Posted inଫୁରସତ

ଆପଣ ଜାଣିଛନ୍ତି କି, ବିମାନର ରଙ୍ଗ ଧଳା ହୋଇଥାଏ କାହିଁକି?

ବିମାନରେ ଯାତ୍ରା କରିବା ସମୟରେ ଆପଣ ପ୍ରାୟତଃ ଭାବୁଥିବେ ଅଧିକାଂଶ ଯାତ୍ରୀବାହୀ ବିମାନର ରଙ୍ଗ ଧଳା ହୋଇଥାଏ କାହିଁକି? ଯାହାକୁ ନେଇ ମନ ଭିତରେ ଏକ ଦ୍ୱନ୍ଦ ସୃଷ୍ଟି ହୋଇଥାଏ। ହେଲେ ଏହାର ଏକ ବୌଜ୍ଞାନିକ କାରଣ ଅଛି। ଯାହାକୁ ଆପଣମାନେ ହୁଏତ ଜାଣି ନଥିବେ। ଆସନ୍ତୁ ସେହି ବିଷୟରେ ଅଧିକ ଜାଣିବା…
ଯାତ୍ରୀବାହୀ ବିମାନର ରଙ୍ଗ ଧଳା ହେବାର ମୁଖ୍ୟ କାରଣ ହେଉଛି ଏହା ସୂର୍ଯ୍ୟକିରଣ କମ୍‌ ଗ୍ରହଣ କରିଥାଏ। ଯାହା ଅଧିକ ଗରମରୁ ରକ୍ଷା କରେ। ଅନ୍ୟସବୁ ରଙ୍ଗ ସୂର୍ଯ୍ୟକିରଣକୁ ଅଧିକ ଗ୍ରହଣ କରିଥାଏ। ଯାହା ଶରୀରକୁ ଅଧିକ ଗରମ ପହଞ୍ଚାଇଥାଏ। ଖାଲି ସେତିକି ନୁହେଁ ରନ୍‌ୱେରେ ପାର୍କିଂ ସମୟରେ ମଧ୍ୟ ସେତେବେଳେ ଉଭୟ ଉତ୍ତାପ ଏବଂ ସମ୍ଭାବ୍ୟ କ୍ଷତି ହ୍ରାସ କରିଥାଏ। ଦ୍ୱିତୀୟରେ ହେଉଛି, ଧଳା ରଙ୍ଗରେ ଦାଗ ସହଜରେ ଜଣାପଡିଯାଇଥାଏ। ଯଦି ବିମାନରେ କୌଣସି ସ୍ଥାନରେ କ୍ରାକ୍‌ ବା ଦାଗ ଲାଗିଥାଏ ଯାହା ସହଜରେ ଦେଖା ଯାଇଥାଏ। ତାହା ଅନ୍ୟ ରଙ୍ଗରେ ସହଜରେ ଦେଖା ଯାଇ ନଥାଏ। ତୃତୀୟରେ ହେଉଛି, ଧଳା ରଙ୍ଗ ଶୀଘ୍ର କ୍ଷୀଣ ହୋଇ ନ ଥାଏ। ଉଚ୍ଚତାରେ ଉଡ଼ିବା ସମୟରେ ବିମାନଗୁଡ଼ିକ ବିଭିନ୍ନ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିଥାଏ। ଯାହା ଦ୍ୱାରା ରଙ୍ଗ ଧିରେ ଧିରେ ଫିକା ହୋଇଯାଏ। ତେଣୁ ଏହାକୁ ଧଳା ରଙ୍ଗ କରାଯାଇଥାଏ। ଏହା ବ୍ୟତିତ ଧଳା ରଙ୍ଗରେ ବେଶୀ ଖର୍ଚ୍ଚ ହୋଇ ନ ଥାଏ। ଚତୁର୍ଥରେ ଧଳା ରଙ୍ଗ ସହଜରେ ଦୃଶ୍ୟମାନ ହୋଇଥାଏ। ଯେତେବେଳେ ଉଚ୍ଚ ଆକାଶରେ ବିମାନଟି ଉଡିଥାଏ,ସେତେବେଳେ ଏହା ପକ୍ଷୀମାନଙ୍କ ସହ ଧକ୍କା ହେବାର ସମ୍ଭାବନା ଥାଏ। ତେଣୁ ଏହାକୁ ସହଜରେ ଚିହ୍ନଟ କରିବାକୁ ବିମାନକୁ ଧଳା ରଙ୍ଗ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri