ ଟାଣି ଦୁହେଁ ଦୁହିଁଙ୍କୁ ପିଟିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ନାଶିକର ପିମ୍ପଲଗାଁ…
ନିଆରା ଢଙ୍ଗରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଛନ୍ତି ପୋଲିସ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଫଟୋ, ଭିଡିଓ ଶେୟାର ହୋଇଥାଏ। ଠିକ୍ ସେପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରିବୁଲୁଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଶେୟାର ହୋଇଥିବା ଭିଡିଓରେ ଦେଖିବାକୁ…
ସ୍ବାମୀଙ୍କୁ ପଛରେ ବସାଇ ବାଇକ୍ ଚଳାଇଲେ ବୃଦ୍ଧା ମହିଳା, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍ ସେପରି ଏକ ଭିଡିଓ ସୋସିଆଲ ମିଡିଆରେ ଘୂରିବୁଲୁଛି। ଯାହାକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ। ତେବେ ସେହି ଭିଡିଓରେ ଏକ ବୃଦ୍ଧା…
ନାତୁଣୀଙ୍କ ଏମିତି ଉପହାର ଦେଖି ଭାବବିହ୍ବଳ ହେଲେ ଜେଜେମା’, ଭିଡିଓ ଦେଖିଲେ ଆଖିରେ ଆସିବ ଲୁହ
ମୁନ୍ସୀ ପ୍ରେମଚାନ୍ଦ ତାଙ୍କ କାହାଣୀ ‘ବୁଢ଼ୀ କାକି’ରେ କହିଥିଲେ, ବୃଦ୍ଧାବସ୍ଥା ପ୍ରାୟତଃ ପିଲାଦିନକୁ ଫେରିବା ପରି ହୋଇଥାଏ। ଯେତେବେଳେ ଲୋକମାନେ ବୃଦ୍ଧ ହେବା ଆରମ୍ଭ କରନ୍ତି, ସେମାନେ ପୁନର୍ବାର ପିଲାମାନଙ୍କ ପରି ଅଭିନୟ ଆରମ୍ଭ କରନ୍ତି। ଛୋଟ ଜିନିଷ ସେମାନଙ୍କୁ ଆନନ୍ଦ…
୨୪ ହଜାର କୋଟିର କମ୍ପାନୀ ଦାନକଲେ ପରିବେଶପ୍ରେମୀ
ଓ୍ବାଶିଂଟନ୍:ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ, ପ୍ରାକୃତିକ ବିପର୍ଯ୍ୟୟ, ଯୁ୍ଦ୍ଧ ଆଦି ବିଭିନ୍ନ କାରଣରୁ ପୃଥିବୀ ବିନାଶ ମୁହଁା ହେବାରେ ଲାଗିଛି। ଏଥିରେ ବ୍ୟଥିତ ହୋଇ ଜଣେ ଅରବପତି ତାଙ୍କ ୩ ବିଲିୟନ ଡଲାର (ପ୍ରାୟ ୨୪ ହଜାର କୋଟି ଟଙ୍କା)ମୂଲ୍ୟର କମ୍ପାନୀକୁ ଏକ…
ଆପଣ ଜାଣିଛନ୍ତି କି, ବିମାନର ରଙ୍ଗ ଧଳା ହୋଇଥାଏ କାହିଁକି?
ବିମାନରେ ଯାତ୍ରା କରିବା ସମୟରେ ଆପଣ ପ୍ରାୟତଃ ଭାବୁଥିବେ ଅଧିକାଂଶ ଯାତ୍ରୀବାହୀ ବିମାନର ରଙ୍ଗ ଧଳା ହୋଇଥାଏ କାହିଁକି? ଯାହାକୁ ନେଇ ମନ ଭିତରେ ଏକ ଦ୍ୱନ୍ଦ ସୃଷ୍ଟି ହୋଇଥାଏ। ହେଲେ ଏହାର ଏକ ବୌଜ୍ଞାନିକ କାରଣ ଅଛି। ଯାହାକୁ ଆପଣମାନେ…
ସଫାରିରେ ଯାଉଥିବା ପର୍ଯ୍ୟଟକଙ୍କୁ ଏମିତି ଗୋଡାଇଲା ହାତୀ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍ ସେପରି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସଫାରି ଗାଡିରେ ଯାଉଥିବା ପର୍ଯ୍ୟଟକଙ୍କୁ ଏକ ହାତୀ ଗୋଡାଉଥିବାର ନଜର ଆସୁଛି। ତେବେ ପୂରା…
Archives


