Posted inଫୁରସତ

ବନ୍ୟାରେ ବୁଡି ଯାଉଥିବା ସିଂହ ଉଠିବାକୁ କରୁଛି ସଂଘର୍ଷ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କେତେକ ଭିଡିଓ ଭାବପ୍ରବଣ କରିଦିଏ। ଠିକ୍‌ ସେପରି ଏକ ଭିଡିଓ ସୋସିଆଲ ମିହିଆରେ ଘୂରିବୁଲୁଛି। ଯାହାକୁ ଦେଖିଲେ ଆପଣଙ୍କ ମନରେ ମଧ୍ୟ ଦୟା ଆସିଯିବ। ଗୁଜୁରାଟର ଆମରେଲିର ଗିର୍‌ ଜଙ୍ଗଲରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଜଙ୍ଗଲରେ ଥିବା ଏକ ସିଂହ ବନ୍ୟା ପାଣିରେ ଭାସିଯାଉଛି। ଆଉ ସିଂହଟି ପାଣିରୁ ଉଠିବାକୁ ଚେଷ୍ଟା କରୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଗୁଜୁରାଟରେ ଲଗାତାର ବର୍ଷା ହେବା ଫଳରେ ସୁରଟ ଏବଂ ଅହମ୍ମଦାବାଦ ଭଳି ସହରଗୁଡ଼ିକରେ ବନ୍ୟା ସୃଷ୍ଟି ହୋଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ନଈରୀରେ ଶ୍ରୀଗୁଣ୍ଡିଚା

ଗଜପତି ରାମଚନ୍ଦ୍ର ଦେବ କଟକ ବାରବାଟୀରେ ବନ୍ଦୀ ହୋଇ ରହିଥିଲେ। ଏପଟେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଭାବେ ମୋଗଲଙ୍କ ଅଧୀନକୁ ଚାଲିଯାଇଥିଲା। ମୋଗଲଙ୍କ ଦ୍ୱାରା ଶ୍ରୀମନ୍ଦିର ଅଧିକୃତ...

ଯେଉଁଠି ମୃତକଙ୍କର ହୁଏ ବିବାହ

ବିବାହ ଏକ ଶୁଭ କାର୍ଯ୍ୟ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ରହିଛି ଅନେକ ପରମ୍ପରା। କେଉଁଠି ଘୋଡା ଚଢି ତ ପୁଣି କେଉଁଠି ପାଲିଙ୍କି...

ପ୍ଲାଷ୍ଟିକ ବିରୋଧରେ ଲଢେଇ: ଇଟାଲି ରେଷ୍ଟୁରାଣ୍ଟରେ ପାସ୍ତା ଷ୍ଟ୍ର’ ବ୍ୟବହାର

ପୃଥିବୀକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଅଭିଯାନ ଏବେ ଜୋର୍‌ ଧରିଛି। ତେଣୁ ବିଭିନ୍ନ ପ୍ଲାଷ୍ଟିକ୍‌ ଜିନିଷର ବିକଳ୍ପ ତିଆରି କରାଗଲାଣି। ନିକଟରେ ଇଟାଲିର କିଛି ରେଷ୍ଟୁରାଣ୍ଟରେ...

ଡେନିମ୍‌ ଫୁଟ୍‌ଓ୍ବେର୍‌

ଡେନିମ୍‌ ଫ୍ୟାଶନ କେବେ ବି ଆଉଟ୍‌ ଡେଟେଡ୍‌ ହୁଏ ନାହିଁ। ଏହାର ଟ୍ରେଣ୍ଡ ସବୁବେଳେ ରହିଥାଏ। ତେବେ ଡେନିମ୍‌ କହିଲେ ସାଧାରଣତଃ ମନରେ ଆସେ ଡେନିମ୍‌...

ବହି କିଣିବାକୁ ଚାପ ପ୍ରୟୋଗ କଲେ ସ୍କୁଲ ଦେବ ଜରିମାନା

ପାଟନା: ପାଟନା ଡିଭିଜନର ବେସରକାରୀ ସ୍କୁଲ୍‌ ଆଗାମୀ ସେଶନ୍‌ରେ ୭ ପ୍ରତିଶତରୁ ଅଧିକ ଦେୟ ବୃଦ୍ଧି କରିପାରିବେ ନାହିଁ ବୋଲି ଡିଭିଜନ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି।...

ନଛିପୁର: ଜାବୁଡି ଧରି ରଖିଛି ଓଡ଼ିଶାର ସଂସ୍କୃତି, ପରମ୍ପରାକୁ; ଗାଁର ବଡ଼ ପର୍ବ ରଜ

ରଜ ଆଗରୁ ଆସୁଥିଲା, ଏବେବି ଆସୁଛି। ହେଲେ ଆଗଭଳି ଆଉ ସେଥିରେ ନାହିଁ ମଉଜ। କାହା ଘରୁ ଆସୁନି ପୋଡ଼ ପିଠାର ମହକ କି ଗାଁ...

ଟେକ୍ନୋଲୋଜି ମାନିଆ: ଆଇପଡ଼ କିଣିବା ପାଇଁ ନିଜର କିଡ୍‌ନୀ ବିକ୍ରି କରିଦେଲେ

ଟେକ୍ନୋଲୋଜି ମଣିଷକୁ ସଭ୍ୟ କରିଛି ସତ। ହେଲେ ଏଇ ଟେକ୍ନୋଲୋଜି ବି କିଛି ମଣିଷକୁ ପାଗଳ ସଜେଇ ଦେଇଛି। ପରିସଂଖ୍ୟାନର ତଥ୍ୟ ଅନୁସାରେ ଏଭଳି ପାଗଳାମିର...

ଦୃଷ୍ଟିହୀନ ହେବା ପୂର୍ବରୁ ବିଶ୍ୱ ଭ୍ରମଣ

ଓଟାଓ୍ବା: କାନାଡା ଦମ୍ପତି ସେବାଷ୍ଟିନ୍‌ ପେଲ୍ଲଟିଅର୍‌, ଇଡିଥ୍‌ ଲେମେ ନିଜର ୪ ସନ୍ତାନ ମିଆ, କୋଲିନ, ଲରେଣ୍ଟ ଓ ଲେଓଙ୍କୁ ଧରି ୬ ମାସିଆ ବିଶ୍ୱ...

Advertisement
Archives

Model This Week