Posted inଫୁରସତ

ନିଆରା ଢଙ୍ଗରେ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି ପୋଲିସ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଫଟୋ, ଭିଡିଓ ଶେୟାର ହୋଇଥାଏ। ଠିକ୍‌ ସେପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରିବୁଲୁଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଶେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଡେରାଡୁନ୍‌ର ସିଟି ହାର୍ଟ ହସ୍ପିଟାଲ ନିକଟରେ ଯୋଗେନ୍ଦ୍ର କୁମାର ନାମକ ଜଣେ ହୋମଗାର୍ଡ ଟ୍ରାଫିକ୍‌ ପୋଲିସରେ ନିୟୋଜିତ ହୋଇ ନିଆରା ଢଙ୍ଗରେ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି। ସେ ନାଚିବା ଶୈଳୀରେ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିବାର ନଜର ଆସିଛନ୍ତି। ଏହାକୁ ନେଇ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଆମୋଦିତ କରିଛି। ଏହି ଭିଡିଓଟିକୁ ନ୍ୟୁଜ୍‌ ଏଜେନ୍ସି ଟୁଇଟ୍‌ରରେ ଶେୟାର କରିଛି। ଭିଡିଓଟି ଶେୟାର ହେବା ମାତ୍ରେ ୧୫ ହଜାରରୁ ଅଧିକ ୟୁଜର୍ସ ଦେଖିସାରିଥିବା ବେଳେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଏହାସହ ତାଙ୍କ ତାଙ୍କ ଦରମା ବୃଦ୍ଧି କରିବାକୁ ଅଧିକାରୀମାନଙ୍କୁ ଅନୁରୋଧ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷର ବୟସ ବ୍ୟବଧାନ, ତଥାପି ଜବରଦସ୍ତ କେମେଷ୍ଟ୍ରୀ

ପ୍ରେମ ନା ବୟସ ଦେଖେ, ନା ଜାତି, ନା ଧର୍ମ। ସେଥିପାଇଁ ତ ଜଣେ କେବେ, କେଉଁଠି, କେତେବେଳେ ଆଉ କାହା ପ୍ରେମରେ ପଡେ ଜାଣିପାରେନା।...

ନିଆରା ଦେଶ

ପୃଥିବୀରେ ଅନେକ ଏଭଳି ଦେଶ ରହିଛି, ଯାହାର କିଛି ବିଶେଷତ୍ୱ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର କରେ। ଜାଣିବା ସେଭଳି କିଛି ଦେଶ ସମ୍ପର୍କରେ… ସ୍ୟାନ୍‌ ମ୍ୟାରିନୋକୁ ପୃଥିବୀର...

ସୋସିଆଲ ମିଡିଆରେ ଅନ୍ୟ ମହିଳାଙ୍କୁ ପସନ୍ଦ କରୁଥିଲେ ସ୍ବାମୀ, ସ୍ତ୍ରୀ କଲେ ଏମିତି…

ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଭାଲେଣ୍ଟାଇନ୍‌ ଡେ’ରେ ଅଜବ ଗିଫ୍ଟ ପ୍ରଦାନ...

ଗୁଗ୍‌ଲ ମ୍ୟାପ୍‌ କରିଦେଲା ଗଡ଼ବଡ଼, ଭୁଲ କନ୍ୟାଙ୍କୁ ବିବାହ କରିବାକୁ ପହଞ୍ଚିଲେ ବର; ଆଉ ତା’ ପରେ…

ଟେକ୍ନୋଲୋଜି ଆମ ଜୀବନକୁ ଆହୁରି ସହଜ ସରଳ କରିଦେଇଛି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଗୁଗ୍‌ଲ ମ୍ୟାପ। ଗୁଗ୍‌ଲ ମ୍ୟାପ୍‌ ସାହାଯ୍ୟରେ ଆପଣ ଅଜଣା ସ୍ଥାନକୁ...

ପାଣିକୁ ଦେଖି କୁକୁର ହେଉଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୭ ବର୍ଷର ଏହି ବାଳିକାଙ୍କ ଅଦ୍ଭୁତ ପ୍ରତିଭା: କୁନି ହାତରେ ୭୦ କିଗ୍ରା ଭାରୋତ୍ତୋଳନ କରି ଏବେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ବୟସ ମାତ୍ର ୭ ବର୍ଷ। ହେଲେ କାରନାମା କୌଣସି ବଡ଼ ତାରକାଠାରୁ କମ୍‌ ନୁହେଁ। ଆମେ କଥା ହେଉଛୁ କାନାଡ଼ାର ରୋରି ଭାନ ଉଲଫତଙ୍କ...

ଜୀବିକା ଦେଇଛି କାଠକଣ୍ଢେଇ

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳାକାରିଗରି ପାଇଁ ଦେଶବିଦେଶରେ ସ୍ବତନ୍ତ୍ର ପରିଚୟ ରହିଛି। ଏପରି କି ହସ୍ତଶିଳ୍ପ କଳାରେ ନିୟୋଜିତ କାରିଗରମାନଙ୍କୁ ରୋଜଗାର ପନ୍ଥା...

ବିଶ୍ୱର ସବୁଠୁ ଦାମୀ କେକ୍‌, ଯାହା ଦେଖିବାକୁ ସୁନ୍ଦରୀ ଯୁବତୀ ସଦୃଶ

ବିଭିନ୍ନ ପ୍ରକାରର କେକ୍‌ ଦେଖିଥିବେ। କିନ୍ତୁ ସୁନ୍ଦରୀ ଯୁବତୀ ବା ସେଲିବ୍ରିଟି ଆକାରର କେକ୍‌ କେବେ ଦେଖିଛନ୍ତି କି? ଯଦି ନା ତେବେ ଏମିତି ଏକ...

Advertisement
Archives

Model This Week